ଲକଡାଉନ୍ କରୋନାଭାଇରସ ମୁକାବିଲା ଲାଗି ଯଥେଷ୍ଟ ନୁହେଁ: ଡବ୍ଲ୍ୟୁଏଚଓ
ନୂଆଦିଲ୍ଲୀ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ପ୍ରାୟ ୧୯୨ ରାଷ୍ଟ୍ରକୁ ବ୍ୟାପୁଥିବା ବେଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ହେଲେ କେବଳ ଲକଡାଉନ ଏହି ସଂକ୍ରମଣକୁ ରୋକିବା ଲାଗି ଯଥେଷ୍ଟ ନୁହେଁ ।
ଏନେଇ ବିବିସି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ବିଶ୍ୱ…