Latest Odisha News

BREAKING NEWS

Yearly Archives

2020

କରୋନା ସଚେତନତା ସଙ୍ଗୀତ ଗାୟକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ତଥା ଜନତା କର୍ଫ୍ୟୁ ସମ୍ପର୍କରେ ସଚେତନତା ସଙ୍ଗୀତ ଗାଇଥିବା ଲୋକସଙ୍ଗୀତ ଗାୟିକା ମାଳିନୀ ଅୱସ୍ତୀ ଏବଂ ଲୋକଗୀତ ଗାୟକ ପ୍ରୀତମ ଭରତୱାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି । ଉଭୟେ ନିଜ ଢଙ୍ଗରେ ଲୋକମାନଙ୍କୁ…

କରୋନା ଅପଡେଟ୍: ରାଜ୍ୟରେ ବଢ଼ିନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ବଢ଼ିନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ କହିଛନ୍ତି । ରାଜ୍ୟରେ ଏଯାବତ୍ ୩ହଜାର ୪୭୪ ଜଣ ପଞ୍ଜୀକରଣ…

କରୋନା ମୁକାବିଲା ଲାଗି ରାଜ୍ୟସରକାର ବିଭିନ୍ନ ବିଭାଗକୁ କଲେ ଶ୍ରେଣୀଭୁକ୍ତ

ଭୁବନେଶ୍ୱର: କୋଭିଡ-୧୯କୁ ବ୍ୟାପିବାକୁ ରୋକିବା ଲାଗି ଓଡିଶାରେ ଏକ ସପ୍ତାହେ ଧରି ଲକଡାଉନ ଚାଲିବ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଓଡିଶା ସରକାର ବିଭିନ୍ନ ବିଭାଗକୁ ଗୁରୁତର, ଆଂଶିକ ଗୁରୁତର ଏବଂ ଅଣ-ଗୁରୁତର ଶ୍ରେଣୀଭୁକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ,…

‘ଜନତା କର୍ଫ୍ୟୁ’ ପାଇଁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନା ବିରୋଧରେ ଆଜି ପୂରା ଦେଶବାସୀ ଏକାଠି ହୋଇଛନ୍ତି । ସମସ୍ତେ ମିଶି ଜନତା କର୍ଫ୍ୟୁକୁ ସମର୍ଥନ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । कोरोना वायरस की लड़ाई का नेतृत्व करने वाले…

ହୋମ୍ କ୍ୱାରେଣ୍ଟାଇନ ଉଲ୍ଲଂଘନ ପାଇଁ ଭୁବନେଶ୍ୱରରେ ମାମଲା ରୁଜୁ

ଭୁବନେଶ୍ୱର: ନିକଟରେ ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନରେ ଥିଲେ ମଧ୍ୟ ଏଥିରେ ଖିଲାପ କରିଥିବା ଜଣାପଡିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରାଯାଇଛି । ବିଏମସି ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି,…

କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ: ଘଣ୍ଟ, ଘଣ୍ଟି, ଥାଳି ଓ ତାଳି ବଜାଇଲେ ଦେଶବାସୀ

ଭୁବନେଶ୍ୱର: କରୋନ ଭୂତାଣୁ ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ସଲାମ । ସାରା ଦେଶବାସୀ ଘଣ୍ଟ, ଘଣ୍ଟି, ତାଲି ଓ ଥାଳି ବଜାଇ ଜଣାଇଲେ ଧନ୍ୟବାଦ । କରୋନା ବିପକ୍ଷରେ ଲଢ଼ୁଥିବା ଯୋଦ୍ଧାଙ୍କୁ ଆଜି ପୁରା ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି । କିଏ ଘରର ବାଲକୋନୀ ତ ଆଉ କିଏ ଛାତ ଉପରେ ତ ଆଉ କିଏ ବାହାରକୁ…

କୋଭିଡ-୧୯ର ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ: ରୋଗ ଉପରେ ଅଙ୍କୁଶ ଲଗାଇବାକୁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି ଏହି ଅବସରରେ ମୁଖ୍ୟ…

ମାରାତ୍ମକ ହେଉଛି କରୋନା: ଭାରତରେ ୨୪ ଘଣ୍ଟାରେ ନେଲା ୩ ଟି ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ମୁମ୍ବାଇ: ଅଣାୟତ ହେଉଛି କରୋନା ଭାଇରସ । ଦେଶରେ କରୋନାଭାଇରସକୁ ନେଇ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ପ୍ରଥମ ଥର ପାଇଁ କରୋନା ପ୍ରଭାବରେ ଦେଶରେ ଗୋଟିଏ ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୨୨ ରବିବାର ଦିନ କରୋନାଭାଇରସ୍ ସଂକ୍ରମଣରେ ଗୁଜୁରାଟ ରେ ପ୍ରଥମ ମୃତ୍ୟୁ…

କ୍ୱାରେନଟାଇନ୍ ପ୍ରୋଟୋକଲ ଭାଙ୍ଗିଲେ ଯୁବକ, ମାମଲା ରୁଜୁ

କଟକ: କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳିତ ହେଉଛି । ଜରୁରୀ ସେବାଗୁଡିକୁ ଛାଡି ସବୁକିଛି ବନ୍ଦ ରହିଛି । ବିଦେଶ ଫେରନ୍ତାଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେନ୍‌ଟାଇନ୍‌ରେ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି…

ରୋମରୁ ଭାରତୀୟଙ୍କୁ ଉଦ୍ଧାର କରିଥିବା ଏୟାର ଇଣ୍ଡିଆ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇଟାଲୀର ରୋମରେ ଫସିଥିବା ୨୬୩ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନେ ସୁରକ୍ଷିତ ଭାବେ ରବିବାର ସକାଳେ ସ୍ୱଦେଶ ଫେରିଛନ୍ତି । ତେବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏୟାର ଇଣ୍ଡିଆ ବିମାନର ସଦସ୍ୟଙ୍କୁ କରୋନା ସତର୍କତାମୂଳକ…