Latest Odisha News

BREAKING NEWS

Yearly Archives

2020

ରାଜନୀତିରେ ଏଣ୍ଟ୍ରି କରିବେ ରଜନୀକାନ୍ତ: ଖୁବ୍ ଶୀଘ୍ର ନେବେ ନିଷ୍ପତ୍ତି

ଚେନ୍ନାଇ: ରାଜନୀତିରେ ପ୍ରବେଶ ନେଇ ଖୁବ୍ ଶୀଘ୍ର ଘୋଷଣା କରିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ଆଜି ଏନେଇ ସୂଚନା ଦେଇଛନ୍ତି ରଜନୀକାନ୍ତ । ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ରଜନୀକାନ୍ତ । ଏହି ବୈଠକରେ ଆଗାମୀ ତାମିଲନାଡୁ ନିର୍ବାଚନରେ ଦଳ…

ଇରାନୀ ବୈଜ୍ଞାନିକଙ୍କ ହତ୍ୟା ପଛରେ ଇସ୍ରାଏଲ ଗୋଇନ୍ଦା ଏଜେନ୍ସିର ହାତ, ଆସନ୍ତୁ ଜାଣିବା ମୋସାଦର ୫ ଅପରେଶନ…

ନୂଆଦିଲ୍ଲୀ: ପରମାଣୁ ବୈଜ୍ଞାନିକ ମୋହସିନ ଫକିରଜାଦେହଙ୍କୁ ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ହତ୍ୟା କରିଛି ବୋଲି ଇରାନ ଦୃଢ଼ତା ସହକାରେ କହୁଛି । ତେବେ ଇସ୍ରାଏଲର ମୋସାଦ ନାମକ ଗୋଇନ୍ଦା ଏଜେନ୍ସିକୁ ସାରା ବିଶ୍ୱ କାହିଁକି ଭୟ କରେ, ଆସନ୍ତୁ ଜାଣିବା ମୋସାଦର ପ୍ରମୁଖ ୫ ଅପରେଶନ ସମ୍ପର୍କରେ.…

କବିତା: କଳାକାହ୍ନୁ ଧନ୍ୟ ତୋର ଲୀଳା

ସାଧନା ପଣ୍ଡା କଜ୍ଜ୍ୱଳ ଉଜ୍ଜ୍ବଳ କାନ୍ତି କଳେବର ଶ୍ରୀପତି ଅଧିନାୟକ , କମଳ କୋମଳ ନୟନ ଯୁଗଳ ମନ ଆନନ୍ଦ ଦାୟକ ।୧ କଣ୍ଠେ କଉସ୍ତୁଭ କଟିରେ କିଙ୍କିଣି ନାକେ ନୋଥ ଜକ ଜକ , କିରିଟିରେ କେକି ପୁଚ୍ଛ ଗୁଚ୍ଛ ଗୁନ୍ଥା ଲଲାଟେ ଚନ୍ଦନ ତିଳକ ।୨ କୁଣ୍ଡଳ କର୍ଣ୍ଣରେ ଦିଶେ ଝକମକ ଖେଦ…

ବିଜ୍ଞାନ ଖେଳ: ମହମବତୀ ଲିଭିବ, ପାଣି ଉଠିବ

ଗିନାରେ ଥିବା ପାଣି ମଝିରେ ଜଳୁଥିବା ମହମବତୀ ଲିଭିବା ମାତ୍ରେ ଗ୍ଲାସ୍ ଭିତରେ ପାଣି ଆପେ ଆପେ ଉପରକୁ ଉଠିବ । ମ୍ୟାଜିକ୍ .... । ଏମିତି କାହିଁକି ହେଉଛି ତାହା ତ ବୁଝିବା ତେବେ ତାଆଗରୁ ବିଜ୍ଞାନର ମଜା ଦେଖିବା । ଏହି ପରୀକ୍ଷା ଲାଗି ଦରକାର ଗୋଟିଏ ମହମବତୀ, ଡିଆସିଲ, କାଚ ଗ୍ଲାସ୍ ଆଉ ଗୋଟିଏ…

କପିଲଙ୍କ ସୋ’ରୁ ବିଦା ହେଲେ ଭାରତୀ ସିଂ, କେତେ ସତ ?

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ କମେଡି କ୍ୱିନ୍ ଭାରତୀ ଓ ହର୍ଷ ଲିମ୍ବାଚିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଖାସ କରି ଭାରତୀଙ୍କ ପାଇଁ ପ୍ରତିଦିନ ନୂଆନୂଆ ଅଡୁଆ ସାମ୍ନାକୁ ଆସୁଛି । ଶୁଣିବାକୁ ମିଳିଛି ଗିରଫଦାରୀ ପରେ କୁଆଡେ ଭାରତୀଙ୍କ ହାତରୁ ଏକାଧିକ ପ୍ରୋଜେକ୍ଟ ହାତଛଡା ହୋଇଛି…

ଆମେରିକା: ବାଇଡେନ୍‌ଙ୍କ ଦଳରେ ସାମିଲ୍‌ ହୋଇପାରନ୍ତି ଆଉ ଜଣେ ଭାରତୀୟ-ଆମେରିକୀୟ ନୀରା ଟଣ୍ଡନ!

ୱାଶିଂଟନ୍: ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କ ଦଳରେ ଆଉ ଜଣେ ଭାରତୀୟ-ଆମେରିକୀୟଙ୍କୁ ସାମିଲ୍‌ କରାଇପାରନ୍ତି। ଭାରତୀୟ-ଆମେରିକୀୟ ନୀରା ଟଣ୍ଡନଙ୍କୁ ହ୍ୱାଇଟ୍‌ ହାଉସର ଶୀର୍ଷ କାର୍ଯ୍ୟାଳୟର 'ପରିଚାଳନା ଏବଂ ବଜେଟ କାର୍ଯ୍ୟାଳୟ'ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

ଆସନ୍ତୁ ଜାଣିବା କିଏ କହିଲେ କୋହଲିଙ୍କ ରଣକୌଶଳ ବୁଝିପାରୁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକ ଦକ୍ଷତା ଓ ରଣକୌଶଳ ନେଇ ପ୍ରଶ୍ନ ଉଠାଇଛନ୍ତି । ମୋ ମତରେ ଖରାପ କ୍ୟାପଟେନଶିପ ଯୋଗୁ ଆମେ ହାରିଲୁ । ଯଶପ୍ରୀତ ବୁମରାଙ୍କ ଭଳି ବୋଲରଙ୍କୁ ପ୍ରଥମରୁ ମାତ୍ର ୨ ଓଭର…

କେବେ ନିର୍ମିତ ହୋଇନି, ହେଲେ ଫିଲ୍ମର ପୋଷ୍ଟର ସେୟାର କଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମହାନ ଅଭିନେତା ତଥା ବ୍ୟକ୍ତିତ୍ୱ । ଏହି ଉକ୍ତିକୁ ଭବିଷ୍ୟତରେ କେବେ ବି ଅଣଦେଖା କରାଯାଇପାରେନା । କ୍ୟାରିୟର ଆରମ୍ଭରୁ ସେ ସଫଳତାର ସହ ଆଗେଇ ଚାଲିଛନ୍ତି । ହେଲେ ଆଜି ଅତୀତରେ ଅନ୍ୟ କାହାର ବିଫଳତାକୁ ସେ ଏକ ଫଟୋ…

ଜଳ ଅଭାବ ହେତୁ ବିଶ୍ୱ‌ବ୍ୟାପୀ ୩ ​​ବିଲିୟନରୁ ଅଧିକ ଲୋକ ପ୍ରଭାବିତ; ୟୁଏନ୍‌ ରିପୋର୍ଟ

ନୂଆଦିଲ୍ଲୀ: ଜଳ ଅଭାବ ବର୍ତ୍ତମାନ ବିଶ୍ୱ‌ବ୍ୟାପୀ ୩ ​​ବିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ଏବଂ ଗତ ଦୁଇ ଦଶନ୍ଧି ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଉଥିବା ମଧୁର ଜଳର ପରିମାଣ ୨୦ ପ୍ରତିଶତ ହ୍ରାସ ପାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ପ୍ରକାଶିତ…

କରୋନା ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟରତ ୩ ଦଳ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କୋଭିଡ-୧୯ ଟୀକା ବିକାଶ ଓ ଉତ୍ପାଦନ ଦିଗରେ କାର୍ଯ୍ୟ କରୁଥିବା ତିନୋଟି ଦଳ ସହିତ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ଦଳଗୁଡ଼ିକ ମଧ୍ୟରେ ରହିଛି ପୁଣେସ୍ଥିତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ, ହାଇଦ୍ରାବାଦର ବାୟୋଲୋଜିକାଲ ଇ ଲିମିଟେଡ ଏବଂ ଡ. ରେଡ୍ଡୀଜ୍…