କରୋନା ଆତଙ୍କ: ସ୍ଥଗିତ ରହିଲା ୨୮ ମାର୍ଚ୍ଚରେ ହେବାକୁ ଥିବା ରାଜ୍ୟ ବାର୍ ଆସୋସିଏସନ ନିର୍ବାଚନ
କଟକ: ରାଜ୍ୟ ଆଇନଜୀବୀ ପରିଷଦର ଅନ୍ତଭୃକ୍ତ ହୋଇଥିବା ରାଜ୍ୟର ସମସ୍ତ ବାର ଆସୋସିଏସନ ଗୁଡ଼ିକର ନିର୍ବାଚନ ଆସନ୍ତା ୨୮ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିଲା, କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ବାଚନ ତାରିଖକୁ ସ୍ଥଗିତ ରଖାଯାଇଛି ।
ଏସମ୍ପର୍କରେ ରାଜ୍ୟ ଆଇନଜୀବୀ ପରିଷଦ…