ବିଦେଶରୁ ଫେରିଥିବା ସର୍ବାଧିକ ଲୋକ ଖୋର୍ଦ୍ଧା ଆସିଛନ୍ତିି : ସୁବ୍ରତ ବାଗଚୀ
ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କରୋନାଭାଇରସକୁ ନେଇ ତାଜା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନାଭାଇରସ ଗତକାଲି(ମଙ୍ଗଳବାର) ସୁଦ୍ଧା ୧୬୨ଟି ଦେଶକୁ…