କେଉଁ ଜଳବାୟୁରେ ଅଧିକ ସକ୍ରିୟ ରହୁଛି କରୋନା ଭୂତାଣୁ, ଜାଣନ୍ତୁ
ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସ ପ୍ରଭାବରେ ସାରା ବିଶ୍ୱ ଛଟପଟ । ଏଯାଏଁ ଏହାର କୌଣସି ପ୍ରତିକାର ବାହାରି ନଥିଲେ ମଧ୍ୟ ନିଜସ୍ୱ ସତର୍କତା ହିଁ ଏଥୁରୁ ମୁକ୍ତି ପାଇବାର ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି ।
ତେବେ ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛନ୍ତି ଯେ, କରୋନାଭାଇରସ୍…