Latest Odisha News

BREAKING NEWS

Yearly Archives

2020

କରୋନାଭାଇରସ ସମ୍ପର୍କୀତ ଗୁଜବ ପ୍ରଚାର କରି ନିଲମ୍ବିତ ହେଲେ ଶିକ୍ଷକ

ଭବାନୀପାଟଣା: କରୋନାଭାଇରସ୍ (କୋଭିଡ-୧୯) ବିସ୍ତାର ସମ୍ପର୍କରେ ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ । ସମ୍ପୃକ୍ତ ଶିକ୍ଷକଙ୍କ ନାମ ବୁନ୍ଦୁ ମହାନନ୍ଦ ବୋଲି ଜଣାପଡିଛି । ଯିଏକି…

ଓଡିଶାରେ କରୋନା ସତର୍କତା; ଆହାର କେନ୍ଦ୍ର ଲାଗି ଗାଇଡଲାଇନ ଜାରି

ଭୁବନେଶ୍ୱର: ରାଜ୍ୟରେ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହେବାପରେ ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡିଶାର ସମସ୍ତ ଆହର କେନ୍ଦ୍ରଗୁଡିକକ ଲାଗି ମଧ୍ୟ ଗାଇଡଲାଇନ ଜାରି…

ଭାରତରେ କରୋନା ନେଲା ତୃତୀୟ ଜୀବନ

ମୁମ୍ବାଇ: ସାରା ବିଶ୍ୱ ସମେତ ଭାରତରେ ମଧ୍ୟ ନିଜ କାୟା ବିସ୍ତାର କରୁଛି କରୋନା ଭାଇରସ । ଏହି ମାରାତ୍ମକ ଭୂତାଣୁ ମଙ୍ଗଳବାର ଦିନ ଭାରତ ଆଉ ଏକ ଜୀବନ ନେଇଛି । ଏହାକୁ ମିଶାଇ କରୋନା ପ୍ରଭାବରେ ଭାରତରେ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଲା। କରୋନାରେ ଆକ୍ରାନ୍ତ ହୋଇ ମହାରାଷ୍ଟ୍ରର କସ୍ତୁରିବା…

କରୋନାଭାଇରସ ଭୟ: ମାର୍ଚ୍ଚ ୩୧ ଯାଏଁ ତାଜମହଲ ସମେତ କେଉଁସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ, ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳୀକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯାଉଛି । ସାରା ଦେଶରେ କରୋନାଭାଇରସ ବ୍ୟାପୁଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୨୫ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଜମ୍ମୁ-କାଶ୍ମୀର, କେରଳ, ଲଦାଖ ଏବଂ…

କରୋନାଭାଇରସ: ପ୍ରଥମ ଭ୍ୟାକସିନ ବାହାର କଲା ଆମେରିକା !

ୱାସିଂଟନ: କରୋନାଭାଇରସର ଆତଙ୍କରେ ସାରା ବିଶ୍ୱ ଚିନ୍ତିତ ହୋଇପଡିଥିବା ବେଳେ ଏହାର ଚିକିତ୍ସା ଲାଗି ଭ୍ୟାକସିନ ବାହାର କରିଥିବା ଦାବି କରିଛି ଆମେରିକା । ଆମେରିକା ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥର ବୈଜ୍ଞାନିକମାନେ ଏହା ବାହାର କରିଥିବା ନେଇ କୁହାଯାଉଥିବା ବେଳେ ଏହି ଭ୍ୟାକସିନ୍…

ମାର୍ଚ୍ଚ ୩୧ ନୁହେଁ, ଏବେ ଏପ୍ରିଲ୍ ୧୫ ଯାଏଁ ବଢିଲା କଟକଣା; ଜାଣନ୍ତୁ

ଭୁବନେଶ୍ୱର: ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ଏହାର ମୁକାବିଲା ଲାଗି ଅଧିକ ତତପର ହୋଇପଡିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଏବେ କଟକଣା ଅବଧିକୁ ଏପ୍ରିଲ୍ ୧୫ ଯାଏଁ ବଢାଇଦିଆଯାଇଛି । ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଠାରୁ ଆରମ୍ଭ କରି ମଲ୍ ଓ ସିନେମା ହଲ୍…

କରୋନା ପାଇଁ ମାସ୍କ ତିଆରି କରିବାକୁ ଆଗେଇ ଆସିଲେ ମହିଳା ଗୋଷ୍ଠୀ

କଟକ: କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଛି । ତେବେ କଫ, ଥଣ୍ଡା ତଥା କରୋନା ସଂକ୍ରମିତ ବ୍ୟକ୍ତି ବିଶେଷଙ୍କୁ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦିଆଯାଉଛି । ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ ବଜାରରେ ମାସ୍କର ଅଭାବ ଏବଂ କେତେକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୭-୩-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା ୧୭ ରିଖ  ମଙ୍ଗଳବାର  ମୀନ ୪ ଦିନ ଚୈତ୍ର ମାସ କୃଷ୍ଣ ପକ୍ଷ  ନବମୀ   ତିଥି  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  ଘାତ ବାର-:  ମକର  ରାଶିର ଘାତ ଚନ୍ଦ୍ର: ତୁଳା ଓ କୁମ୍ଭ ରାଶିର ପୁରୁଷ ଓ…

ଖାତା ମୂଲ୍ୟାଙ୍କନରେ କରୋନା ସୁରକ୍ଷା ଗାଇଡଲାଇନ ପାଳନ କରିବ ଓଡିଶା ମାଟ୍ରିକ ବୋର୍ଡ

ଭୁବନେଶ୍ୱର: ଓଡିଶାରେ କରୋନାଭାଇରସକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ଗାଇଡଲାଇନ ଅନୁଯାୟୀ ମାଟ୍ରିକ ପରୀକ୍ଷା ଖାତାର ମୂଲ୍ୟାଙ୍କନ କରାଯିବ । ସୋମବାର ଦିନ ଭିଡିଓ କଂଫ୍ରେନ୍ସିଂ ଜରିଆରେ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଅଧ୍ୟକ୍ଷ ରାମାଶିଶ ହାଜରା କହିଛନ୍ତି…