ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ସୁଜିତ କୁମାର କୋଟିପତି ପ୍ରାର୍ଥୀ
ଭୁବନେଶ୍ୱର: ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ସମ୍ପତ୍ତି ତାଲିକାରେ ସୁଜିତ କୁମାର ସବୁଠୁ ଧନୀ ଥିବା ଜଣାପଡିଛି । ସେ ବିଜେଡିର କୋଟିପତି ରାଜ୍ୟସଭା ପ୍ରାର୍ଥୀ ଅଟନ୍ତି । ତାଙ୍କ ସମ୍ପତ୍ତି ଏକ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି । ସେହିପରି ତାଙ୍କ…