Latest Odisha News

BREAKING NEWS

Yearly Archives

2020

ଦୋଳ ପୂର୍ଣ୍ଣିମା: ରତ୍ନ ସିଂହାସନରେ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀଜୀଉମାନେ ଆଜି ରତ୍ନସିଂହାସନରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ନିତିନିର୍ଘଣ୍ଟ: ଆଜି ରାତି ୩ଟାରେ ଦ୍ବାରଫିଟା ହେବା ପରେ ପରେ…

ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ହର୍ବାଲ ହୋଲି ପାଳିତ

ଭୁବନେଶ୍ୱର: ହୋଲିରେ ରାସାୟନିକ ରଙ୍ଗ ଖେଳ ଯୋଗୁଁ ଶରୀର ଉପରେ ପଡୁଥିବା କୁପ୍ରଭାବକୁ ନେଇ ଏବେ ଲୋକେ ସଚେତନ ହେଲେଣି । ସେଥିପାଇଁ ଆଜିକାଲି ହର୍ବାଲ ହୋଲି ଖେଳିବାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ…

ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରହିବା ପ୍ରସଙ୍ଗ, ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଟଙ୍କା ଜମା ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକି । ସବୁ ସରକାରଙ୍କ ଜାଣତରେ ହୋଇଛି । ୨୦୧୫ରେ ଏଜି ଜଣାଇଥିଲେ…

ହୋଲିରେ କିପରି ନେବେ କେଶର ଯତ୍ନ, ଜାଣନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ଉଭୟ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ । ଜାଣନ୍ତୁ ହୋଲି ରଙ୍ଗରୁ କିପରି…

ରାଜ୍ୟସଭା ରେସ୍‌: ବିଜେପି ପ୍ରାର୍ଥୀ ଦେବା ନେଇ ସସ୍‌ପେନ୍ସ ଜାରି

ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡି ୪ ଜଣଙ୍କ ନାଁ ଘୋଷଣା କରିବା ପରେ ଏବେ ନଜର ବିଜେପି ଉପରେ । ତେବେ ବିଜେପି ପ୍ରାର୍ଥୀ ଘୋଷଣା କରିବ କି ନାହିଁ ସେ ନେଇ ସସ୍‌ପେନ୍ସ ଜାରି ରହିଛି । ଆଜି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପ୍ରାର୍ଥୀ ଦେବା ନଦେବା ନେଇ…

ଆସନ୍ତାକାଲି ୧୪ଟି ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତାକାଲି ତଥା ହୋଲି ଉତ୍ସବରେ ଓଡିଶାର ୧୪ ଟି ଜିଲ୍ଲାରେ ବର୍ଷା ହେବାନେଇ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରର ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଧିକାରୀ ମଦନ ମୋହନ ଦାସ କହିଛନ୍ତି ଯେ…

ହୋଲିରେ ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ତେବେ ଏହା ପୂର୍ବରୁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଭାରତରେ କରୋନା ଭାଇରସ ଭୟ ଲାଗି ରହିଥିବାରୁ ଓଡ଼ିଶାରେ ସଚେତନତା ପାଇଁ ହୋଲି ଖେଳକୁ ନେଇ ପରାମର୍ଶ ଜାରି କରିଛନ୍ତି । ମୁହଁରେ ରଙ୍ଗ ବୋଳିବାକୁ ସେ ମନା କରିଛନ୍ତି । ଏଥିସହ…

ରାଜଧାନୀରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା : ପିଙ୍କ ପାର୍କିଂ

ଭୁବନେଶ୍ବର: ସବୁ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉକ୍ତିକୁ ଅନେକ ସ୍ଥାନରେ ନିଷ୍ଠାର ସହ ପାଳନ କରାଯାଉଛି । ପାର୍କିଂ ସ୍ଥଳୀରେ ମଧ୍ୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି ଭୁବନେଶ୍ବର ଉତ୍କଳ କନିକା…

କରୋନା ଭୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ । ଆସନ୍ତା ମାର୍ଚ୍ଚ ୧୭ରେ ମୋଦୀ ବାଂଲାଦେଶ ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ମାରାତ୍ମକ ଭୂତାଣୁ କରୋନା ଲାଗି ଏହି ଗସ୍ତକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସେଠାରେ ୩ ଜଣ…

ଆଇସିସି ମହିଳା ଟି୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ପୁନମ

ମେଲବୋର୍ଣ୍ଣ:ଆଇସିସି ସୋମବାର ମହିଳାଟି୨୦ ବିଶ୍ୱକପର ପ୍ରଦର୍ଶନ ବିଚାରକୁ ନେଇ ଶ୍ରେଷ୍ଠ ଏକାଦଶ ବାଛିଛି । ଏଥିରେ ଭାରତର ପୁନମ ଯାଦବ ୧୧ତମ ଓ ଶେଫାଳୀ ବର୍ମା ଦ୍ୱାଦଶତମ ଖେଳାଳୀ ଭାବେ ଟିମ୍‌ରେ ରହିଛନ୍ତି । ଅଷ୍ଟ୍ରେଲିଆର ୫ ଓ ଇଂଲଣ୍ଡର ୪ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି । ଇଆନ ବିଶପ,…