Latest Odisha News

BREAKING NEWS

Yearly Archives

2020

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରେ ପହଞ୍ଚିଲା…

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଏବେ ଭାରତରେ ମଧ୍ୟ ଦୃତ ଭାବରେ ବ୍ୟାପିବାରେ ଲାଗିଛି । ରବିବାର କେରଳରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରେ ଥିଲା । ମାତ୍ର ସୋମବାର ଦିନ ଏହା ବୃଦ୍ଧି ପାଇ ୪୩ ରେ ପହଁଞ୍ଚିଛି ।…

ଆସନ୍ତୁ ଜାଣିବା ଜ୍ୟାକି ତାଙ୍କ ପୁଅ ନାମ କାହିଁକି ଟାଇଗର ରଖିଲେ

ମୁମ୍ବାଇ: ନିକଟରେ ବାଗୀ-୩ ଫିଲ୍ମ ରଲିଜ ହେବା ସହ ଆଭରେଜ ଧରଣର ବ୍ୟବସାୟ ଜାରି ରଖିଛି । ଏହି ଫିଲ୍ମରେ ବାପା ଜ୍ୟାକି ଶ୍ରଫ ଓ ପୁଅ ଟାଇଗର ପ୍ରଥମ ଥର ପାଇଁ ଏକତ୍ର କାମ କରୁଛନ୍ତି । ପରିବାର ସଦସ୍ୟଙ୍କ ସହ ସ୍କ୍ରିନ ଶେୟାର କରିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ଜ୍ୟାକି କହିଛନ୍ତି । ଏହି…

କରୋନା ପ୍ରଭାବ: ଶସ୍ତା ହେଉଛି ଚିକେନ୍ ଦର !

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସର ପ୍ରଭାବରେ ସାରା ବିଶ୍ୱ ଆତଙ୍କିତ । ଲୋକ ଆତଙ୍କିତ ଥିବା ବେଳେ ଏହାକୁ ନେଇ ଗୁଜବ ମଧ୍ୟ ବଢିଚାଲିଛି । କରେନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟପୁଥିବା ନେଇ ଗୁଜବ ପ୍ରଚାରିତ ହେବାପରେ କୁକୁଡ଼ା ମାଂସ ବିକ୍ରି ଆଶାତୀତ ଭାବେ କମିବାରେ ଲାଗିଛି । ଏହାର…

ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ଦେହାନ୍ତ

ବୌଦ୍ଧ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଡ୍ରାଇଭର ତଥା ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କର ସୋମବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିବାବେଳେ ସେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ପ୍ରାପ୍ତ ସୂଚନାନୁଯାୟୀ ଶ୍ରୀ…

ଆନନ୍ଦ ଉଲ୍ଲାସର ପର୍ବ ‘ଦୋଳ ପୂର୍ଣ୍ଣିମା’; ଜାଣନ୍ତୁ, କିଭଳି ହୁଏ ପାଳିତ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ‘ଦୋଳ ପୂର୍ଣ୍ଣିମା’ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହା ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଦୋଳ ପୂର୍ଣ୍ଣିମା- ଏହି ଅବସରରେ ଭଗବାନ…

କରୋନା ଭାଇରସ ଆତଙ୍କ; କେରଳରେ ୩ ବର୍ଷୀୟ ଶିଶୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ କେରଳରେ ୩ ବର୍ଷୀୟ ଶିଶୁକୁ ଚିହ୍ନଟ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଶିଶୁ ଓ ପିତାମାତା ନିକଟ ଅତୀତରେ ଇଟାଲି ଯାଇଥିବା ବେଳେ…

ପୁରୀରେ ଯୁବକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲାସ୍ଥିତ କଞ୍ଜିଆ ଛକ ନିକଟରେ ସୋମବାର ଦିନ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯାହାକୁ ନେଇ ଉତ୍ତେଜିତ ବାସିନ୍ଦାମାନେ ରାସ୍ତା ଅବରୋଧ କରିଛନ୍ତି । ମୃତ ଯୁବକଙ୍କ ନାମ ପୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୁରେନ୍ଦ୍ର ନୟାଗଡର ବାସିନ୍ଦା…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମୃତ, ୪ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଗୁଣ୍ଠବନ୍ଧା ଗ୍ରାମରେ କିଛି ବ୍ୟକ୍ତି ଚାଷ ଜମିକୁ ଯାଇଥିବା ବେଳେ ଦୁର୍ଭାଗ୍ୟବଶତଃ ସେମାନେ ବିଦ୍ୟୁତ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୯-୩-୨୦୨୦ ସୋମବାର ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ   ତା ୯ ରିଖ  ସୋମବାର କୁମ୍ଭ ୨୬ ଦିନ  ଫାଲଗୁନ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି    ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର      ଘାତ ବାର-:  ମିଥୁନ   ରାଶିର ଘାତ ଚନ୍ଦ୍ର: କର୍କଟ ଓ ମକର ରାଶି  ପୁରୁଷଙ୍କର…

ଫଗୁଦଶମୀରୁ ଦୋଳପୂର୍ଣ୍ଣିମା; ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଦୋଳଯାତ୍ରା…

ଶ୍ରୀମନ୍ଦିରରେ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରାରୁ ଅନ୍ୟତମ ଦୋଳଯାତ୍ରା ସାତଦିନ ଧରି ପାଳିତ ହୁଏ। ପୂର୍ଣ୍ଣିମାର ପାଞ୍ଚଦିନ ପୂର୍ବରୁ ଏହି ଯାତ୍ରା ଆରମ୍ଭ ହୋଇ ପୂର୍ଣ୍ଣିମାର ପରଦିନ (ପ୍ରତିପଦ) ଶେଷ ହୁଏ। ଦଶମୀଠାରୁ ଚତୁର୍ଦ୍ଦଶୀ ମଧ୍ୟରେ ତିଥିକ୍ଷୟ ଥିଲେ ଫାଲଗୁନ ଶୁକ୍ଳ ନବମୀଠାରୁ ପାଳନ କରାଯାଏ।…