Latest Odisha News

BREAKING NEWS

Yearly Archives

2020

ଅଣ୍ଟା ବିନ୍ଧା ହେଉଛି କି? ଜାଣନ୍ତୁ କ’ଣ କରିବେ

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଅନେକ ରୋଗ ମଣିଷକୁ ଆକ୍ରାନ୍ତ କରୁଛି। ଦୀର୍ଘ ସମୟ ଧରି ଅଫିସରେ ବସି ରହିବା ହେଉ କି ଅଧିକ ସମୟ ବାଇକ୍‌ ଚଲାଇବା ଅଥବା ମେଦ ବହୁଳତା ପାଇଁ ମଧ୍ୟ ଅଣ୍ଟା ଓ କାନ୍ଧ ବିନ୍ଧିବା ଏବେ ଲୋକଙ୍କର ଯେପରି ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। କଷ୍ଟ କମ୍‌ ପାଇଁ…

ରାଜା ହେବ ତ ଏମିତି, ପ୍ରତିବର୍ଷ ନୂତନ ପତ୍ନୀ

ଲୋମ୍ବାମ୍ବା: ଆଗକାଳରେ ଯୁଗରେ ରାଜାମାନେ ରାଜକୀୟ ଜୀବନ କାଟୁଥିଲେ । ସେ ସମୟରେ ସେମାନେ ଏକାଧିକ ପତ୍ନୀଙ୍କ ସହ ରହୁଥିଲେ । ତେବେ ଆଜିକାଲି ଯୁଗରେ ମଧ୍ୟ ଏ ଭଳି ଜୀବନ ବିତାଉଛନ୍ତି ସ୍ୱାଜିଲାଣ୍ଡ ରାଜା ମାସ୍ୱାତି ୩ । ବର୍ତମାନ ସୁଦ୍ଧା ତାଙ୍କର ୧୫ ପତ୍ନୀ ଅଛନ୍ତି । ଜଣେ ମୃତ୍ୟୁବରଣ…

ଆନ୍ଦୋଳନରତ କୃଷକଙ୍କୁ ଗୃହମନ୍ତ୍ରୀଙ୍କ ବାର୍ତ୍ତା, କେନ୍ଦ୍ର ସରକାର ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକଙ୍କୁ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କହିଛନ୍ତି, ଚାଷୀଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । କେନ୍ଦ୍ର ସରକାର ଚାଷୀଙ୍କ ପ୍ରତ୍ୟେକ ସମସ୍ୟା ଓ ଦାବି ଉପରେ ବିଚାର କରିବାକୁ…

ମୋଦିଙ୍କ ମିଶନ ଭ୍ୟାକସିନ୍: ଦେଶର ୩ଟି ଲ୍ୟାବରେ ଟିକା ଉତ୍ପାଦନର କଲେ ସମୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ବ ଟିକା ପ୍ରସ୍ତୁତିରେ ଲାଗିଛି । ଅନେକ ଟିକା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ବି ଟିକା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ତିନିଟି ଲ୍ୟାବରେ ଟିକା ଉତ୍ପାଦନର ସମୀକ୍ଷା…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମଡ଼ ଟୁ ବି ୟୁନିଭରସିଟି ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ ହସ୍ପିଟାଲ ସହିତ ହାଇଦ୍ରାବାଦ ସ୍ଥିତ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ସୋଆର…

ଆଇଏସଏଲ: ରବିବାର ଜାମସେଦପୁରକୁ ଭେଟିବ ଓଡିଶା, ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ ଜରୁରୀ : ବାକ୍ସଟର

ଭୁବନେଶ୍ୱର: ରବିବାର ଚଳିତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ ଓଡିଶା ଏଫସି ତାର ଦ୍ୱିତୀୟ ମୁକାବିଲାରେ ଜାମେସେଦପୁର ଏଫସିକୁ ଭେଟିବ । ଉଭୟ ଦଳ ସେମାନଙ୍କ ପ୍ରଥମ ଗେମ ହାରିଥିବାରୁ ଏହି ମ୍ୟାଚରେ ବିଜୟ ହେବାକୁ ନିଶ୍ଚିତ ଭାବେ ଚାହିଁବେ । ଓଡିଶାର ମୂଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଦଳକୁ ସବୁ…

ବିବେକଙ୍କ ସହ ଅଭିନୟ କରିବେ ଅର୍ବାଜ, ରାଜି ହେବେ ତ ସଲମାନ୍ ?

ମୁମ୍ବାଇ: ଆଗକୁ ଆସୁଛି ବିବେକ ଓବରେୟଙ୍କ ବଲିଉଡ ମୁଭି ରୋଜି - ଦ ସାଫ୍ରୋନ୍ ଚ୍ୟାପ୍ଟର । ଏହି ଫିଲ୍ମ ଜରିଆରେ ଟିଭି ଅଭିନେତ୍ରୀ ସ୍ୱେତା ତିୱାରୀଙ୍କ ଲାଡ୍‌ଲି ପଲକ ବଲିଉଡରେ ଡେବ୍ୟୁ କରୁଛନ୍ତି । ତେବେ ଏହି ଫିଲ୍ମଟି ବଲିଉଡରେ ପଲକଙ୍କ ଡେବ୍ୟୁ କରିବା ନେଇ ଚର୍ଚ୍ଚାରେ ନାହିଁ । ବରଂ ଏଥିରେ…

ଓଡ଼ିଶାରୁ ଆଉ ୮୦୨ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ମୋଟ ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୫୪୯କୁ ବୃଦ୍ଧି ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ…

୭୫% କର୍ମଚାରୀରେ ଟ୍ବିନସିଟିରେ ଚାଲିବ ଅଫିସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱର ଏବଂ କଟକରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅଧସ୍ତନ ଅଫିସରେ ୭୫% କର୍ମଚାରୀରେ ଚାଲିବ ବୋଲି ଶନିବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ ପବ୍ଲିକ ଗ୍ରିଭାନ୍ସ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ,…

ଭାରତର କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମକୁ ଓସ୍କାର ଏଂଟ୍ରି

ମୁମ୍ବାଇ: ଲେଖକ ଓ ନିର୍ଦ୍ଦେଶକ କୀଥ ଗୋମ୍ସଙ୍କ ଶେମଲେସ ଫିଲ୍ମ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହା ଲାଇଭ ଆକ୍ସନ ଶର୍ଟ ଫିଲ୍ମ କାଟାଗୋରିରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ । କୀଥ ଫିଲ୍ମର କଳାକାରଙ୍କୁ ଏଥିନେଇ ଧନ୍ୟବାଦ ଦେବା ସହ ବ୍ୟକ୍ତିଗତ ଭାବେ ବହୁତ ଖୁସି ଅଛନ୍ତି ବୋଲି…