Latest Odisha News
Yearly Archives

2020

ଚାଷୀଙ୍କ ବିରୋଧରେ ଏତଲାକୁ ରାହୁଲଙ୍କ ନିନ୍ଦା, କହିଲେ ଆମ ପାଇଁ ଜୟ କିଷାନ ଥିଲେ ରହିବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଅଣାଯାଇଥିବା କୃଷି ଆଇନକୁ ବିରୋଧ କରି କୃଷକ ଏବେ ପ୍ରଦର୍ଶନ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ହରିୟାଣାରେ କୃଷକଙ୍କୁ ଅଟକାଇବା ପାଇଁ ଉଦ୍ୟମ କରାଯାଇଥିଲା । ଅନେକ କୃଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାକୁ ନେଇ କଂଗ୍ରେସ ନେତା…

ବିବାହରେ ମିଳିଲା ଏକେ-୪୭ ଉପହାର !

ଭୁବନେଶ୍ୱର: ଏମିତି ଏକ ବିବାହ, ଯେଉଁଠି ଉପହାର ସ୍ୱରୂପ ମିଳୁଛି ଘାତକ ହତିଆର । ମିଳିବନି ବା କେମିତି ? ଯେତେହେଲେ ବି ପାକିସ୍ତାନ ଦେଶ । ଏଠି ଗୁଳିଗୋଳା ସହ ଖେଳିବା ଛୋଟ ପିଲାଙ୍କ କାମ ଓ ଆତଙ୍କବାଦ ଏଠି ଧର୍ମ । ଏମିତିରେ ଜଣେ ବ୍ୟକ୍ତିଙ୍କ ବିବାହରେ ଉପହାର ସ୍ୱରୂପ ବନ୍ଧୁକ ମିଳିବା କିଛି…

ପ୍ରଥମ ଦିନିକିଆ ହାରିବା ପରେ ଭାରତକୁ ଆଉ ଏକ ଝଟକା, କଟିଲା ମ୍ୟାଚ୍ ଫି

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା । ଭାରତୀୟ କ୍ରିକେଟ୍ ଟିମକୁ ଜରିମାନା ଲଗାଇଛି ଆଇସିସି। ସିଡନୀ ଦିନିକିଆରେ ମନ୍ଥର ବୋଲିଂ ପାଇଁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍ ଫି‘ର ୨୦ ପ୍ରତିଶତ ଜରିମାନା ଲାଗାଯାଇଛି । ପ୍ରଥମ…

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା; ତଦନ୍ତ ଲାଗି ଏସଆଇଟିର ୫ ଜଣିଆ ଟିମ୍ ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ନାବାଳିକା ହତ୍ୟା ଘଟଣାର ତଦନ୍ତ ଲାଗି ଶନିବାର ଦିନ ଓଡିଶା ସରକାର ଏକ ୫ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଆଇଜି ଅରୁଣ ବୋଥ୍ରା ନେତୃତ୍ୱ ନେଉଥିବା ଏହି ଟିମରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଆର.କେ ଦୋରା, ଏଏସପି ଆରସି…

[ଭିଡିଓ] ଚୋରି କରି ଚମ୍ପଟ୍ ମାରୁଥିଲେ ଚୋର, ଆଉ ତା ପରେ…

ମାଧବରମ୍‌: ଚେନ୍ନାଇରୁ ଭାଇରାଲ୍ ହୋଇଛି ଏହି ଭିଡିଓ । ଚୋରି କରି ଚମ୍ପଟ୍ ମାରିଥିଲେ ଦୁଇଜଣ ଚୋର । ହେଲେ ଅନ୍ ଦ ସ୍ପଟ୍ ଜଣେ ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ହାତରେ ଧରାପଡିଥିଲେ । ଦୁଇଜଣ ଚୋର ବାଇକରେ ପଳାଉଥିବାବେଳେ ତାଙ୍କୁ ମାଡିବସିଥିଲେ ଏକାକି ପୋଲିସକର୍ମୀ । ସୋସିଆଲ୍ ମିଡିଆରେ ଏହି…

[ଭିଡିଓ] ୯୫ ଲକ୍ଷ ଟଙ୍କାର ମଦ ନଷ୍ଟ କଲେ ମହିଳା

ଭୁବନେଶ୍ୱର: କଥାରେ ଅଛି କ୍ରୋଧ ମଣିଷକୁ ପାଗଳ କରିଦିଏ । ଏହି କଥାକୁ ବ୍ରିଟେନ୍‌ର ଜଣେ ମହିଳା ସତ ପ୍ରମାଣିତ କରିଛନ୍ତି । ମହିଳା ଜଣକ କ୍ରୋଧ ଜର୍ଜରିତ ହୋଇ ନିଜ ଉପରେ ନିୟନ୍ତ୍ରଣ ହରାଇ ୯୫ ଲକ୍ଷ ଟଙ୍କା ମୂଲ୍ୟର ମଦ ନଷ୍ଟ କରିଥିଲେ । ଏକ ସୁପର୍ ମାର୍କେଟରେ ମହିଳା ଜଣକ ୫୦୦ରୁ ଅଧିକ ମଦ ବୋତଲ…

୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୩ ପଜିଟିଭ, ୪୬ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୪୩ ନୂଆ ପଜିଟିଭ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ସଙ୍ଗରୋଧରୁ ୯ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

ପରମାଣୁ ବୈଜ୍ଞାନିକ ଫକୀରଜାଦେହଙ୍କ ହତ୍ୟା ପରେ ଇସ୍ରାଏଲ-ଇରାନ ମୁହାଁମୁହିଁ

ତେହେରାନ: ପରମାଣୁ ବୈଜ୍ଞାନିକ ମୋହସୀନ ଫକୀରଜାଦେହଙ୍କ ହତ୍ୟା ପରେ ଇରାନ ଓ ଇସ୍ରାଏଲ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପୃକ୍ତ ଘଟଣା ପାଇଁ ଇରାନ ସିଧାସଳଖ ଇସ୍ରାଏଲକୁ ଦାୟୀ କରିଛି । ଇରାନ ରାଷ୍ଟ୍ରପତି ହସନ ରୁହାନୀ ବୈଜ୍ଞାନିକଙ୍କ ହତ୍ୟାର ପ୍ରତିଶୋଧ ନିଆଯିବ ବୋଲି…

ମୁଣ୍ଡରୁ ଦୋଷ ଛଡାଉଛି ଚୀନ, ଏବେ କହିଲା ଭାରତରୁ କରୋନା ବ୍ୟାପିଛି

ବେଜିଂ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱରେ ସମାଲୋଚିତ ହେଉଥିବା ଚୀନ ଏବେ ମୁଣ୍ଡରୁ ଦୋଷ ଛଡାଇବା ଆରମ୍ଭ କରିଛି । ଆମେରିକା ପରେ ଏବେ କରୋନା ଭାରତରୁ ବ୍ୟାପିଛି ବୋଲି ଡ୍ରାଗନ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛି । ଭାରତର ଖରାପ ପରିବେଶ ଏବଂ ସ୍ୱାସ୍ଥ୍ୟ ଯୋଗୁ କରୋନା ଭୂତାଣୁ ଏଠାରେ ପ୍ରଥମେ…

କଟକରୁ ନକଲି ମସଲା ୟୁନିଟ୍ ଠାବ

କଟକ: କଟକରେ ଶନିବାର ଦିନ କମିଶନରେଟ ପୋଲିସ ପକ୍ଷରୁ ଏକ ନକଲି ମସଲା ତିଆରି ୟୁନିଟକୁ ଠାବ କରାଯାଇଛି। ଏଥିସହିତ ମାଲିକ ଅଟକ ରହିଛନ୍ତି। ଚାଉଳିଆଗଞ୍ଜ ପୋଲିସ ଭଦୁମୁଲ ଅଞ୍ଚଳର ଏକ ଘରେ ଚଢାଉ କରିବା ସହ ବିପୁଳ ପରିମାଣର ହଳଦୀ ପାଉଡର, ପାଉଡର ତିଆରିରେ ବ୍ୟବହୃତ ଯନ୍ତ୍ରପାତି ଏବଂ ଖାଲି…