ହ୍ୟାଟ୍ରିକ ସହ ୧୦ ଉଇକେଟ ନେଲେ କାଶଭି ଗୌତମ
ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍ରେ ଚଣ୍ଡୀଗଡ଼ର କାଶଭି ଗୌତମ ୧୦ ୱିକେଟ୍ ନେଇଛନ୍ତି । ଚଣ୍ଡୀଗଡ଼ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଆନ୍ଧ୍ର ପ୍ରଦେଶର କେଏସଆରଏମ୍ କଲେଜ ଗ୍ରାଉଣ୍ଡ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ କାଶଭି ୪.୫ ଓଭରରେ ୧୨ ରନ୍…