ଭାରତୀୟ ଅର୍ଥନୀତି ଗତିରେ ଆଶାଠାରୁ ଅଧିକ ସୁଧାର ହୋଇଛି; ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
ନୂଆଦିଲ୍ଲୀ: କୋଭିଡ -୧୯ ମହାମାରୀ ଯୋଗୁ ହଜିଯାଇଥିବା ଭାରତୀୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ଉଦ୍ୟମ ପରେ ଅର୍ଥନୀତି ଅତୁଳନୀୟ ଗତି କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ଯେଉଁ ଗତି ଦେଖାଇଛି ତାହା ଆଶା କରାଯାଉଥିବା ଠାରୁ ବହୁତ ଭଲ।…