Latest Odisha News

BREAKING NEWS

Yearly Archives

2020

ଜଲ୍ଲିକଟ୍ଟୁ ଚୟନ ନେଇ ସନ୍ତୋଷ ବ୍ୟକ୍ତ କଲେ କଙ୍ଗନା: “ମୁଭି ମାଫିଆ ଗ୍ୟାଙ୍ଗ ଲୁଚିଛନ୍ତି, ଫଳାଫଳ ଆପଣଙ୍କ ସାମ୍ନାରେ’’

ମୁମ୍ବାଇ:କୁଇନ କଙ୍ଗନା ରାନାୱତ ମାଲାୟଲମ ଫିଲ୍ମ ଜଲ୍ଲିକଟ୍ଟୁ ଓସ୍କାର ଏକାଡେମୀ ଆୱାର୍ଡସ ପାଇଁ ମନୋନୀତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ମୁଭି ମାଫିଆ ଗ୍ୟାଙ୍ଗ ଘରେ ଏବେ ଲୁଚି କରି ଅଛନ୍ତି । ତାର ଫଳାଫଳ ଆପଣଙ୍କ ସାମ୍ନାରେ ରହିଛି ବୋଲି ସେ କହିଛନ୍ତି । ଜୁରୀମାନେ ସେମାନଙ୍କ…

ପ୍ରିୟା ପ୍ରକାଶ ୱେରିୟରଙ୍କ ନୂଆ ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ପପୁଲାର ଅଭିନେତ୍ରୀ ପ୍ରିୟା ପ୍ରକାଶ । ନିକଟରେ ଏହି ଅଭିନେତ୍ରୀଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ପୂର୍ବରୁ ତାଙ୍କ ଆଖି ମାରିବା ଭଳି ଭିଡିଓ ଖୁବ ଭାଇରାଲ୍ ହୋଇଥିଲା । ହେଲେ ଏବେ ଗାୟକୀ ଜରିଆରେ ସେ ନିଜ ଫ୍ୟାନମାନଙ୍କୁ ସର୍‌ପ୍ରାଇଜ…

ଆସୁଛି ନୂଆ ବଲିଉଡ ମୁଭି “ଜନହିତ୍ ମୈଁ ଜାରି”

ମୁମ୍ବାଇ: ଆସନ୍ତା ଦିନରେ ଖୁବଶୀଘ୍ର ଦର୍ଶକଙ୍କ ସାମ୍ନାକୁ ଆସିବ ଫିଲ୍ମ ଜନହିତ୍ ମୈଁ ଜାରି । ନିକଟରେ ଏହି ଫିଲ୍ମର ପୋଷ୍ଟରକୁ ବକ୍ସିଂ ଚାମ୍ପିୟନ୍ ମେରି କମ୍ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଭାର ଓମୁଙ୍ଗ କୁମାର ସମ୍ଭାଳିଥିବାବେଳେ ଖୁବଶୀଘ୍ର ଏହାର ସୁଟିଂ…

ଅଭିନେତ୍ରୀ ତାରା ସୁତାରିଆଙ୍କୁ ଫୁରସତ୍ ମିଳୁନି

ମୁମ୍ବାଇ: ଦେଶବ୍ୟାପୀ ଲକଡାଉନ୍ କୋହଳ ହେବା ପରେ ଧୀରେଧୀରେ ନିଜ ପୂର୍ବାବସ୍ଥାକୁ ଫେରୁଛି ବଲିଉଡ । କଳାକାରମାନେ ଅଭିନୟ କରିବା ସହ ଫିଲ୍ମ ଡବିଂରେ ସକ୍ରିୟ ହେଲେଣି । ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତାରା ସୁତାରିଆ ବି ଫୁଲ୍ ଦମ୍‌ରେ ନିଜ କାମରେ ଲାଗିପଡିଛନ୍ତି । ଏକଧିକ ପ୍ରୋଜେକ୍ଟ ପାଇଁ…

ଦୁଇ ମାସ ପରେ ଷ୍ଟେଜକୁ ଓହ୍ଲାଇଲେ ସପନା ଚୌଧୁରୀ !

ହରିୟାଣା: ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ଓ ହରିୟାଣାର ପପୁଲାର୍ ଡାନ୍ସର ସପନା ଚୌଧୁରୀ । ଗର୍ଭବତୀ ଥିବାବେଳେ ସେ ଷ୍ଟେଜ ସୋରୁ ଓହରିଯାଇଥିଲେ । ହେଲେ ମାଆ ହେବା ପରେ ସେ ପୁଣିଥରେ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ମାତ୍ର ଦୁଇମାସ ପରେ ତାଙ୍କୁ ପୁନର୍ବାର ଷ୍ଟେଜ ସୋ କରିବାରେ ଦେଖିବାକୁ…

ହାର୍ଡକୋର୍ ଆକ୍ସନ୍ ମୁଡ୍‌ରେ ଅନନ୍ୟା ପାଣ୍ଡେ !

ମୁମ୍ବାଇ: ଗତବର୍ଷ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନବାଗତା ତଥା ଷ୍ଟାରକିଡ୍ ଅନନ୍ୟା ପାଣ୍ଡେ । ତାଜା ସ୍ଥିତିରେ ତାଙ୍କ ହାତରେ ରହିଛି ୪ଟି ଫିଲ୍ମ ସହ ଏକାଧିକ ଆଡ୍ ଫିଲ୍ମ । ବେଶ କମ୍ ସମୟ ଭିତରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି । ଏକ…

କୋଲକାତାର କଣ୍ଟ୍ରାକ୍ଟ କିଲର୍ ଅଭିଷେକ ବଚ୍ଚନ !

ମୁମ୍ବାଇ: ୱେବ୍ ସିରିଜର ସଫଳତା ପରେ ଅଭିନେତା ଅଭିଷେକ ବଚ୍ଚନଙ୍କ ହାତରେ ବେଶ କିଛି ବଡ ପ୍ରୋଜେକ୍ଟ ରହିଛି । ଖାସ୍ ଏଥିପାଇଁ ସେ ଏବେ କୋଲକାତାରେ ଡେରା ପକାଇଛନ୍ତି । ୨୦୧୨ରେ ରିଲିଜ୍ ହୋଇଥିବା ଫିଲ୍ମ କାହାନୀର ସ୍ପିନ୍ ଅଫ୍ ପାର୍ଟରେ ତାଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ । ଫିଲ୍ମର…

ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରତ ବନ୍ଦ ଡକରାର ପ୍ରଭାବ

ଭୁବନେଶ୍ୱର: ଓଡ଼ିଶାରେ ପଡ଼ିଛି ଟ୍ରେଡ ୟୁନିୟନ ଦେଇଥିବା ଭାରତ ବନ୍ଦ ପ୍ରଭାବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଧର୍ମଘଟ । ରାସ୍ତାକୁ ଓହ୍ଲାଇଥିଲେ ବିକ୍ଷୋଭକାରୀ । ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ । କେଉଁଠି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଚକ ବନ୍ଦ, ଅଖ…

ମୁମ୍ବାଇ ଆକ୍ରମଣକୁ ୧୨ବର୍ଷ; ଏବେ ବି ମନରୁ ଲିଭିନି ବର୍ବରତାର ଚିତ୍ର

ମୁମ୍ବାଇ: ଆଜିକୁ ଠିକ୍ ୧୨ବର୍ଷ ତଳେ ମୁମ୍ବାଇରେ ଘଟିଥିଲା ଲୋମହର୍ଷଣକରୀ ଘଟଣା । ୨୦୦୮ ମସିହା ନଭେମ୍ବର ୨୬ରେ ସ୍ତବ୍ଧ ହେଇଯାଇଥିଲା ସାରା ଦେଶ । ସେଇ ଆକ୍ରମଣର ଆତଙ୍କ ଏବେ ବି ମନରୁ ଯାଇନି । ନିଃଶବ୍ଦ ରାତିରେ ଆତଙ୍କବାଦୀ ଆକ୍ରମଣରେ ରକ୍ତ ରଞ୍ଜିତ ହୋଇପଡ଼ିଥିଲା ମୁମ୍ବାଇ । ହୋଟେଲ୍…

ଆସନ୍ତୁ ଜାଣିବା ଗୋଲ୍ଡେନ ବୟ ମାରାଡୋନାଙ୍କ ଅଭୂଲା କାହାଣୀ

ବୁଏନ୍ସ ଏରିସ: ଚାଲିଗଲେ ଫୁଟବଲର ମହାରଥୀ ଗୋଲ୍ଡେନ ବୟ ଡିଏଗୋ ମାରାଡୋନା । ମାତ୍ର ୬୦ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା କହିଥିଲେ । ଜଣେ ଫୁଟବଲ ଖେଳାଳି ଭାବେ ମାରାଡୋନା ଯେଉଁ ସପଳତା ହାସଲ କରିଛନ୍ତି ତାହା ଏବେ ବି ଅନ୍ୟମାନଙ୍କ ପ୍ରେରଣା । ନିଶା....କିନ୍ତୁ ତାଙ୍କ କ୍ୟାରିୟରକୁ…