ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ, କେଉଁଠି କେତେ ପଜିଟିଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଜି ୩୧ ନୂଆ ପଜିଟିଭ ଚିହ୍ନଟ ହୋଇଛି।
ସେଥିମଧ୍ୟରୁ ସଙ୍ଗରୋଧରୁ ୮ ଓ ସ୍ଥାନୀୟ ଅଂଚଳରୁ ୨୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।…