Latest Odisha News

BREAKING NEWS

Yearly Archives

2020

ଆସନ୍ତା ମାସରେ ଲଞ୍ଚ ହେବ ସାଓମି ମି ୧୦; ମିଳିବ ୫ଜିର ସପୋର୍ଟ

ଚୀନ ର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଜଲ୍ଦି ବିଶ୍ୱସ୍ତରୀୟ ଲଞ୍ଚ ସାଓମି ମି ୧୦ କୁ ଆଗାମୀ ମାସରେ କରିବ | କିଛିଦିନ ପୂର୍ବରୁ ସୋସିଆଲ ମିଡ଼ିଆ ରେ ଏ ସମ୍ପର୍କରେ ରିପୋର୍ଟ ଲିକ ହୋଇଥିଲା ଯେଉଁଥିରେ ଲଞ୍ଚି ତାରିଖ ଖୁଲାସା ହୋଇଥିଲା | ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନୀ…

ନିଜ ପ୍ରଜାତିକୁ ବଞ୍ଚାଇବାରେ ସଫଳ ହେଲା ୧୦୦ ବର୍ଷୀୟ କଇଁଛ

ମୁମ୍ବାଇ: ୮୦ କିଲୋ ଓଜନର ୧୦୦ ବର୍ଷୀୟ କଇଁଛ ଡିଏଗୋ ଲୋପ ପାଇବାକୁ ବସିଥିବା ନିଜ ପ୍ରଜାତିକୁ ବଂଚାଇବାରେ ସଫଳ ହୋଇଛି । ଏକାକୀ ଏହି କଇଁଛ ୮୦୦ ଛୁଆଙ୍କୁ ଜନ୍ମ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ବର୍ତମାନ ଏହି ପ୍ରଜାତି ପୁନର୍ବାର ପୂର୍ବ ସ୍ଥିତିକୁ ଫେରି ଆସିଛନ୍ତି । ଡିଏଗୋଙ୍କୁ…

ପ୍ରଖ୍ୟାତ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ-ନିର୍ମାତା ମନମୋହନ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଓଡ଼ିଆ ସିିନେମା ଜଗତର ବିଶିଷ୍ଟ ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶ୍ରୀ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ନିର୍ଦ୍ଦେଶନା ତଥା…

ସୋମବାରଠୁଁ ଓଡ଼ିଶାରେ ବଢ଼ିବ ରାତିର ତାପମାତ୍ରା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାର ଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର…

ଐତିହ୍ୟ ସଂରକ୍ଷଣ ସଚେତନତା ଲାଗି ପୁରୀରେ ଅନୁଷ୍ଠିତ ହେବ ‘ମିନି ମାରାଥନ୍’

ପୁରୀ: ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଲାଗି ଜାତୀୟ ପୁରସ୍କାର ହାସଲ କରିବାର ଗୋଟିଏ ଦିନ ପରେ ପୁରୀ ଜିଲ୍ଲା ପ୍ରଶାସନ ପ୍ରାଚୀନ କଳାକୃତି ତଥା ଐତିହ୍ୟ ସଂରକ୍ଷଣ ସଚେତନାକୁ ଦୃଷ୍ଟିରେ ରଖି ପୁରୀରେ ଏକ ମିନି ମାରାଥନ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ।…

ସୋଆରେ କୃଷି ଗବେଷଣା ଓ ପରାମର୍ଶ ସେବା ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସସେସ୍ ପକ୍ଷରୁ ‘କୃଷି ଗବେଷଣା ଏବଂ ପରାମର୍ଶ ସେବା’ ଶୀର୍ଷକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଆପିକଲ୍…

ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ଆରମ୍ଭ

ମୁମ୍ବାଇ: ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ପାଇଁ ଭାରତ ଗସ୍ତରେ ଆସିବ । ୧୪ ଜାନୁୟାରୀରୁ ଏହି ସିରିଜ ଆରମ୍ଭ ହେବ । ଗତ ବର୍ଷ ୩-୨ରେ ଭ୍ରମଣକାରୀ ଦଳ ବିଜୟ ହାସଲ କରିଥିଲା । ଶ୍ରୀଲଙ୍କା ବିପକ୍ଷରେ ୨-୦ରେ ଭାରତ ସିରିଜ ବିଜୟୀ ହୋଇଥିବାରୁ ମନୋବଳ ଉଚ୍ଚରେ ରହିଛି ।…

ମୁଁ ନବୀନଙ୍କ ସହିତ ଅଛି, ବିଜେଡ଼ି ସହ ନୁହେଁ; ରାୟଗଡ଼ା ବିଧାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଦିନ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଭୁବନେଶ୍ୱରଠାରେ ଭେଟିଛନ୍ତି । ବିଧାୟକ ଶ୍ରୀ ମୁଦୁଲି ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ହିଣ୍ଡାଲକୋ ଉଦ୍ୟୋଗ ପକ୍ଷରୁ ଆଲୁମିନା ରିଫାଇନାରୀ ୟୁନିଟ୍ ସ୍ଥ୍ାପନ ଲାଗି…

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ: ମାଆଙ୍କ ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଲେ ଅଭିଯୁକ୍ତ ପୁଞ୍ଜିଲାଲ୍

ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର୍ ପୁଣି ଜେଲକୁ ଫେରିଛନ୍ତି । ମାଆଙ୍କ ଦେହାନ୍ତ ଘଟିଥିବା ଯୋଗୁଁ ସେ ରବିବାର ରାତିରେ ତାଙ୍କର ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଛନ୍ତି । ମାଆଙ୍କ ଅନ୍ତିମ ସଂସ୍କାର ଲାଗି ପୁଞ୍ଜିଲାଲଙ୍କୁ…

ଯାଜପୁରରେ ନକଲି ଗୁଟଖା କାରଖାନା ଠାବ

ଯାଜପୁର: ଯାଜପୁର ଜିଲ୍ଲା ବୈରୀ ନିକଟ ବିଦ୍ୟାଧରପୁର ଗ୍ରାମରେ ସୋମବାର ଦିନ ପୋଲିସ ପକ୍ଷରୁ ଏକ ନକଲି ଗୁଟଖା ତିଆରି କାରଖାନା ଠାବ କରାଯାଇଛି । ଏହି ଘଟଣାରେ ୪ ଜଣକୁ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ କୌଣସି ସୁତ୍ରରୁ ଖବର ପାଇ ସଦର ଏସଡିପିଓ ଚିନ୍ମୟ ନାୟକ ଓ ଡିଏସପି ଦୀପକ…