Latest Odisha News

BREAKING NEWS

Yearly Archives

2020

ଗୋଆର ୧୪ ବର୍ଷୀୟ ଲିୟୋନ ହେଲେ ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: ଗୋଆର ୧୪ ବର୍ଷୀୟ ଯୁବ ଚେସ୍ ଖେଳାଳି ଲିୟୋନ ମେଣ୍ଡୋକା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବରରେ ରିଜୋ ଚେସ୍ ଟୁର୍ଣ୍ଣାମେଂଟ, ନଭେମ୍ବରରେ ବୁଡାପେଷ୍ଟରେ ଓ ଏବେ ଇଟାଲୀରେ ଭେରଜାନି କପରେ ଭଲ ପ୍ରଦର୍ଶନ କରି ଏହି କୀର୍ତିମାନ ହାସଲ କରିଛନ୍ତି…

ଜଗୁ ମଉସା, ଆପଣ ଏବେ ବି ଅଛନ୍ତି …

(ଜଗନ୍ନାଥ ଶତପଥୀଙ୍କ ଦ୍ୱାଦଶାହ ଅବସରରେ..) ସଂସାରରେ ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ଖିଆଲ୍ ମନକୁ ନେଇ ବଂଚନ୍ତି । ସେଇ ଖିଆଲ୍ ମନ ଭିତରେ ଚିରକାଳ ରହିବାକୁ ଭଲପାଆନ୍ତି, ସେଇଥିରେ ନିଜକୁ ହଜେଇପାରନ୍ତି, ନିଜକୁ ନିଜ ଭିତରେ ଭିଜେଇ ପାରନ୍ତି । ତାଙ୍କ ସ୍ୱପ୍ନ ହିଁ ତାଙ୍କ…

ମେ ୪ ତାରିଖରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ-ଆସନ୍ତା ମେ ୪ ତାରିଖରୁ ସିବିଏସ୍‌ଇ ଦ୍ୱାଦଶ ଓ ଦଶମ ବୋର୍ଡ ପରୀକ୍ଷା ହେବ । ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ । ମ।ର୍ଚ୍ଚ ୧ ତାରିଖରୁ ପ୍ରାକ୍‌ଟିକାଲ ପରୀକ୍ଷା ଆରମ୍ଭ ହେବ । ଜୁନ ୧୦ ସୁଦ୍ଧା ସବୁ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ…

ପୂର୍ବତଟ ରେଳପଥରୁ ଗଡିବ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ୍

ଭୁବନେଶ୍ୱର: ପୂର୍ବତଟ ରେଳପଥ ମଧ୍ୟରୁ ୬ ଯୋଡ଼ା ଅତିରିକ୍ତ ବିଶେଷ ଟ୍ରେନ ଚଳାଚଳ କରିବ। ଏହି ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ୨୦୨୧ ମସିହା ଜାନୁଆରି ଦ୍ୱିତୀୟ ସପ୍ତାହରୁ ଚଳାଚଳ କରିବ। ଭୁବନେଶ୍ୱରରୁ ପୁଣେ ଏବଂ ତିରୁପତି, ବିଶାଖାପାଟନମରୁ ସାଇନଗର ସିରିଡ଼ି, କୋଲାମ ଏବଂ ଚେନ୍ନାଇ ଆଡକୁ ଏହି…

୫୦ ବର୍ଷରେ ପୁନର୍ବାର ବାପା ହେଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ଅଭିନେତା ତଥା ବିଜେପି ଦଳର ପ୍ରମୁଖ ନେତା ମନୋଜ ତିୱାରୀ ଗୁରୁବାର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସୋସିଆଲ ସାଇଟରେ ଏ ନେଇ ମନୋଜ ସୂଚନା ଦେଇଛନ୍ତି । ଏହା ତାଙ୍କର ଦ୍ୱିତୀୟ କନ୍ୟା ସନ୍ତାନ । ପୂର୍ବରୁ ପ୍ରଥମ ସ୍ତ୍ରୀ ରାନୀଙ୍କ ତରଫରୁ ଜିୟା ନାମକ ସନ୍ତାନ ରହିଛି । ରାନୀ ଓ…

ଆଜି ରାତି ୮ରୁ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ସାରା ରାଜ୍ୟରେ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଆଜି ରାତି ୮ଟା ପରେ ‘ମୋ ବସ୍’ ସେବାକୁ ସ୍ଥଗିତ କରାଯାଇଛି। ଏନେଇ କ୍ରୁଟ୍ ପକ୍ଷରୁ ଟ୍ବିଟ୍ କରି ସୂଚନା ମିଳିଛି। https://twitter.com/CRUT_BBSR/status/1344590989764173826?s=19…

ଚୀନର ଚୋରି ଧରାପଡିଲା: ନୌସେନାକୁ ତଥ୍ୟ ଯୋଗାଇବା ପାଇଁ ସମୁଦ୍ର ମଧ୍ୟରେ ଲୁଚାଇ ରଖିଥିଲା ଡ୍ରୋନ

ବେଜିଂ: ଚୀନର ଆଉ ଏକ ଚୋରି ଧରାପଡିଛି । ଏଏନଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ ଅଣ୍ଡର ଗ୍ରାଉଣ୍ଡ ଡ୍ରୋନ୍ (ସି ୱିଙ୍ଗ ଗ୍ଲାଇଡର) ଅଣ୍ଡର ୱାଟର ଭେଇକିଲ ଶ୍ରେଣୀର । ୨୦୧୯ ପରଠାରୁ ଚୀନ ତାର ନୌସେନାକୁ ସଜାଗ ରଖିବା ପାଇଁ ଏହି ଡ୍ରୋନ ଲୁଚାଇ ରଖିଛି । ଏହା ବେଶୀ ଦୂର ପର୍ଯ୍ୟନ୍ତ ଓ ବେଶୀ…

୨୫୦ ତଳକୁ ଖସିଲା ଭୁବନେଶ୍ୱରରେ କରୋନା ଆକ୍ଟିଭ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୩୪ରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ…

ପରଲୋକରେ ଭାରତୀୟ ହକି ଟିମର ପୂର୍ବତନ ଖେଳାଳି ମାଇକେଲ କିଣ୍ଡୋ

ରାଉରକେଲା: ଭାରତୀୟ ହକି ତାରକା ମାଇକେଲ କିଣ୍ଡୋଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଛି । ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବାର୍ଦ୍ଧକ୍ୟ ଜନିତ କାରଣରୁ ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା ।…

ଶ୍ରଦ୍ଧା, ଭକ୍ତିର ଶକ୍ତି: ବ୍ରେନ ଅପରେଶନ ବେଳେ ମହିଳା ଗୀତାର ଶ୍ଲୋକ ଆବୃତି କରି ଚାଲିଥିଲେ…

ସୁରଟ: ଶ୍ରଦ୍ଧା, ଭକ୍ତି ଓ ଭଗବାନଙ୍କ ଉପରେ ଅତୁଟ ବିଶ୍ୱାସ ଥିବା ଯୋଗୁ ଗୁରୁବାର ସୁରଟରେ ଏକ ଚମତ୍କାର ଘଟଣା ଘଟିଛି । ୩୬ ବର୍ଷୀୟା ଦୟାବେନ ବୁଧେଲିୟାଙ୍କ ବ୍ରେନ ଭିତରେ ଶୀରା ମଧ୍ୟରେ ଗଣ୍ଠି ପଡି ଯାଇଥିଲା । ତାଙ୍କୁ ବଂଚାଇବା ପାଇଁ ସର୍ଜରୀ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଡାକ୍ତର…