Latest Odisha News

BREAKING NEWS

Yearly Archives

2020

ପଞ୍ଜାବର ଷ୍ଟେଟ୍‌ ଆଇକନ୍‌ ହେଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ବଲିଉଡ୍‌ ଅ‌ଭିନେତା ସୋନୁ ସୁଦ ପଞ୍ଜାବର ଷ୍ଟେଟ୍‌ ଆଇକନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ସୋନୁ ସୁଦ୍‌ଙ୍କୁ ଏବେ ପଞ୍ଜାବରେ ନିର୍ବାଚନ ସହ ଜଡିତ ସଚେତନତା ପ୍ରସାରରେ ଦେଖିବାକୁ ମିଳିବ। ତାଙ୍କ ନିଯୁକ୍ତି ସମ୍ପର୍କରେ ସୋମବାର ନିର୍ବାଚନ ଆୟୋଗ ଏକ ଚିଠି…

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦…

ରାଜଧାନୀ ଦିଲ୍ଳୀରୁ ଗିରଫ ହେଲେ ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ। ସୋମବାର ରାତିରେ ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ…

ଶୀତ ଅଧିବେଶନ ପୂର୍ବରୁ ଆଜିଠୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ବିଧାନସଭାର ଶୀତ ଅଧିବେଶନ । ତାପୂର୍ବରୁ ଆଜିଠୁ ମନ୍ତ୍ରୀ, ବିଧାୟକ ଓ କର୍ମଚାରୀଙ୍କର ହେବ କୋଭିଡ୍ ଟେଷ୍ଚ । ଆଜିଠାରୁ ୩ଦିନ ଧରି ଚାଲିବ କରୋନା ପରୀକ୍ଷା । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭା ଅଧିବେଶନରେ ସାମିଲ ହେବାକୁ ଅନୁମତି…

ତ୍ରିବେଣୀ ଘାଟରେ ୫ ଯୁବକ ବୁଡିଯିବା ଘଟଣା; ଉଦ୍ଧାର ହେଲା ଆଉ ଜଣଙ୍କ ମୃତ ଦେହ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର କାଠସଙ୍ଗଡା ନଦୀରେ ସୋମବାର ଦିନ ୫ ଜଣ ଯୁବକ ଗାଧୋଇବା ବେଳେ ବୁଡିଯିବା ଘଟଣାରେ ଉଦ୍ଧାରକାରି ଦଳ ଆଉ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ ଯେ, ନୀଳଗିରି ଅଞ୍ଚଳର ୫ ଜଣ ଯୁବକ ତ୍ରିବେଣୀଘାଟରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ…

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଡକାୟତି କରିବାକୁ ଯୋଜନା କରୁଥିଲେ । ପହଞ୍ଚିଗଲା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଲୁହାପଡା ମଦ ଦୋକାନ ନିକଟରୁ ଏମାନଙ୍କୁ ଗିରଫ କରିଛି । ଜବତ ହୋଇଛି ମାରଣାସ୍ତ୍ର, ଅଫୁଟା ବୋମା ଓ ବାଇକ୍ । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା…

୫ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟକଲା ପୋଲିସ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ କାରାବାର । ଏହାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ଥାନୀୟ ପ୍ରଶାସନ । ସୂଚନାନୁସାରେ, ଜିଲ୍ଲାର ଉପାନ୍ତ ଅଂଚଳ ଗୁଡିକରେ ବ୍ୟାପକ ପରିମାଣର ଗଂଜେଇ ଚାଷ ହେଉଥିବା ନେଇ ବିଭିନ୍ନ ସମୟରେ…

ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ବଦଳୁଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଚିତ୍ର । ବିକାଶ ପଥରେ ଯୋଡ଼ିବା ପାଇଁ ବହୁ ପଦକ୍ଷେପ ଓ ଯୋଜନା ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆଜି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନ୍ ଯୋଗେ ଅଞ୍ଚଳର ବିକାଶ ନେଇ ଲୋକଙ୍କ ସହ…

ରାଜଧାନୀରୁ ଜବତ ହେଲା ବାଘ ଛାଲ; ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀର ଛାତି ଉପରେ ଚାଲିଛି ବେଧଡକ ବାଘଛାଲ ବେପାର । ସୋମବାର ଦିନ କ୍ରାଇମବ୍ରାଞ୍ଚର STF ଟିମ୍‌ ରାଜଧାନୀରୁ ବାଘଛାଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ହେଉଛି ପ୍ରଶାନ୍ତ ନାଏକ। ପ୍ରଶାନ୍ତଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି ।…

ଆଜି ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ନାଗାର୍ଜୁନ ବେଶ ନେଇ ହେବ ଆଲୋଚନା

ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପର୍କରେ ବୈଠକରେ ଆଲୋଚନା ହୋଇପାରେ । ଆସନ୍ତା ୨୭ ତାରିଖରେ ମହପ୍ରଭୁଙ୍କ ନାଗାର୍ଜୁନ…