Latest Odisha News

BREAKING NEWS

Yearly Archives

2020

କଟକରେ ୪୬.୩୯ % ଲୋକଙ୍କ ଦେହରେ ଆଣ୍ଟିବଡି

କଟକ: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା । ଏଥିସହ ସୁସ୍ଥ ହାର ମଧ୍ୟ ବଢ଼ିଚାଲିଛି । ଏଥିସହ ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି । କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ…

ଟିଏମସି ଛାଡିବେ ଶୁଭେନ୍ଦୁ, ଅମିତ ଶାହଙ୍କ ଗସ୍ତ ପରେ ରାଜନୀତି ଜୋର ଧରିଲା

କୋଲକାତା: ବିହାର ନିର୍ବାଚନ ସଫଳତା ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ଜୋର ଧରିଛି । ଅମିତ ଶାହଙ୍କ ଗସ୍ତ ପରେ ଟିଏମସିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୋଗ ନ ଦେବା ଫଳରେ…

୬ ମାସ ମଧ୍ୟରେ ହେବ ପୌର ନିର୍ବାଚନ !

ଭୁବନେଶ୍ୱର: ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଲାଗି ରହିଛି ଅଚଳାବସ୍ଥା । ଏହାରି ଭିତରେ କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା…

ଭୁବନେଶ୍ୱରରେ ଖସୁଛି କରୋନା ସକ୍ରିୟ ମାମଲା; ୬୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୬୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ କ୍ୱାରେଣ୍ଟାଇନ୍ ଏବଂ…

ରାଉରକେଲାରେ ଏ ବର୍ଷ ଛଟ୍ ପୂଜା ମନା

ରାଉରକେଲା: ଏ ବର୍ଷ ରାଉରକେଲାରେ ହେବନି ଛଟ୍ ପୂଜା । ଏଥିସହ ନଭେମ୍ବର ୩୦ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ । କରୋନା ଯୋଗୁଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଏହାଛଡ଼ା ନଭେମ୍ବର ୩୦ ତାରିଖ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ। ଛଟ୍‌ ପୂଜା ପରି ଦୀପାବଳି,…

ବଲିଉଡ ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଆସିଫ ବାସ୍ରା ଗୁରୁବାର ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ହିମାଚଳପ୍ରଦେଶର କାଙ୍ଗଡାଜିଲାରେ ସେ ଭଡା ରହୁଥିବା ଘରେ କୁକୁର ବନ୍ଧା ବେଲ୍ଟରେ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ ଅଭିନେତା ଆସିଫ ୫ ବର୍ଷ ହେବ…

ଅଭିନେତା ମୋହନଲାଲ କିଣିବେ ନବମ ଆଇପିଏଲ୍ ଟିମ୍ !

ନୂଆଦିଲ୍ଲୀ: ବେଶ କିଛିଦିନ ଧରି ଶୁଣିବାକୁ ମିଳୁଛି ୨୦୨୧ ଆଇପିଏଲରେ ବିସିସିଆଇ ସାମିଲ କରିବ ନବମ ଟିମ୍ । ଏ ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିନଥିଲେ ବି କିଛି ସମ୍ଭାବ୍ୟ ନିଲାମଧାରୀ ନାଁ ସାମ୍ନାକୁ ଆସିଛି । ବିଗତ କିଛିବର୍ଷ ଧରି ବିସିସିଆଇର ଯୋଜନା ମୁତାବକ ଖେଳ ଓ ମନୋରଂଜନ…

ଅଗଷ୍ଟ ମାସରେ ରିଲାଏନ୍ସ ଜିଓ ସହ ଯୋଡି ହୋଇଛନ୍ତି ଓଡ଼ିଶାର ୧.୯ ଲକ୍ଷ ଗ୍ରାହକ: ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ଦୂରସଂଚାର ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଅଧିକ ସୁଦୃଢ କରି ରିଲାଏନ୍ସ ଜିଓ ୨୦୨୦ ଅଗଷ୍ଟ ମାସରେ ୧.୯ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଗ କରିଥିବା ଏହି ମାସ ପାଇଁ ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଦୂରସଂଚାର ଗ୍ରାହକ ତଥ୍ୟରୁ…

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ମନା

ପୁରୀ: ଏଥର ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପିଣ୍ଡଦାନ କରିପାରିବେନି ସାଧାରଣ ଲୋକ । ଚଳିତ ବର୍ଷ କରୋନା ପାଇଁ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ତଥା ପିଣ୍ଡ ଦାନ କରିବାକୁ ମନା ହୋଇଛି। ପୟା ଶ୍ରାଦ୍ଧ କ’ଣ? ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରିବାକୁ ଲୋକମାନଙ୍କୁ…

ସଫଳ ହେଲା ଆଇପିଏଲ, କାନ୍ଦୁଛି ପାକିସ୍ତାନ୍ କ୍ରିକେଟ୍ !

ଭୁବନେଶ୍ୱର: ଚଳିତବର୍ଷ କରୋନା ମହାମାରୀ ଓ ଅନ୍ତର୍ଜାତୀୟ କଟକଣାରେ ବି ସୁଚିନ୍ତିତ ଉପାୟରେ ଆୟୋଜିତ ହୋଇଥିଲା ଆଇପିଏଲ୍ । କେବଳ ଆୟୋଜନ କାହଁକି ବରଂ ସବୁଠୁ ସଫଳତମ ସଂସ୍କରଣ ଭାବେ ମଧ୍ୟ ୨୦୨୦ ଆଇପିଏଲ୍ ମର୍ଯ୍ୟଦା ପାଇଛି । ହେଲେ ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ କିନ୍ତୁ ଆଖିରୁ ଲୁହ…