Latest Odisha News

BREAKING NEWS

Yearly Archives

2020

ଓଡ଼ିଶାରେ ୨୧ ଲକ୍ଷ ଲୋକଙ୍କ ପାଖରେ ନାହିଁ ଆଧାରକାର୍ଡ

ଭୁବନେଶ୍ୱର: ଓଡିଶାର ପ୍ରାୟ ୨୧ ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ ବୋଲି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସୂତ୍ରରୁ ପ୍ରକାଶ। UIDAI ଦେଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ଆଧାର କାର୍ଡ ପାଇଁ ଯୋଗ୍ୟ ୪,୩୬,୫୬,୩୩୩ ଜନସଂଖ୍ୟା ମଧ୍ୟରୁ…

ଦୁଇ ଭାଇଙ୍କ ଉପରେ ଗୁଳିମାଡ଼ ଓ ଭୂଜାଲିରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ଅନୁଗୋଳ: ଦୁଇ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ । ଭୂଜାଲୀରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଭାଇ ଗୁରୁତର ହୋଇଛନ୍ତି । ଅନୁଗୋଳ ଜିଲ୍ଲା ମୁଷାପାପୁଲୀ ଛକରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ମୃତକ ହେଲେ ରନ୍ତଲେଇ ଗାଁର ଦୁଃଶାସନ ସେନାପତି । ତାଙ୍କ ଭାଇ…

କାରକୁ ଚାପି ଦେଲା ହାଇଓ୍ୱା, ୨ ଜଣ ଗୁରୁତର

କଟକ: ବାରଙ୍ଗ ନିକଟ ତ୍ରିଶୂଳିଆରେ ନେତାଜୀ ସୁଭାଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍ ଉପରେ ମାଡ଼ି ଗଲା ବାଲି ବୋଝେଇ ହାଇଓ୍ୱା । ଏଥିରେ କାରରେ ଥିବା ଡ୍ରାଇଭର ଅ ଅନ୍ୟ ଜଣେ ଆହତ ହୋଇଛନ୍ତି । କାର୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

ଆସନ୍ତୁ ବୁଲିଯିବା ଗଞ୍ଜାମର ତାରାତାରିଣୀ ମନ୍ଦିର

ଭୁବନେଶ୍ୱର: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରପିଣୀ ଦେବୀ ତାରାତାରିଣୀଙ୍କ ଏକ ମନ୍ଦିର । ଆମ ଦେଶରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଏହି…

୧୪ ଦିନିଆ ନ୍ୟାୟିକ ହେପାଜତରେ ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ନଭେମ୍ୱର ୧୮ ତାରିଖ ଯାଏ ନ୍ୟାୟିକ ହେପାଜତରେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ ଟିଭିର ଇଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ । ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀ ହେପାଜତକୁ ପଠାଇ ଦିଆଯାଇଛି । ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ରହିଛି । ଅର୍ଣ୍ଣବଙ୍କ ସମେତ ଗିରଫ ଅନ୍ୟ…

ଆମେରିକା ନିର୍ବାଚନ: ବହୁମତ ମୁହାଁ ଜୋ ବାଇଡେନ୍, ପଛରେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋଚକ ଲଢ଼େଇ । କାହା ଦଖଲକୁ ଯିବ ହ୍ୱାଇଟ୍ ହାଉସ୍ ? ଜୋ ବାଇଡେନ୍ ଓ ଡୋନାଲ୍ଡ ଟ୍ରମ୍ପଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ଆଗରେ ରହିଛନ୍ତି ଜୋ ବାଇଡେନ୍ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନଙ୍କୁ…

ହାପି ବାର୍ଥ ଡେ କିଙ୍ଗ କୋହଲି…

ଭୁବନେଶ୍ୱର: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ହେଉଛି ଜନ୍ମଦିନ । ୩୨ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଦଳର ଏହି ଫିଟ ମ୍ୟାନ । କୋଟି କୋଟି ଯୁବ କ୍ରିକେଟରଙ୍କ ପାଇଁ ଆଦର୍ଶ ପାଲଟିଥିବା ଏହି ଷ୍ଟାର କ୍ରିକେଟର ପ୍ରତିବର୍ଷ ଭିନ୍ନ ଭିନ୍ନ ଅନ୍ଦାଜରେ ତାଙ୍କ…

ଶ୍ରୀମନ୍ଦିରର ରତ୍ନଭଣ୍ଡାର ସମ୍ପର୍କରେ ଜାଣନ୍ତୁ, କିଛି ଅଜଣା କଥା

ଭୁବନେଶ୍ୱର: ଜଗତର ନାଥ ଜଗନ୍ନାଥ। ଅନେକ ରସହ୍ୟରେ ପରିପୂର୍ଣ୍ଣ ଏହି ମନ୍ଦିର। କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ । ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୫-୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୫ ରିଖ ଗୁରୁବାର ତୁଳା ୨୦ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର  ଘାତ ବାର:- ତୁଳା ଓ କୁମ୍ଭ ରାଶିର    ଘାତ ଚନ୍ଦ୍ର:- କନ୍ୟା ରାଶି ପୁରୁଷ ଓ…

ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ଗତକାଲି ସେ ଘରକୁ ଫେରିଥିଲେ । ଆଜି ହଠାତ୍ ସେ…