Latest Odisha News

BREAKING NEWS

Yearly Archives

2020

ଅନଲାଇନରେ କରିପାରିବେ କଲ୍ୟାଣ ମଣ୍ଡପ ବୁକିଂ

ଭୁବନେଶ୍ୱର: ସହରବାସୀ ଏବେ ଅନଲାଇନରେ କଲ୍ୟାଣ ମଣ୍ଡପ ବୁକିଂ କରିପାରିବେ ବୋଲି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା ଅନୁଯାୟୀ କୋଭିଡ-୧୯ ଗାଇଡଲାଇନ୍ କଡାକଡି ପାଳନ ମଧ୍ୟରେ କଲ୍ୟାଣ ମଣ୍ଡପ ଗୁଡିକ ପରିଚାଳିତ ହେବ ।…

ବିବାହ ପ୍ରୋସେସନରେ ଫୁଟିଲା ବାଣ; ୫ ଶିଶୁ ଆହତ

ମୁଜାଫରନଗର: ମୁଜାଫରନଗର ନିକଟ ଏକ ଗ୍ରାମରେ ବିବାହ ପ୍ରୋସେସନ୍ ଚାଲିଥିବା ବେଳେ ବାଣ ଫୁଟି ୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି ରବିବାର ରାତିରେ ଘଟିଥିବା ନେଇ ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଶବନ୍ (୭), ଉମେଦ୍ (୮), ରିହାନ୍ (୯), ୧୦ ବର୍ଷୀୟ ଅଙ୍କିତ ଓ ଅମିର…

ଭାରତୀୟ ସମୟ ଅନୁଯାୟୀ ସନ୍ଧ୍ୟା ୪.୩୦ରୁ ଆରମ୍ଭ ହେବ ମତଦାନ ପ୍ରକ୍ରିୟା; ଆମେରିକା ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ଜନତାଙ୍କ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥର ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି…

ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ, ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତାକାଲି ପଡିବ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ ଭୋଟ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍ କରିଛନ୍ତି । ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ହେବ ଭୋଟ୍ । ଭୋଟରଙ୍କ ସୁବିଧା ପାଇଁ…

ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ରାଜୁ ମିଶ୍ରଙ୍କ ପରଲୋକ ନେଇ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ବ୍ୟାଙ୍କରୁ ଫେରି ଜଟଣୀ ସ୍ଥିତ ତାଙ୍କ ଘରେ ବସିଥିବା ବେଳେ…

ଦେଶବାସୀଙ୍କୁ ନିଆରା ଶୈଳୀରେ ଭୋଟ୍‌ ଆବେଦନ କଲେ ଲେଡି ଗାଗା

ନୂଆଦିଲ୍ଲୀ: ଆମେରିକାରେ କରୋନା ମହାମାରୀ ମଧ୍ୟରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୩ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ତାହା ସ୍ଥିର ହେବ। ଏହି ସମୟରେ ଆମେରିକାର ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗା ଏକ ଭିଡିଓ ସାହାଯ୍ୟରେ ନିଜର ଅନନ୍ୟ ଶୈଳୀରେ…

ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’, ଆଣିଲେ ଟଙ୍କା ହଡପ ଅଭିଯୋଗ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ‘ବାବା କା ଢ଼ାବା’ । ଢ଼ାବା ମାଲିକ କାନ୍ତା ପ୍ରସାଦ ମାଲଭିଆ ନଗର ପୋଲିସ ଷ୍ଟେସରେ କରିଛନ୍ତି ଅଭିଯୋଗ । ଭିଡିଓ ପ୍ରସ୍ତୁତ କରିଥିବା ଗୌରବ ୱାସନ ତାଙ୍କ ଠାରୁ ଟଙ୍କା ହଡପ କରିନେଇଥିବା କାନ୍ତା ପ୍ରସାଦ ଅଭିଯୋଗ କରିଛନ୍ତି । Delhi: Kanta Prasad, owner of…

ରାମବିଲାସ ପାସୱାନଙ୍କ ଅକାଳ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଲା ହିନ୍ଦୁସ୍ତାନ ଓବାମ ମୋର୍ଚା !

ପାଟନା: ଭାରତୀୟ ରାଜନୀତିର ସବୁ କଳା କୌଶଳ ବିହାରରୁ ଆସିଛି କହିଲେ ଭୁଲ ହେବ ନାହିଁ । ଏବେ ନିର୍ବାଚନ ଜୋରସୋର ମଧ୍ୟରେ ରାମବିଲାସ ପାସୱାନଙ୍କ ଅକାଳ ମୃତ୍ୟୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନ ଓବାମ ମୋର୍ଚାର ପ୍ରାର୍ଥୀ ଦାନିଶ ରିଜୱାନ । ସେ ଏହାର ନ୍ୟାୟିକ ତଦନ୍ତ…

କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ, ପାଳିତ ହେବ କାଳୀ ପୂଜା

କଟକ: କଟକରେ ବ୍ରିକି ହୋଇପାରିବ ବାଣ । ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦିପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । ଏଥିପାଇଁ ପୂର୍ବରୁ ଡିସିପିଙ୍କ କାର୍ଯ୍ୟାଳୟରୁ ଲାଇସେନ୍ସ ନେବାକୁ ହେବ । ଲାଇସେନ୍ସ ନେବା ପରେ ବ୍ୟବସାୟୀମାନେ ବାଣ ଦୋକାନ ଖୋଲିପାରିବେ ଡିସିପି କହିଛନ୍ତି…

ଭଡ଼ା ଘରୁ ବ୍ୟାଙ୍କ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

କୋରାପୁଟ: ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ । ଭଡା ଘରୁ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ସରୋଜ କୁମାର ଶବର ଓ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳରେ ବୋଲି ଜଣାପଡିଛି । ଭଡ଼ା…