Latest Odisha News

BREAKING NEWS

Yearly Archives

2020

ବିଜ୍ଞାନ ଖେଳ : ପେନ୍ ବାଲାନ୍ସ ମ୍ୟାଜିକ୍‌

ଗୋଟିଏ ପେନସିଲ୍ କି ପେନ୍‌କୁ ଯଦି ଆମେ ଆଙ୍ଗୁଠି ଅଗରେ ରଖିବାକୁ ବା ବାଲାନସ୍ କରିବାକୁ ଚେଷ୍ଟା କରିବା ତେବେ ଏହାର ମଝାମଝି ଆଙ୍ଗୁଠି ରଖିବାକୁ ପଡିବ । କାରଣ ଏହାଦ୍ୱାରା ଆଙ୍ଗୁଠି ରଖିବା ଜାଗାର ଦୁଇ ପଟେ ସମାନ ଓଜନ ରହିବ । ବିଜ୍ଞାନ ଭାଷାରେ କହିବାକୁ ଗଲେ ଆଙ୍ଗୁଠି ରଖିବା ଜାଗାଟି ହେଉଛି…

ନଭେମ୍ବର ୧୦ରେ ନିଲାମ ହେବ ଦାଉଦ୍‌ ଇବ୍ରାହିମ୍‌ଙ୍କ ପୈତୃକ ସମ୍ପତ୍ତି

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍‌ ଇବ୍ରାହିମ୍ କାସକରଙ୍କ ପୈତୃକ ସମ୍ପତ୍ତି ବର୍ତ୍ତମାନ ନିଲାମ ହେବ। ଯେଉଁମାନେ ନିଲାମୀ କରିବାକୁ ଚାହୁଁଛନ୍ତି ସେମାନେ ଆଜିଠାରୁ ସମ୍ପତ୍ତି ଯାଞ୍ଚ କରିବେ। (SAFEMA) ଏଜେନ୍ସି ଡନ୍ ଦାଉଦ୍‌ଙ୍କ ସମ୍ପତ୍ତି ନିଲାମ କରିବାକୁ ଯାଉଛନ୍ତି। ନଭେମ୍ବର…

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି । ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ…

ବିଷ ପିଇ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ; ଅଳ୍ପକେ ବର୍ତ୍ତିଲେ ସ୍ବାମୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅନ୍ତର୍ଗତ ବିରିପଟା ଗାଁରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି। ଏହି ଘଟଣାରେ ପତ୍ନିଙ୍କ ଦେହାନ୍ତ ହୋଇଥିଲା ବେଳେ ସ୍ୱାମୀ ଚିକିତ୍ସିତ ହେବା ପରେ ଏବେ ସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗାଁର ଶ୍ରୀକାନ୍ତ ମିଶ୍ର…

NCBର ସମନ୍ ପରେ ଦୀପିକା ପାଦୁକୋନଙ୍କ ମ୍ୟାନେଜର ଗାଏବ୍‌

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଲତାଡ କରୁଛି ଏନ୍‌ସିବି । ଏହି ମାମଲାରେ ବଲିଉଡ ମସ୍ତାନୀ ଗାର୍ଲ ଦୀପିକା ପାଦୁକୋନ ମଧ୍ୟ ଏନ୍‌ସିବି ପଚରାଉଚରା କରିଛି । ଦୀପିକାଙ୍କ ସହ ତାଙ୍କ ଟ୍ୟାଲେଂଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କ…

ହାଥରସ ମାମଲା: ପୀଡିତାଙ୍କ ପରିବାରକୁ ସୁରକ୍ଷା ଯୋଗାଇବେ CRPF‌ ଯବାନ

ୟୁପି: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାରକୁ ମିଳିଲା କଡା ସୁରକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକକ୍ରମେ ଏହି ସୁରକ୍ଷାକୁ ଆହୁରି କଡା କଡି କରାଯାଇଛି । ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ପାଇଁ ୮୦ ଜଣ ସିଆର୍‌ପିଏଫ୍ ଯବାନ ମୁତୟନ କରାଯାଇଛି । …

ଫୋନ୍‌ ପେ ବ୍ୟବହାରକାରୀଙ୍କ ସଂଖ୍ୟା ୨୫ କୋଟି ପାର୍‌

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଡିଜିଟାଲ୍‌ ପେମେଣ୍ଟ୍‌ ପ୍ରକ୍ରିୟା ଅଧିକ ବ୍ୟବହାର କରାଯାଉଛି। ତେବେ ଏହା ମଧ୍ୟରେ ଫୋନ୍‌ ପେ ଉପଭୋକ୍ତାଙ୍କ ସଂଖ୍ୟା ୨୫ କୋଟି ଅତିକ୍ରମ କରିଛି। ଏ ନେଇ ଫୋନ୍‌ ପେ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କମ୍ପାନୀ କହିଛି ଯେ ଅକ୍ଟୋବରରେ ଏହାର…

ପାକିସ୍ତାନ ଜେଲ୍‌ରେ ୨୦ ବର୍ଷ ସଜା କାଟିବା ପରେ ଗାଁକୁ ଫେରୁଛି ଓଡ଼ିଆ ପୁଅ

ସୁନ୍ଦରଗଡ: ୨୫ ବର୍ଷ ପରେ ଘରକୁ ଫେରୁଛି ପୁଅ । ପାକିସ୍ତାନ ଜେଲରେ ୨୦ ବର୍ଷ ସଜା କାଟି ଓଡ଼ିଆ ପୁଅ ଘରକୁ ଫେରୁଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ଗାଁକୁ ଫେରୁଥିବାରୁ ଗାଁ ଲୋକେ ତା ଫେରିବା ବାଟକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।…

ବ୍ୟାଙ୍କ୍‌ ଅଫ୍‌ ବରୋଦା ପରେ ଏବେ ୟୁନିୟନ୍‌ ବ୍ୟାଙ୍କ ହୋମ୍‌ ଲୋନ୍‌ ସୁଧ ହାର ହ୍ରାସ କରିଛି; ଏବେ ଗୃହ ଋଣ ଉପରେ…

ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ପରେ ବର୍ତ୍ତମାନ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଗୃହ ଋଣ ସୁଧ ହାର ହ୍ରାସ କରିଛି। ବ୍ୟାଙ୍କ ୩୦ ଲକ୍ଷରୁ ଅଧିକ ହୋମ୍‌ ଲୋନ୍‌ ବଦଳରେ ସୁଧ ଉପରେ ୧୦ଟି ଆଧାର ପଏଣ୍ଟ କଟାଇଛି। ପୂର୍ବରୁ ଏହା ଉପରେ ୬.୯୫ ପ୍ରତିଶତ ସୁଧ ଆଦାୟ କରାଯାଉଥିଲା। କିନ୍ତୁ…

ନେପୋଟିଜିମକୁ ନେଇ ଉଠିଲା ପ୍ରଶ୍ନ; ସଲମାନ୍ କହିଲେ ଶାହରୁଖ ଖାନଙ୍କ କଥା…

ମୁମ୍ବାଇ: ନେପୋଟିଜିମକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଉଠିଥାଏ । ଯେଉଁଥିରୁ ବାଦ୍ ପଡିନି ବିଗବସ୍ ସିଜନ୍ ୧୪ । ଏହି ସିଜନରେ ରାହୁଲ ବୈଦ ନେପୋଟିଜିମକୁ ନେଇ ଜାନ୍ କୁମାର ସାନୁଙ୍କ ଉପରେ କମେଣ୍ଟ କରିଥିଲେ । ଯାହା ପରେ ଶନିବାର ଦିନ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ୍ ଖାନ୍ ଅନେକ…