Latest Odisha News

BREAKING NEWS

Yearly Archives

2020

ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା

ଖୋର୍ଦ୍ଧା: ଓଟିଭି ଷ୍ଟୁଡିଓ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ । ଖୋର୍ଦ୍ଧା ସାରୁଆ ଥିବା ଷ୍ଟୁଡିଓ ଆଗରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆଜି ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା । କର୍ମଚାରୀ ଅଭିଯୋଗ କରିଛନ୍ତି, ଓଟିଭି ଏମଡି ଜାଗି…

‘ବନ୍ଦେ ମାତରମ୍‌’ ଗାଇ ଧମାଲ କରିଥିବା କୁନି ଝିଅକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ’ର କଣ୍ଟେମପୋରାରୀ ଭର୍ସନ ଗାଇ ଧମାଲ କରିଥିବା ମିଜୋରାମର ୪ ବର୍ଷୀୟ କୁନି ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ମିଜୋରାମର ୪ ବର୍ଷୀୟ ଏସ୍ତେର ହମତେ ନାମକ କୁନି ଝିଅର ଏହି ଭିଡିଓ ଖୁବ୍ ପପୁରାଲ୍ ହୋଇଥିବା ବେଳେ ଏହା…

ଆଇପିଏଲରେ କୋହଲିଙ୍କୁ ରେକର୍ଡ ଥର ଆଉଟ କଲେ ସନ୍ଦୀପ

ଶାରଜା:ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଅଧିନାୟକ ବିରାଟ କୋହଲିଙ୍କୁ ରେକର୍ଡ ଥର ଆଉଟ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସନ୍ଦୀପ ଶର୍ମା । ସେ କୋହଲିଙ୍କୁ ୭ଥର ଆଉଟ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଜାହୀର ଖାଁ ମଧ୍ୟ ୭ଥର ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି…

ନକଲି ନୋଟ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭଦ୍ରକ: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ । ସେମାନଙ୍କୁ ବାନ୍ଧିଛି ଭଦ୍ରକ ଜିଲା ବାସୁଦେବପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗାଁରେ ପ୍ରିୟ ରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା…

ଦୀପାବଳି ଅବସରରେ ଟିଭିଏସ୍‌ ଆଣିଛି ଧମାକାଦାର୍‌ ଅଫର୍‌; ଜାଣନ୍ତୁ ଟିଭିଏସ୍‌ର କେଉଁ ସ୍କୁଟର ଉପରେ ମିଳୁଛି ଏହି…

ନୂଆଦିଲ୍ଲୀ: ଉତ୍ସବର ଋତୁରେ ଅନେକ ସାମଗ୍ରୀ ଉପରେ ଆକର୍ଷଣୀୟ ଉପହାର ସାଙ୍ଗକୁ ଆକ‌େର୍ଣୀୟ ଅଫର୍‌ ମଧ୍ୟ ମିଳୁଛି। ଏହି ସମୟରେ, ଟିଭିଏସ୍ ଏହାର ବିକ୍ରି ହେଉଥିବା ସ୍କୁଟର ବେଷ୍ଟ୍‌ ସେଲିଂ ସ୍କୁଟର ଟିଭିଏସ୍ ଜୁପିଟର୍‌ ଉପରେ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଜିରୋ ଫାଇନାନ୍ସ ଠାରୁ ଆରମ୍ଭ…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୁଲଡିହା ଅଭୟାରଣ୍ୟ ଦୀର୍ଘ ୮ ମାସ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଛି। କୋଭିଡ୧୯ ମହାମାରୀକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ଏହି ଅଭୟାରଣ୍ୟ ବନ୍ଦ ରହିଥିଲା । ପର୍ଯ୍ୟଟକଙ୍କ ରାତି ରହଣୀ ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ…

କରୋନା ସଂକ୍ରମଣରେ ଓଡିଆ ଡାକ୍ତରଙ୍କ ମୃତ୍ୟୁ

ଅନୁଗୁଳ: ବୌଦ୍ଧର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ବିଶ୍ୱନାଥ ରାଉତଙ୍କର କରୋନା ସଂକ୍ରମଣରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି । ନିକଟ ଅତୀତରେ ଶ୍ରୀ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହା ପରେ ତାଙ୍କର ଫୁସଫୁସ୍ ସଂକ୍ରମଣ ବାହାରିଥିଲା…

ଫିଲିପିନ୍ସରେ ଲ୍ୟାଣ୍ଡଫଲ୍ ପରେ ତାଣ୍ଡବ କଲା ସୁପର ଟାଇଫୁନ୍ ‘ଗୋନି’

ଫିଲିପିନ୍ସ: ୨୦୨୦ରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଟାଇଫୁନ୍ ଗୋନି ଆଜି ଫିଲିପିନ୍ସରେ ସ୍ଥଳଭାଗ ଛୁଇଁଛି । କାଟାନଡ୍ୱେନ୍ସ ଦ୍ୱୀପରେ ଲ୍ୟାଣ୍ଡଫଳ କରିଥିଲା ଏହି ସୁପର ଟାଇଫୁନ୍ । ଘଣ୍ଟାପ୍ରତି ୨୨୫ କିଲୋମିଟର ବେଗରେ ସ୍ଥଳଭାଗରେ ମାଡ଼ ହୋଇଥିଲା । ସ୍ଥଳଭାରେ ୨୨୫ରୁ ୧୬୫ କିଲୋମିଟର ବେଗରେ…

୧୬ ନଭେମ୍ବରରୁ ଖୋଲିବ ସ୍କୁଲ୍; ତାମିଲ୍‌ନାଡୁ

ନୂଆଦିଲ୍ଲୀ: କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ବଡ଼ ସ୍କୁଲ ଖୋଲିବାକୁ ତାମିଲନାଡୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁ ଦେଶରେ ସମସ୍ତ ସ୍କୁଲ୍‌ କଲେଜଗୁଡ଼ିକ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ନିଷ୍ପତ୍ତି ପରେ ୧୬…

ଆଜିଠୁ ଶ୍ରୀକ୍ଷେତ୍ରରେ ‘ମୋ ଧାମ ମୋ ଗର୍ବ’ ଅଭିଯାନ

ପୁରୀ: ଆଜିଠୁ ପୁରୀ ଆରମ୍ଭ ହୋଇଛି 'ମୋ ଧାମ ମୋ ଗର୍ବ' ଅଭିଯାନ । ଏହା ଏକ ସପ୍ତାହ ଧରି ଚାଲିବ । ଏହି ଅଭିଯାନ ଜରିଆରେ ରାସ୍ତାରେ ଗୋଟିଏ ବି ଅଳିଆ ପଡିବନି । କୁଆ ଡାକିବା ପୂର୍ବରୁ ପୁରୀ ସହର ସଭା ହୋଇଯାଇଥିବ । ଏଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା…