Latest Odisha News

BREAKING NEWS

Yearly Archives

2020

ଦିନକରେ ଦେଶରେ ୭୨ ହଜାର ନୂଆ ଆକ୍ରାନ୍ତ, ୯୮୬ ମୃତ

ନୂଆଦିଲ୍ଲୀ: ଦେଶରେ ୬୭ ଲକ୍ଷ ଟପିଛି କରୋନା ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୭୨ ହଜାର ୪୯ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ମହାମାରୀ ଆଉ ୯୮୬ ଆକ୍ରାନ୍ତଙ୍କୁ ମାରି ଦେଇଛି । ଦେଶରେ…

ବୁଦ୍ଧିଷ୍ଟ୍‌ ଡାଏଟ୍‌ କଣ? ଜାଣନ୍ତୁ ଏ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ବୌଦ୍ଧ ବ୍ୟଞ୍ଜନ ଏକ ଏସୀୟ ଖାଦ୍ୟ। ଏହାକୁ ବିଶେ‌ଷ କରି ବୌଦ୍ଧ ଧର୍ମାବଲମ୍ବୀମାନେ ଅନୁସରଣ କରିଥାନ୍ତି। ବୌଦ୍ଧ ଆହାର ମୁଖ୍ୟତଃ ଶାକାହାରୀ ଭୋଜନ ହୋଇଥାଏ। ଯିଏ ବୌଦ୍ଧ ଧର୍ମ ଗ୍ରହଣ କରେ ତାଙ୍କୁ ଶାହାକାରୀ ଖାଦ୍ୟ ଗ୍ରହଣ କରିବାକୁ ପଡ଼ିଥାଏ। ସେମାନଙ୍କୁ ମାଂସାହାରୀ ଆଦି…

ରିୟାଙ୍କୁ ବେଲ୍ ନା ପୁଣି ଜେଲ୍ ! ଆଜି ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ କି ନାହିଁ ? ନା ଜେଲରେ ରହିବେ ? ଆଜି ଜାମିନ ଆବେଦନର ରାୟ ଦେବେ ବମ୍ବେ ହାଇକୋର୍ଟ । ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ବି…

ପୁଣି ଆରମ୍ଭ ହେଲା ରାଜାମୌଲୀଙ୍କ ‘RRR‌’ର ସୁଟିଂ

ହାଇଦ୍ରାବାଦ: ପୁଣି ସେଟ୍‌କୁ ଫେରିଲେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସଦସ୍ୟ । ଆରମ୍ଭ ହେଲା ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁଟିଂ । କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ସୁଟିଂ ବନ୍ଦ ରହିଥିଲା। ଏବେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ…

ହାଥରସ ଘଟଣାରେ ବଡ ଟ୍ୱିଷ୍ଟ, ଅଭିଯୁକ୍ତ ସହ ଥିଲା ପୀଡିତାଙ୍କ ପରିବାରର ସମ୍ପର୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଘଟଣାରେ ସାମ୍ନାକୁ ଆସିଛି ବଡ ଟ୍ୱିଷ୍ଟ । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତ ବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ ଶହେରୁ ଅଧିକ ଥର ଫୋନରେ କଥାବାର୍ତା…

ହାଥରସ କେସ୍: ଆଜି ରିପୋର୍ଟ ଦେବନି SIT, ମିଳିଲା ଆଉ ୧୦ ଦିନ ସମୟ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ୧୦ଦିନ ସମୟ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏସଆଇଟିକୁ ସମୟ ଦେଇଛନ୍ତି । ହାଥରସ…

ପୁଣି ରାଜଧାନୀରୁ ଧରାପଡିଲା ଚୋରା ବନ୍ଧୁକ, ୨ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଚୋରା ବନ୍ଧୁକ ଜବତ କରିଛି । ଗାଡିରେ ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକାଇଥିଲା । ପରେ ଯାଂଚ ବେଳେ ସେମାନଙ୍କ ନିକଟରୁ ଚୋରା ବନ୍ଧୁକ…

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ରହ୍ମବରଦା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ବ୍ୟବସାୟୀର ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି । ମହେଶ୍ୱର ଦୋକାନ ବନ୍ଦ କରି ସୁନା, ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ…

ତାଲା ଭାଙ୍ଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ

ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା…

ଏନ୍‌କାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ସୋପିଆନ ଜିଲ୍ଲାର ସୁଗନ ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନ୍‌କାଉଂଟର ମଙ୍ଗଳବାରରୁ ଜାରି ରହିଥିଲା । ଆତଙ୍କବାଦୀମାନେ ସୁଗନ ଅଂଚଳରେ ଲୁଚି ରହିଥିବା ଖବର ପାଇ…