Latest Odisha News

BREAKING NEWS

Yearly Archives

2020

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଟମ୍‌ କ୍ରୁଜ୍‌ଙ୍କ ଅଭୁତପୂର୍ବ ଷ୍ଟଣ୍ଟ୍‌ ପ୍ରଦର୍ଶନ

ନୂଆଦିଲ୍ଲୀ: ଟମ୍‌‌ କ୍ରୁଜ୍‌ ଆଜିକାଲି ‘ମିଶନ୍‌ ଇମ୍ପସିବଲ୍‌ ୭’ ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମ ସହ ଜଡ଼ିତ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ବର୍ତ୍ତମାନ ଟମ୍‌ଙ୍କ ଏକ ନୂଆ ଭିଡିଓ ସାମ୍‌ନାକୁ ଆସିଛି। ଏହି ଭିଡିଓରେ ସେ ଏକ ହାଇ ସ୍ପିଡ୍‌ରେ ଚାଲୁଥିବା…

ହାତୀ ଉପଦ୍ରବରୁ ମୁକ୍ତି ଦେବ ‘ଐରାବତ’

ଢେ଼ଙ୍କାନାଳ: ଏଣିକି ହାତୀ ଉପଦ୍ରବରୁ ମିଳିବ ମୁକ୍ତି । ରକ୍ଷା କରିବ ‘ଐରାବତ’ । ହାତୀ ଉପଦ୍ରବ ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍‌ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଐରାବତ ବସ୍ ଯୋଜନା । ଏହି ବସ୍‌  ମାଧ୍ୟମରେ ବନ କର୍ମଚାରୀ ଓ ଏଲିଫ୍ୟାଣ୍ଟ ସ୍କ୍ୱାଡ୍ ଏକାଠି ମିଶି ହାତୀଙ୍କ…

ସାର୍ବଜନୀନ ସ୍ଥାନରେ ବିରୋଧ ପ୍ରଦର୍ଶନ ଠିକ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇ ବା ସିଏଏକୁ ନେଇ ଦିଲ୍ଲୀ ଶାହିନବାଗରେ ବହୁ ଦିନ ଧରି ଚାଲିଥିବା ପ୍ରଦର୍ଶନ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ସାର୍ବଜନୀନ ସ୍ଥାନରେ ଦୀର୍ଘ ସମୟ ଧର ବିରୋଧ ପ୍ରଦର୍ଶନ କରାଯାଇ ପାରିବ ନାହିଁ । ନିର୍ଦ୍ଦିଷ୍ଚ କୌଣସି ଗୋଟିଏ…

ରିୟାଙ୍କୁ ମିଳିଲା ଜାମିନ, ଜେଲ୍‌ରେ ରହିବେ ସୌଭିକ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍ । ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି…

ଜୋ ବିଡେନଙ୍କ ସର୍ତ୍ତ: ଟ୍ରମ୍ପ କରୋନା ସଂକ୍ରମିତ ଥିଲେ ଡିବେଟକୁ ଯିବେନି

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ତିନି ଦିନ ଚିକିତ୍ସା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ନେଇ ଦ୍ୱିତୀୟ ଡିବେଟ୍ । ତା ପୂର୍ବରୁ ଟ୍ରମ୍ପଙ୍କ ଆଗରେ ସର୍ତ୍ତ ରଖିଛନ୍ତି…

ବିଦେଶୀ ଅଭିନେତ୍ରୀଙ୍କ ଦେଶୀ ଛୁଙ୍କ; ବିଦେଶରୁ ଆସି ବଲିଉଡ୍‌ରେ ନାଁ କରିଥିବା ଅଭିନେତ୍ରୀ ସମ୍ପର୍କରେ..

ମୁମ୍ବାଇ: ଅନେକ ବିଦେଶୀ ଅଭିନେତ୍ରୀ ଧୀରେ ଧୀରେ ବଲିଉଡ୍ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଦେଶୀ ଅଭିନେତ୍ରୀ ଯେଉଁମାନେ ବହୁ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଯାହାର ଗଣନା ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। କାଟ୍ରିନା କୈଫ୍‌ ଏହି ତାଲିକାରେ ପ୍ରଥମ…

କରୋନା ମୁକ୍ତ ହେଲା ପୋଲସରା

ଗଞ୍ଜାମ: ଭାଙ୍ଗିଲା କରୋନା ସଂକ୍ରମଣର ଚେନ୍ । କରୋନା ମୁକ୍ତ ହେଲା ଗଂଜାମ ଜିଲ୍ଲା ଛତ୍ରପୁର ସବଡିଭିଜନର ପୋଲସରା ବ୍ଲକ । ଜିଲ୍ଲାର ପ୍ରଥମ ବ୍ଲକ ଭାବେ ଏହା କରୋନା ମୁକ୍ତ ହୋଇଛି । ଏନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ପୋଲସରା ବ୍ଳକ୍‌ରେ ଆଉ ନୂତନ…

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା…

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO

ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କରୋନା ନେଇ ଆତଙ୍କ ଖେଲିଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିବା ଦୌଡରେ…

ମନ୍ଦିର ଖୋଲିବା ଦାବିରେ ୯ଟାରେ ୯ ମିନିଟ୍ ଯାଏଁ ପିଟିଲେ ଘଣ୍ଟ

ଭୁବନେଶ୍ୱର: ମନ୍ଦିର ଖୋଲିବା ଦାବିରେ ଘଂଟ ପଟିଲେ ପୂଜକ । ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟ ଅଚଂଳର ମନ୍ଦିରରେ ଆଜି ସକାଳ ୯ଟା ବେଳେ ୯ ମିନିଟ୍ ପାଇଁ ଘଂଟ ବଜାଯାଇଛି । କୋଭିଡ କଟକଣା ଭିତରେ ମନ୍ଦିର ଖୋଲିବାକୁ ସେବାୟତମାନେ ଦାବି କରିଛନ୍ତି । ଲକଡାଉନ୍ ପରେ ଅନ୍‌ଲକରେ ମଧ୍ୟ ମନ୍ଦିର ବନ୍ଦ…