Latest Odisha News

BREAKING NEWS

Yearly Archives

2020

ଭାରତୀୟମାନେ ଶୋଇବା ପ୍ରିୟ: ସର୍ଭେ

ନୂଆଦିଲ୍ଲୀ: ଭାରତୀୟମାନେ ଶୋଇବାକୁ ଅଧିକ ଭଲ ପାଆନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି । ଜାନୁଆରୀ ଏବଂ ଡିସେମ୍ବର ୨୦୧୯ ମଧ୍ୟରେ  ୫୯୪୭ ଗ୍ରାମ ଏବଂ ୩୯୯୮ ସହରାଞ୍ଚଳରେ ଥିବା ୧୩୮୭୯୯ ଘରେ ଏନଏସଓ ଦ୍ୱାରା ଏହି ସର୍ଭେ କରାଯାଇଥିଲା । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ବ୍ୟତୀତ ସମଗ୍ର ଦେଶରେ…

କରୋନା ନେଲା ଆଉ ୧୬ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି

ଭୁବନେଶ୍ୱର: ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୬ ଜଣ ରୋଗୀ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣତ୍ୟାଗ କରିଛନ୍ତି । ମଙ୍ଗଳବାର ଦିନ ସୁଦ୍ଧା ଓଡିଶାରେ ମୃତ୍ୟୁ ସଂଖ୍ୟା ୯୪୦କୁ ବୃଦ୍ଧି ପାଇଛି। ୧୦ ଟି ଜିଲ୍ଲାରୁ ରିପୋର୍ଟ ହୋଇଥିବା ନୂତନ ମୃତ୍ୟୁ ମଧ୍ୟରେ ୪ଟି ବାଲେଶ୍ୱରରୁ, ୨ଟି କଟକ ଓ…

ଖୁସି ଖବର: ପୁଣି ହ୍ରାସ ପାଇଲା ସୁନା ଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଲଗାତାର କମିବାରେ ଲାଗିଛି ସୁନା ଦର । ଗତକାଲି ତୁଳନାରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୯୮୦ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କାରେ ପହଞ୍ଚିଥିବା ରେକର୍ଡ ହୋଇଛି। ରାଜଧାନୀ…

ଅଭିନେତା ହେଉ ତୈମୁର: ସୈଫ ଅଲି ଖାନ

ମୁମ୍ବାଇ: ବଲିଉଡରେ ଏବେ ପରିବାର ବାଦର ଝଡ଼ ଉଠିଛି। ଏହି ସମୟରେ ଛୋଟେ ନବାବ ସୈଫ ଅଲି ଖାନଙ୍କ ଏକ ବୟାନ ଏହି ନିଆଁରେ ଆଉ ଟିକିଏ ଘିଅ ଢାଳିଲା ପରି ହୋଇଛି । ସୈଫ ନିକଟରେ ପ୍ରକାଶ କରିଛନ୍ତି ଯେ, ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ତୈମୁର ଜଣେ ଅଭିନେତା ହୁଅନ୍ତୁ। ବଲିଉଡ ହଙ୍ଗାମାକୁ ଦେଇଥିବା…

ପେଶାରେ ସଫ୍ଟୱେୟାର ଇଂଜିନିଅର, ନିଶାରେ ଲୁଟେରା !

କର୍ଣ୍ଣାଟକ: ପ୍ରାୟ ୭୦ଟି ଲୁଟ୍ ମାମଲାରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ତା ବିରୋଧରେ ଦାୟର ହୋଇଥିଲା ଏକାଧିକ ମାମଲା । ବହୁଦିନ ଧରି ପୋଲିସ ଆଖିିରେ ଧୂଳିଦେଇ ଚଲାଇଥିଲା ଲୁଟ୍‌ତରାଜ । ହେଲେ ଶେଷରେ ବେଙ୍ଗାଳୁରୁର ପିନ୍ୟା ଅଂଚଳରେ ଜଣେ ବୟସ୍କ ମହିଳାଙ୍କ…

ନିଜକୁ ରମାକାନ୍ତ ସାମନ୍ତରାୟ ମନେ କରି ବା ଅନ୍ଧାର ଦିଅ ଆଲୁଅ ନିଅ

ଶୈଲେନ ରାଉତରାୟ                                                  ଲାରେ ଲାପା ଲାରେ ଲାପା ଡାକେ କୋଇଲି । କୋଇଲିର ଡାକ ଶୁଣି ବୁଲି ପଇଲି । ଦେଖିଲି ସେ ପିକ ନୁହେଁ ଅଟେ ମୟୂର । ମୟୂରର ଶୋଭା ଦେଖ କି ମନୋହର । ମୟୂର ପାଖରେ ଦେଖିଲା ବେଳକୁ ବୁଲୁଚି ରଜା । ରଜା…

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ୍ ପୁରସ୍କାର

ଷ୍ଟକ୍‌ହାମ୍‌: ସ୍ୱିଡେନର ରୟାଲ୍ ବିଜ୍ଞାନ ଏକାଡେମୀ ପକ୍ଷରୁ ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ୩ ଜଣଙ୍କ ନାମ ନୋବେଲ୍ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ରୋଜର ପେନରୋସ୍‌, ରାଇନହାର୍ଡ ଗେନଜେଲ୍ ଓ ଆନ୍ଦ୍ରେ ଗେଜ । ଯେଉଁମାନେକି ଅନ୍ତରୀକ୍ଷରେ ଥିବା…

ସେଞ୍ଚୁରିଅନ୍ ୟୁନିଭରସିଟି ପକ୍ଷରୁ ଭର୍ଚୁଆଲ୍ କନଭୋକେସନରେ ଶ୍ରୀଧରା ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍…

ଭୁବନେଶ୍ୱର : ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM)ର ଅଷ୍ଟମ ଭର୍ଚୁଆଲ୍ କନଭୋକେସନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକ୍ରମ ସରାଭାଇ ସ୍ପେଶ୍ ସେଣ୍ଟରର ନିର୍ଦ୍ଦେଶକ ଡ ଶ୍ରୀଧର ପାନିକର୍ ସୋମନାଥଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି…

୫୦୦ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବି: ରାହୁଲ ଗାନ୍ଧୀ

ହରିୟାଣା: କେନ୍ଦ୍ରର କୃଷି ଆଇନ ବିରୁଦ୍ଧରେ ଅଭିଯାନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲିକୁ ଆଜି ଅପରାହ୍ନରେ ହରିୟାଣା ବାହାରେ ପୋଲିସ ଦ୍ୱାରା ଅଟକାଇଦିଆଯାଇଛି । ତିନି ଦିନିଆ ରାଲି ପାଇଁ ପଞ୍ଜାବରୁ ହରିୟାଣା ଅଭିମୁଖେ ଯାଉଥିବା କଂଗ୍ରେସ ନେତା କହିଛନ୍ତି ଯେ ତାଙ୍କୁ ୫୦୦…

ଭୁବନେଶ୍ୱରରେ ୨୦ ହଜାର ଟପିଲା କରୋନା ଆରୋଗ୍ୟଙ୍କ ସଂଖ୍ୟା; ଆଜି ୩୬୫ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ସୁସ୍ଥତାଙ୍କ ସଂଖ୍ୟା ୨୦ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…