Latest Odisha News

BREAKING NEWS

Yearly Archives

2020

କବିତା : ଧିକାରୋକ୍ତି!!

ପ୍ରସେନଜିତ୍ ସେଠୀ                                                       ଧିକାର୍ ଧିକାର, ଶତ ବାର ଧିକାର ରେ ନପୁଂସକ ଗଣ, ରେ କାପୁରୁଷ ଗଣ!! ତୁମ ମଣିଷ ଜନ୍ମ କୁ ଧିକାର୍!! ଦେଖି ନାରୀଟିର ଅସହାୟତା, ଏକାକୀତ୍ଵତା ଜାଗି ଉଠେ ତୁମ ପିଶାଚ ମାନସିକତା, ପାଶବିକତା ତୁମ…

ହଠାତ୍ ଅସୁସ୍ଥ ହୋଇ ତଳେ ପଡିଗଲେ ଲାଲୁ ପ୍ରସାଦ ଯାଦବଙ୍କ ପୁତ୍ର ତେଜପ୍ରତାପ

ପାଟନା: ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜପ୍ରତାପ ଶନିବାର ହଠାତ୍ ଅସୁସ୍ଥ ହୋଇ ତଳେ ପଡି ଯାଇଥିଲେ । ପୂର୍ବତନ ମନ୍ତ୍ରୀ ତେଜପ୍ରତାପଙ୍କ ଅସୁସ୍ଥତା କାରଣ ଜଣାପଡି ନାହିଁ । ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି । ସେଠାରେ ମାଆ ରାବ୍ରି ଦେବୀ ଓ…

କୋଭିଡ ଡାକ୍ତରଖାନା ଯାଞ୍ଚ ପାଇଁ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଲେ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ତଥା ବେସରକାରୀ କୋଭିଡ ଡାକ୍ତରଖାନାର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିବାକୁ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶନିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୩୨୯ ପଜିଟିଭ; ୩୪୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ ଜଣ…

ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !

ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍‌ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ'ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ,…

ହାଥ୍ରାସ୍ ଘଟଣାକୁ ନେଇ କହିଲେ ମମତା – “ଆଜି ମୁଁ ଜଣେ ହିନ୍ଦୁ ନୁହେଁ, ଦଳିତ ମଧ୍ୟ ।”

କୋଲକାତା: ଉତ୍ତରପ୍ରଦେଶ ହାଥ୍ରାସ୍ ବଳାତ୍କାର ଘଟଣାକୁ ନେଇ ରାସ୍ତାକୁ ଓଲ୍ହାଇଲେ ମମତା ବାନାର୍ଜୀ । 'ହାଥ୍ରାସ୍ ଭୟ' ନାମରେ କୋଲକାତାରେ ଏକ ବିରୋଧ ପ୍ରଦର୍ଶନ କରିବା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶର ବିଜେପି ସରକାର  'ଦଳିତ, ସଂଖ୍ୟାଲଘୁ ସମ୍ପ୍ରଦାୟ…

ଦଳିତ ଅତ୍ୟାଚାର ନେଇ ରାଜନୀତି ନ ହେଉ: ରାମଦାସ ଆଥୱାଲେ

ଲକ୍ଷ୍ନୌ: ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗର କେନ୍ଦ୍ର ମନ୍ତ୍ରୀ ରାମଦାସ ଆଥୱାଲେ ଶନିବାର କହିଛନ୍ତି ଯେ ଦଳିତଙ୍କ ଉପରେ ଅତ୍ୟାଚାର ନାମରେ କୌଣସି ରାଜନୀତି ହେବା ଉଚିତ ନୁହେଁ । ହାଥ୍ରାସରେ ଯାହା ଘଟିଛି ତାହା ଅତ୍ୟନ୍ତ ଭୟଙ୍କର ଅଟେ । ଦଳିତ ଝିଅ ଉପରେ ବଳାତ୍କାର ଘଟଣା ଅତ୍ୟନ୍ତ…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍ ଡେ ସେଲ୍ ୧୬ରୁ ଆରମ୍ଭ; ଜାଣନ୍ତୁ କଣ ସବୁ ରହିଛି ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଫ୍ଲିପ୍‌କାର୍ଟ ପକ୍ଷରୁ ଖୁବ୍‌ ଶୀଘ୍ର ବିଗ୍‌ ବିଲିୟନ୍‌ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ ଅକ୍ଟୋବର ୧୬ରୁ ୨୧ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଡିଲ୍‌, ରିହାତି ଏବଂ ଅଫର୍‌ ଆଣିବ। ଏଥିରେ ଫ୍ଲିପ୍‌କାର୍ଟ ପ୍ଲସ୍‌…

ନାସାରନ୍ଧ୍ରରୁ ବାହରିଲା ଗଲ୍ଫ ବଲ୍ ଆକାରର ଟ୍ୟୁମର୍

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେଶ୍ ସର୍ଜରୀ ବିଶେଷଜ୍ଞଙ୍କର ବିରଳ ଅସ୍ତ୍ରୋପଚାର। ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ବାହାର କରାଯାଇଛି। ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡିତ ଥିବା ବେଳେ ମିନିମାଲ୍…

କିଟରେ ପଢିବେ ଗୁପଚୁପ ବିକୁଥିବା ଗରିବ ମେଧାବୀ ଛାତ୍ର ରାହୁଳ

ଭୁବନେଶ୍ୱର: ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତଙ୍କୁ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର ହାତ ବଢାଇଛି କିସ ଫାଉଣ୍ଡେସନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଗରିବ ମେଧାବୀ ଛାତ୍ର ରାହୁଲଙ୍କ…