‘ଏୟାରଟେଲ୍ ସିକ୍ୟୋର’ କଣ? ଏହାଦ୍ବାରା ଗ୍ରାହକ କଣ ସବୁ ସୁବିଧା ପାଇପାରିବେ
ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍ ଭାରତରେ ଏୟାରଟେଲ୍ ଗ୍ରାହକଙ୍କ ନିମନ୍ତେ ସାଇବର୍ ସୁରକ୍ଷା ସମାଧାନ ପାଇଁ ଏକ ସୁରକ୍ଷା କବଚ ପ୍ରସ୍ତୁତ କରିଛି। ଏହାର ନାଁ ରହିଛି ‘ଏୟାରଟେଲ୍ ସିକ୍ୟୁରିଟି’। ଏହା ମାଧ୍ୟମରେ ଗ୍ରାହକଙ୍କୁ ସମ୍ଭାବ୍ୟ ବିପଦ ବିରୁଦ୍ଧରେ ଉନ୍ନତ ମାନର କୌଶଳ ଏବଂ ସୁବିଧା ପ୍ରଦାନ…