Latest Odisha News

BREAKING NEWS

Yearly Archives

2020

ହ୍ଵାଟ୍ସଆପ ମାଧ୍ୟମରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇପାରିବ,SBI ଜାରି କରିଛି ସତର୍କ ସୂଚନା

ନୂଆଦିଲ୍ଲୀ: ସୋସିଆଲ୍ ମେସେଜିଂ ଆପ୍ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏକ ସତର୍କ ସୂଚନା ଜାରି କରିଛି। ଏହି ସୂଚନା ଅନୁଯାୟୀ, ହ୍ଵାଟ୍ସଆପ ରେ ଏକ ଛୋଟ ଭୁଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏକ ବଡ଼ କ୍ଷତି ହୋଇପାରେ। ଏହି ଆପରେ କଲ୍ କିମ୍ବା…

ଓଡ଼ିଶା ଦୃଷ୍ଟିହୀନ ସମାଜର ଉଜ୍ଜ୍ୱଳ ଜ୍ୟୋତିଷ୍କ ରାଜକିଶୋର ସାବତ

ଭୁବନେଶ୍ୱର: ୫୨ ବର୍ଷ ବୟସ୍କ ବରିଷ୍ଠ ଦୃଷ୍ଟିହୀନ ସମାଜସେବୀ ତଥା ଡଃ. ରତ୍ନାକର ଦାସ ମେମୋରିଆଲ ଦୃଷ୍ଟିହୀନ ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା, ତ୍ରୟମାସିକ ପତ୍ରିକା ଦିବ୍ୟଦୃଷ୍ଟି ଓଡ଼ିଶା ଓ ପ୍ରଜ୍ଞାର ସମ୍ପାଦକ, ପୀଙ୍ଗଲାଖି ପବ୍ଲିକ ୱେଲଫାରେ ଅର୍ଗାନାଇଜେସନ (PPWD)ର ସ୍ରଷ୍ଟା ତଥା…

ବିବାହିତ ଝିଅକୁ ସୁରକ୍ଷା ଦେବାକୁ ଯାଇ ଗଲା ବାପାର ପ୍ରାଣ

ବରୀ ଥାନା ଅନ୍ୟାସୀପୁର ଗ୍ରାମରେ ଭଲପାଇ ବିବାହ କରିଥିବା ଝିଅକୁ ସୁରକ୍ଷା ଦେବାକୁ ଯାଇଥିବା ଝିଅର ଶ୍ବଶୁର ଘର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଝିଅର ବାପା ମୃତବରଣ କରିତଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ବରୀ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।…

ରାଜ୍ୟରୁ ସୁସ୍ଥ ହେଲେ ୪୦୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦୧୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୫୪୫, କଟକରୁ ୪୦୪ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୬୭ ଜଣ, ମୟୂରଭଞ୍ଜରୁ ୧୫୯ ଜଣ,…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ମୁହଁ ଖୋଲିଲା ସିବିଆଇ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ୩ ମାସରୁ ଅଧିକ ସମୟ ବିତିଥିବା ବେଳେ ଏଯାବତ୍ କୌଣସି ଫଳାଫଳ ଆସିପାରିନାହିଁ । ଏହାଛଡା ସିବିଆଇର ତଦନ୍ତ ଉପରେ ମଧ୍ୟ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଯାହା ପରେ ସିବିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।…

ଆଇପିଏଲ ମହାସମର : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ : ଆଜି ଆଇପିଏଲ ଦଶମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ତେବେ ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ଦଳ ଏ ଯାଏଁ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ…

ଖେଳରୁ ଖେଳରୁ ବିଜ୍ଞାନ: କାଗଜ ମାଙ୍କଡଚିତ୍‌

ଚାରିକୋଣିଆ କାଗଜ ଖଣ୍ଡିକରୁ ମାଙ୍କଡଚିତ୍ । ମାଗାଜିନର ପେଜ୍ ବା ସେମିତି ଟିକିଏ ଟାଣୁଆ କାଗଜ ନିଅ । ୧୦ସେମି ଧାର ବିଶିଷ୍ଟ ବର୍ଗାକାର କାଗଜରେ ଏଇ ଖେଳଣାକୁ ତିଆରି କରିବା । ୧- ପ୍ରଥମେ କାଗଜର ଦୁଇ ସାମ୍ନା ଧାରକୁ ଯୋଡି ଭାଙ୍ଗିଦିଅ । କାଗଜର ମଝି ଭାଙ୍ଗ ମିଳିଯିବ । ୨- କାଗଜର ଦୁଇ…

ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ୍‌

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ ତାରିଖରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ୍ ଖୋଲିବ ବୋଲି ସୋମବାର ଦିନ ସୂଚନା ଦେଇଛନ୍ତି ନନ୍ଦନକାନନର ଡେପୁଟି ଡାଇରେକ୍ଟର ଚିତ୍ତରଞ୍ଜନ ମିଶ୍ର। ପ୍ରାଣୀ ଉଦ୍ୟାନ୍ ଖୋଲିବା ପୂର୍ବରୁ ଏକ ଏସଓପି ଜାରି କରାଯିବ । ଏଥିସହିତ ବୁଲିବା ସମୟରେ ପର୍ଯ୍ୟଟକ…

ଭୁବନେଶ୍ୱରରେ ୨୧ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମଣ ୨୧ ହଜାର ଟପିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଶ୍ରୀମନ୍ଦିର ନ ଖୋଲିବାକୁ ଯୁକ୍ତି ବାଢିଲେ ସରକାର

କଟକ : ପୁରୀରେ ସେବାୟତଙ୍କ ପରିବାରର ୩୩୨ ଜଣ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟର ୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ନିୟମିତ ନୀତିକାନ୍ତି ଚାଲିଛି । ମନ୍ଦିର ଭକ୍ତମାନଙ୍କ ପାଇଁ କାହିଁକି ଖୋଲାଯିବନି ଏ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ହାଇକୋର୍ଟରେ ହୋଇଥିବା ମାମଲାର ଜବାବ…