Latest Odisha News

BREAKING NEWS

Yearly Archives

2020

ବିଧାନସଭା ଅଧିବେଶନ ପୂର୍ବରୁ ୧୩୬ କର୍ମୀଙ୍କୁ କରୋନା

ଭୁବନେଶ୍ୱର: ଓଡିଶା ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକ, ସାମ୍ବାଦିକ ଓ କର୍ମଚାରୀ ମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ଟେଷ୍ଟ କରାଯାଇଥିବା ୭୫୭ ଜଣଙ୍କ ମଧ୍ୟରୁ ପ୍ରାୟ ୧୩୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ପ୍ରାପ୍ତ ସୂଚନାନୁଯାୟୀ ବିଜେଡିର ପ୍ରମିଳା ମଲ୍ଲିକ…

ଭୁବନେଶ୍ୱରରୁ ୩୧୭ କରୋନା ଆକ୍ରାନ୍ତ ଚିହ୍ନଟ; ୨୫୫ ଲୋକାଲ୍ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୧୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ବିଶ୍ୱ ପର୍ଯ୍ୟଟନ ଦିବସ; ଜାଣନ୍ତୁ ଓଡିଶାର କିଛି ପ୍ରମୁଖ ଜଳପ୍ରପାତ ସମ୍ପର୍କରେ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ…

ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତାକୁ କ୍ଷୁର୍ଣ୍ଣ କରିବ ନାହିଁ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦: ଉଚ୍ଚ…

ଭୁବନେଶ୍ୱର: ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ ସଂଶୋଧନ ଅଣାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ୨୦୨୦ ସଂପର୍କରେ ଆୟୋଜିତ ଏକ…

ଯେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ହୋଇଥିଲା ଭେଟଘାଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି । ନିଜ ଅହିଂସା ବଳରେ ଭାରତକୁ ଦେଇଥିଲେ ସ୍ୱାଧୀନତା । ତେବେ ଗାନ୍ଧିଜୀଙ୍କ ଏଭଳି ଅନେକ କିଛି ମୁହୁର୍ତ୍ତ ରହିଛି ଯାହାକୁ ବହୁତ କମ୍ ଲୋକ ଜାଣନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଗାନ୍ଧିଜୀ ଓ ପ୍ରସିଦ୍ଧ ହଲିଉଡ୍ କମେଡିଆନ୍ ଚାର୍ଲି ଚାପଲିନ୍‌ଙ୍କ…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ରଘୁନାଥ ନାଥଶର୍ମା

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଆଦି ଗାୟନ କରିବାରେ ଯେଉଁ କେତେଜଣ ପାଲା ଗାୟକ ଶିଖର ଛୁଇଁଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରଘୁନାଥ ନାଥଶର୍ମା । ନିର୍ଭୁଲ ଏବଂ ଶ୍ରୁତିମଧୁର ଗାୟନରେ ସେ ଏଭଳି ନିପୁଣ ଯେ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ୧୯୩୭ ମସିହା…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ; କାହିଁକି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ମହାମାରୀ କରୋନା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି । କରୋନା ଯୋଗୁଁ ଦୀର୍ଘ ଛଅ ମାସ ହେବ ବନ୍ଦ ପଡ଼ିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଯାହା ଫଳରେ ଭ୍ରମଣର ମଜା ନେଇପାରୁନାହାନ୍ତି ଲୋକେ। ଏହାକୁ ନେଇ ସମଗ୍ର ପର୍ଯ୍ୟଟନ ସଂସ୍ଥା ଏବେ…

ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ନିଯୁକ୍ତ ହେଲେ ୪ ଡାକ୍ତର

ମାଲକାନଗିରି: ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ସୁଧୁରୁଛି ସ୍ୱାସ୍ଥ୍ୟସେବା। ଦୁର୍ଗମ ଅଂଚଳର ଉଜୁଡା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ପାଇଁ ଅଂଟା ଭିଡିଛି ପ୍ରଶାସନ ।  ଅଂଚଳର ଶିଶୁ ଓ ମହିଳାଙ୍କୁ ସ୍ୱାସ୍ଥ୍ୟ ଯୋଗାଇବା ଉଦେଶ୍ୟରେ…

କୃଷି ବିଲ୍‌କୁ ବିରୋଧ ଜାରି, ରେଳ ଧାରଣା ଉପରେ ବସିଲେ ଚାଷୀ

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ କୃଷି ବିଲ୍ ପାସ୍ ହୋଇ ସାରିଥିଲେ ମଧ୍ୟ ଏହାକୁ ନେଇ ଏବେ ଯାଏଁ ଜାରି ରହିଛି ବିରୋଧ । ବିଲ୍ ବିରୋଧ କରି ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଂଜାବରେ ଆଜି ଚତୁର୍ଥ ଦିନ ପାଇଁ ରେଳରୋକ କରିଛନ୍ତି କୃଷକ । କିଷାନ ମଜଦୁର ସଂଘ…

ମହାରାଷ୍ଟ୍ର ରାଜନୀତିରେ ଟ୍ୱିଷ୍ଟ: ଫଡନାବିସ୍‌ଙ୍କୁ ସଂଜୟ ଭେଟିଲେ କାହିଁକି ?

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଆସିଛି ବଡ ଟ୍ୱିଷ୍ଟ । ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡନାବିସଙ୍କୁ ଭେଟିଛନ୍ତି ଶିବସେନା ମୁଖପାତ୍ର ସଂଜୟ ରାଉତ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ଅଦଳବଦଳ ହେବା ନେଇ ଚର୍ଚ୍ଚା ଜୋର ଧରିଛି । …