Latest Odisha News

BREAKING NEWS

Yearly Archives

2020

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି…

IPL ମହାସମର: ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠାରୁ ମ୍ୟାଚ୍ ଛଡ଼ାଇ ନେଲା ରାଜସ୍ଥାନ ରୟାଲ୍ସ

ସାରଜା: ଆଇପିଏଲରେ ରାଜସ୍ଥାନ ରୟାଲ୍ସର ରୋମାଞ୍ଚକର ବିଜୟ । ଗତକାଲି ଖେଳାଯାଇଥିବା ନବମ ମ୍ୟାଚରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୪ ଓ୍ୱିକେଟର ହରାଇଛି ରାଜସ୍ଥାନ । ୨୨୪ ରନର ବିଶାଳ ଟାର୍ଗେଟକୁ ହାସଲ କରି ନେଇଥିଲା । ୬ ଓ୍ୱିକେଟ ବିନିମୟରେ ହାତରେ ଆହୁରି ୩ଟି ବଲ୍ ବାକି ଥାଇ ବିଜୟୀ ହୋଇଥିଲା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୨୮-୯-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର  ମୋବାଇଲ ନମ୍ବର :୯୪୩୭୨୨୫୪୩୪ ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୮ ରିଖ ସୋମବାର କନ୍ୟା ୧୩ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ…

କବିତା: ତୁମେ ଆଉ ମୁଁ

✍️ ବିମଳା ଶଂକର ଦାଶ ତୁମେ ସପତ ରଙ୍ଗର ଫଗୁଣ ମୁଁ ପାଗଳ ଭ୍ରମର ତୁମେ ସକାଳ ସବୁଜ ପତର ମୁଁ କଅଁଳ କାକର ।। ତୁମେ ମୁକୁତା ଶାମୁକା ଗର୍ଭର ମୁଁ ଗଭୀର ସାଗର ତୁମେ ମୁକ୍ତ ଗଗନର ବିହଙ୍ଗ ମୁଁ ଶୀତଳ ସମୀର ।। ତୁମେ ନାୟିକା ରୂପ ରାଇଜର ମୁଁ ପ୍ରେମ ସୌଦାଗର ତୁମେ ନର୍ତ୍ତକୀ ମନ…

ରାଜ୍ୟରୁ ସୁସ୍ଥ ହେଲେ ୩୩୭୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆରୋଗ୍ୟଙ୍କ ମଧ୍ୟରେ କଟକରୁ ୫୪୦, ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ୧୪୧ ରାୟଗଡାରୁ,୧୩୭…

ଗାନ୍ଧୀଜିଙ୍କ ସମ୍ପର୍କରେ କିଛି ରୋଚକ କଥା, ପଢନ୍ତୁ

ଭୁବନେଶ୍ୱର: ମହାନ ଜନନାୟକ ତଥା ସ୍ଵାଧିନତା ସଂଗ୍ରାମୀ ଏବଂ ଜାତିର ପିତା ହେଉଛନ୍ତି ମହାତ୍ମା ଗାନ୍ଧୀ । ଯାହାଙ୍କ ପ୍ରଚେଷ୍ଟା ଓ ନେତୃତ୍ୱରେ ଆମେ ଭାରତବାସୀ ଆଜି ସ୍ୱାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି। ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜୁରାଟର ପୋରବନ୍ଦରଠାରେ ମୋହନ ଦାସ କରମ…

ମହାତ୍ମା ଗାନ୍ଧିଙ୍କୁ ୬ଥର ମାରିଦେବାକୁ ଉଦ୍ୟମ ହୋଇଥିଲା, ଜାଣନ୍ତୁ କେବେ ଓ କେମିତି ?

ମହାତ୍ମା ଗାନ୍ଧୀଙ୍କ ଜୀବନ ଏକ ଖୋଲା ପୁସ୍ତକ ପରି ଥିଲା। କୌଣସି କାମ ସେ ଲୁଚାଛପାରେ କରୁନଥିଲେ । କୌଣସି ଜିନିଷକୁ ଗୁପ୍ତ ରଖୁ ନଥିଲେ । ସେଥିପାଇଁ ବାପୁଙ୍କ ନୀତି ଓ ଆଦର୍ଶକୁ ଆଜି ବି ଦେଶ ଓ ବିଶ୍ୱସ୍ତରରେ ସମ୍ମାନ କରାଯାଉଛି । କିନ୍ତୁ ଜାଣିଛନ୍ତି କି ମହାତ୍ମା ଗାନ୍ଧିଙ୍କୁ ବିଭିନ୍ନ…

ବିଜୁ ଯୁବ ଜନତା ଦଳର ସଭାପତି ହେଲେ ଚାନ୍ଦବାଲି ବିଧାୟକ

ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ରବିବାର ଦିନ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରିଛନ୍ତି । ଏସମ୍ପର୍କରେ ସାଧାରଣ ସମ୍ପାଦକ (ମିଡିଆ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି। ସେହିପରି ବାଙ୍କି…

ସଂସଦ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଲା କୃଷି ବିଲ୍‌

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ୩ଟି କୃଷି ବିଲ୍ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପାଇଛି । ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହି ୩ ବିଲ୍ ଏବେ ଆଇନରେ ପରିଣ ହୋଇଛି । ହେଲେ ଏହି ବିଲକୁ ଖାସକରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଆଦି ଜିଲ୍ଲାର କୃଷକ ମାନେ…

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରବିବାର ଦିନ ଜେଡିୟୁରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ, “ ମୁଁ ରାଜନୀତି…