Latest Odisha News

BREAKING NEWS

Yearly Archives

2020

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ପ୍ରଦାନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଲକଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ୮୪ କୋଟି ଟଙ୍କାର ରିହାତି ପ୍ରଦାନ। ଯାହା ଫଳରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ…

ଗଙ୍ଗଶିଉଳିର ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

ଭୁବନେଶ୍ୱର:ଗଙ୍ଗଶିଉଳୀ ବା ଶେଫାଳିକୁ ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ବା କୋରାଲ ଜାସ୍‌ନିମ୍‌ ବା ସରୋପୁଲ୍‌ଟ୍ରି କହାଯାଏ । ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌। ନିକ୍ଟାନ୍‌ଥେସ୍‌’ର ଅର୍ଥ ରାତିର ଫୁଲ ଓ ଆର୍‌ବୋରଟ୍ରିସ୍‌ଟିସ୍‌’ର ଅର୍ଥ ‘ଦୁଃଖ ଗଛ’ ।…

ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ; ୧୧୮ କୋଟି ଟଙ୍କାର ଅର୍ଥରାଶି ମଞ୍ଜୁର

ଭୁବନେଶ୍ୱର:ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ-ପୋଷଳ-ଶଙ୍ଖେଶ୍ବର ରାସ୍ତାର ମହାନଦୀ ଉପରେ ୮୮୮.୮୯ ମିଟର ଦୈର୍ଘ୍ୟର ଏକ ଉଚ୍ଚ ସେତୁ ନିର୍ମାଣ କରିବାକୁ ଯାଉଛନ୍ତି। ସେତୁଟିକୁ ୧୧୮.୫୭ କୋଟି ଟଙ୍କା ଅଟକଳରେ ନିର୍ମାଣ ପାଇଁ ମଞ୍ଜୁର ମିଳିଛି। ଏହି ସେତୁ ନିର୍ମାଣ କରାଗଲେ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୬୭ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୧, କନ୍ଧମାଳରୁ ୧,…

ଓଡିଶାରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଆଜି ୪୨୦୮ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୦୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୦୧ ହଜାର ୦୯୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ କରୋନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ସଙ୍ଗରୋଧରେ ରହିବା ସହିତ ଲକ୍ଷଣ ଦେଖାଗଲେ କୋଭିଡ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।…

ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ ଫାଇନାଲ୍ : ଶ୍ରେଷ୍ଠ ୧୦ରେ ରହିଲେ ସୁମନ୍ତ ଓ ସୋନାଲି ଯୋଡି

ଭୁବନେଶ୍ୱର: ବ୍ୟାଡ ସାଲସା ଯୋଡି ସୁମନ୍ତ ଓ ସୋନାଲି ମଜୁମଦାର ଯୋଡି ଆମେରିକାଜ ଗଟ୍ ଟାଲେଣ୍ଟର ସିଜିନ ୧୫ରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହିଛନ୍ତି । ଓଡିଆ ପୁଅ ସୁମନ୍ତକୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଥମରୁ ଭଲ ପ୍ରଦର୍ଶନ କରିଆସିଥିଲେ ସୁ୍‌ଦ୍ଧା ଏହି ଯୋଡି ଶ୍ରେଷ୍ଠ ୫…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାର…

ଆଜି NCBରେ ହାଜର ହେବେ ରକୁଲ ଓ କରିସ୍ମା ପ୍ରକାଶ, କାଲି ଦୀପିକା-ସାରା-ଶ୍ରଦ୍ଧାଙ୍କ ପାଳି

ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବିରେ ହାଜର ହେବେ ରକୁଲ ପ୍ରୀତ ସିଂହ । ପଚରାଉଚରା ପାଇଁ ତାଙ୍କୁ ସମନ କରଯାଇଥିଲା । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପଚରାଉଚରା କରିବ…

ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର

ନୂଆଦିଲ୍ଲୀ: ବେଲଗାମ କରୋନା ଦେଶରେ ଅସମ୍ଭାଳ କରୋନା ସ୍ଥିତି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ପାଖାପାଖି ଲକ୍ଷେ ସଂକ୍ରମିତ । ୧୦୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । ବେଳକୁ ବେଳ ଏହା ନିଜର କରାଳ ରୂପ ନେଇ ଚାଲିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…