ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଗୋଟିଏ ଦିନ ଉପବାସରେ ଶରଦ ପାୱାର
ନୂଆଦିଲ୍ଲୀ: ନିଲମ୍ବନଙ୍କୁ ବିରୋଧ କରି ସଂସଦ ପରିସରରେ ସୋମବାର ରାତିରେ ଧାରଣା ବସିଥିଲେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସଦସ୍ୟ । ଏବେ ସେମାନଙ୍କୁ ସମର୍ଥନ କରି ଏନସିପି ମୁଖ୍ୟ ଶରଦ ପାୱାର ଗୋଟିଏ ଦିନ ଉପବାସରେ ରହିଥିବା ମଙ୍ଗଳବାର ଦିନ କହିଛନ୍ତି ।
ସୂଚନାନୁଯାୟୀ, ଲୋକସଭାରେ ପାରିତ…