Latest Odisha News

BREAKING NEWS

Yearly Archives

2020

୨୪ ଘଂଟାରେ ଦେଶରେ ୮୬, ୮୬୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ଆଜି ପୁଣି ୨୪ ଘଂଟାରେ ଭିତରେ ଦେଶରେ ୮୦ ହଜାରରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ୮୬,୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏହା ସହ ୯୩୩୫୬ଜଣ ସୁସ୍ଥ ହୋଇ…

ଭାଇରାଲ ହେଉଛି ସୁଶାନ୍ତଙ୍କ ମହମ ମୂର୍ତ୍ତି, ଭାବୁକ ହେଲେ ଭଉଣୀ ଶ୍ୱେତା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମହମ ପ୍ରତିମୂର୍ତ୍ତି । ତେବେ ଏହି ପ୍ରତିମୂର୍ତ୍ତିଟି ମ୍ୟାଡମ ତୁଷାଦ ମ୍ୟୁଜିଅମ ନୁହେଁ ବରଂ ପଶ୍ଚିମବଙ୍ଗର ଜଣେ ମୂର୍ତ୍ତି କଳାକାର ତିଆରି କରିଛନ୍ତି । ଏହି ପ୍ରତିମୂର୍ତ୍ତି ଦେଖିବାକୁ…

ରାଜ୍ୟସଭାର ୮ ସାଂସଦ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ସସ୍‌ପେଣ୍ଡ ହେଲେ ରାଜ୍ୟସଭାର ୮ ସାଂସଦ । ବିଶୃଙ୍ଖଳା ଆଚରଣ ପାଇଁ ୮ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । କୃଷି ବିଲ୍ ଆଲୋଚନା ବେଳେ ହଙ୍ଗମା କରିଥିବା ୮ ସାଂସଦଙ୍କୁ ସସ୍‌ପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଏମ୍.ଭେଙ୍କେୟା ନାଇଡୁ  । ସସ୍‌ପେଣ୍ଡ ହୋଇଥିବା ୮…

ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ

ଆଗ୍ରା: ଦୀର୍ଘ ୬ ମାସପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧା ତଜମହଲ । ୧୧୮ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋଭିଡ ନିୟମ ପାଳନ କରିବାକୁ ପଡିବ । ପ୍ରବେଶ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ କୋଭିଡ ନିୟମ ମାନିବାକୁ ପଡିବ । କରୋନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୧-୯-୨୦୨୦ ସୋମବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୧ ରିଖ ସୋମବାର କନ୍ୟା ୬ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର    ଘାତ ବାର-: ମିଥୁନ ରାଶିର   ଆଜି:…

ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ, ଭୁଜାଳି ଚୋଟରେ ୨ ଗୁରୁତର

କେନ୍ଦ୍ରାପଡା: ଘରେ କଳାକନା ବୁଲାଇଲେ ଚୋର । ମାର୍ଶାଘାଇ କୁସୁନପୁର ଗାଁରେ ଲୁଟ୍ ପାଇଁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣ କରି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଚୋରଙ୍କ ଭୁଜାଲି ଚୋଟରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା…

ଆଇପିଏଲ୍ ହାଇଲାଇଟ୍‌ସ: ସୁପର ଓଭରରେ ପଞ୍ଜାବ ଠାରୁ ମ୍ୟାଚ୍ ଛଡାଇ ନେଲା ଦିଲ୍ଳୀ

ଆବୁଧାବି: ଆଇପିଏଲ୍ ଦ୍ୱିତୀୟ ମ୍ୟଚ୍‌ରେ ଦିଲ୍ଲୀର ରୋମାଂଚକର ବିଜୟ । ପ୍ରଥମେ ମ୍ୟାଚ୍ ଟାଇ ହେଲା । ତା’ପରେ ସୁପର ଓଭରରେ ପଂଜାବ କିଙ୍ଗସ ଇଲେଭେନ୍‌କୁ ହରାଇଥିଲା ଦିଲ୍ଲୀ କ୍ୟାପିଟାଲସ । ପଂଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲେ । ସୁପର…

ମହାରାଷ୍ଟ୍ରରେ କୋଠା ଭୁଶୁଡି ୧୦ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିରେ ଅଘଟଣା । ଭୁଶୁଡିଲା ୩ ମହଲା କୋଠା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ସୂଚନା ଦେଇଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଏନ୍‌ଆର୍‌ଏଫ୍ ଦ୍ୱାରା…

ଆଜିଠୁ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିର୍ଭସିଟି ଏବଂ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପୁନେରେ ବିକଶିତ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ । ପୁଣେର ସାସୁନ ଜେନାଲ ହସ୍ପିଟାଲରେ ଏହି ଟିକାର ପରୀକ୍ଷଣ କରାଯିବ । ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା…

ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍‌କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଆଡମିଶନ…