Latest Odisha News

BREAKING NEWS

Yearly Archives

2020

ଶକ୍ତି ଦେଖାଇଲା ବାୟୁସେନା, ଏଲ୍‌ଏସିରେ ଉଡିଲା ରାଫେଲ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ସମାଧାନ ଲାଗି ଆଜି ଷଷ୍ଠଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଛି । ତେବେ ଏହା ପୂର୍ବରୁ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ…

ଭାରତ ଓ ଚୀନ୍ ମଧ୍ୟରେ ଆଜି କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ସେନା ମଧ୍ୟରେ ୬ଷ୍ଠ ଥର ପାଇଁ ସୋମବାର ଦିନ କମାଣ୍ଡର ସ୍ତରୀୟ ଆଲୋଚନା କରାଯାଉଛି । ସୂଚନାନୁଯାୟୀ, ଏହି ବୈଠକରେ ପୂର୍ବ ଲଦାଖରେ ଦୁଇ ଦେଶର ସେନାଙ୍କୁ ପଛକୁ ହଟାଇବା ଓ ଉତ୍ତେଜନା ହ୍ରାସ କରିବା ନେଇ ହୋଇଥିବା ପାଞ୍ଚ ସୁତ୍ରି ସହମତି ଉପରେ ଧ୍ୟାନ୍ କେନ୍ଦ୍ରିତ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଏହି ସପ୍ତାହରେ ସାରା, ରକୁଲ ଓ ଶ୍ରଦ୍ଧାଙ୍କୁ ଏନସିବିର ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ସପ୍ତାହରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ ସିଂହ, ଶ୍ରଦ୍ଧା କପୁର ଓ ସିମୋନଙ୍କୁ ପଚରାଉଚରା ପାଇଁ ସମନ କରିପାରେ ବୋଲି…

ନାବାଳିକା ଗଣଦୁଷ୍କର୍ମ ମାମଲା, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳୁ: ଜାଗୀ

ଭୁବନେଶ୍ୱର:ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ  ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର  ଏମଡି ଜାଗିମଙ୍ଗତ ପଣ୍ଡା ।  ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ  ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଛନ୍ତି । ପୀଡିତା ନାବାଳିକା ମାଙ୍କ…

ଆସିଲା ‘ରୋଜି’ର ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସିଲା ବଲିଉଡର ଅପ୍‌କମିଂ ମୁଭି ‘ରୋଜି’ର ଫାଷ୍ଟ ଲୁକ୍ । ଏହି ପୋଷ୍ଟରରେ ବିବେକ ଓବରୟ ଏବଂ ଟେଲି ଷ୍ଟାର ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀଙ୍କୁ ଦମଦାର ଲୁକ୍‌ରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର ଟିକୁ ପଲ ନିଜେ ତାଙ୍କ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।…

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ସୋମବାର ଦିନ ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ମଧ୍ୟକୁ ବର୍ତ୍ତମାନ…

ଆଖି ବୁଜିଲେ ଆଉ ୯ ସଂକ୍ରମିତ, ୭୧୦ରେ ପହଂଚିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ କରୋନା ନେଇଛି ଆଉ ୯ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କରୋନା ପଜିଟିଭ: ଗଂଜାମ, ଖୋର୍ଦ୍ଧା ପରେ ଚିନ୍ତା ବଢ଼ାଇଲାଣି କଟକ

ଭୁବନେଶ୍ୱରେ: ରାଜ୍ୟରେ ଉପର ମୁହାଁ ରହିଛି କରୋନ ମିଟର । ପ୍ରତିଦିନ ୩୦ ଜିଲ୍ଲାରୁ ୪ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଜିପୁଣି ରାଜ୍ୟରୁ ୪୨୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଂଜାମ ପରେ ଖୋର୍ଦ୍ଧା ଆଉ ଏବେ ଚିନ୍ତା ବଢ଼ାଇଛି କଟକ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୫୨…

ଆଜିଠୁ ଖୋଲିଲା ସ୍କୁଲ, କଟକଣା ଭିତରେ ପାଠ ପଢ଼ିବେ ପିଲା

ନୂଆଦିଲ୍ଲୀ: ଦେଶରେ ଆଜିଠୁ ଖୋଲିଲା ସ୍କୁଲ । କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ପାଠ ମଧ୍ୟ ପଢ଼ିବେ । କରୋନା କଟକଣା ଭିତରେ ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ । ଅନ୍‌ଲକ୍‌-୪ ଗାଇଡଲାଇନ୍ ଅନୁଯାୟୀ ଦେଶର କେତେକ ସ୍ଥାନରେ ଆଜିଠାରୁ ସ୍କୁଲ ଖୋଲିଛି । କୋଭିଡ କଟକଣା ସହିତ ଆସାମ,…

କେନ୍ଦ୍ର ନେଉ ଓଡ଼ିଶାର କୋଭିଡ-୧୯ ଦାୟିତ୍ୱ: ସୁରେଶ ପୂଜାରୀ

ନୂଆଦିଲ୍ଲୀ: ଓଡ଼ିଶାରେ କରୋନା ସ୍ଥିତି ନେଇ ଲୋକସଭାରେ ସମାଲୋଚନା କଲେ ସାଂସଦ ସୁରେଶ ପୂଜାରୀ । ରବିବାର ଲୋକସଭା ଆଲୋଚନାରେ ଭାଗନେଇ ଓଡ଼ିଶାରେ ସ୍ୱାସ୍ଥ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । ଓଡ଼ିଶାର ସ୍ୱାସ୍ଥ୍ୟବସ୍ଥା ଠିକ୍ ନାହିଁ, ବିଗିଡି ଯାଇଛି ବୋଲି କହିଥିଲେ ସାଂସଦ…