Latest Odisha News

BREAKING NEWS

Yearly Archives

2020

‘କରୋନାରୁ ସୁସ୍ଥ ପରେ ବି ଆକ୍ରାନ୍ତ ହେବା ଆଶଙ୍କା ଅଧିକ’

ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ତଥାପି ମହାମାରୀର ପ୍ରକୋପ କମୁନି । ତେବେ ସାରା ଦେଶରେ କରୋନା ଆକ୍ରାନ୍ତଠାରୁ ସୁସ୍ଥ ସଂଖ୍ୟା ଅଧିକ ବୋଲି ରିପୋର୍ଟ କହୁଛି । କିନ୍ତୁ କରୋନା ସୁସ୍ଥ ହେଲା ପରେ ବି ଆମକୁ ସଜାଗ ରହିବାକୁ ହେବ । ସୁସ୍ଥ ପରେ ବି ଆକ୍ରାନ୍ତ ଆଶଙ୍କା ଅଧିକ ରହିଛି ।…

ବାଜିଲା ଆଇପିଏଲ୍ ବିଗୁଲ: ଟସ୍ ଜିତି CSKର ବୋଲିଂ ନିଷ୍ପତ୍ତି

ଆବୁଧାବି: ବାଜିଲା ଆଇପିଏଲ୍ ବିଗୁଲ । ଆରମ୍ଭ ହୋଇଛି ଫଟାଫଟ ଲଢେ଼ଇ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର…

ଡ୍ରଗ୍ସ ଲିଙ୍କ ମାମଲା: ଫିଲ୍ମ ‘ABCD’ର କୋରିଓଗ୍ରାଫର ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲା ଏବଂ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏବେ ଚର୍ଚ୍ଚା ଜୋର୍ ଧରିି । ଏନ୍ସିବି ଏହି ଲିଙ୍କକୁ ନେଇ ଜୋର୍ଦାର ତଦନ୍ତ ଜାରି ରଖିଛି । ଡ୍ରଗ୍ସ ମାମଲାରେ ଆଜି ମଙ୍ଗାଲୋର କ୍ରାଇମବ୍ରାଂଚ ପୋଲିସ କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କୁ ଗିରଫ କରିଛି…

ଅକ୍ଟୋବର ୧ ପୂର୍ବରୁ ସରିଯିବ ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ: ସମୟ ପୂର୍ବରୁ ଆଗୁଆ ସରିଯାଇପାରେ ମୌସୁମୀ ଅଧିବେଶନ । ଅକ୍ଟୋବର ୧ରେ ମୌସୁମୀ ଅଧିବେଶନ ସରିବା କଥା ହେଲେ ଏହା ଏବେ ସମୟ ପୂର୍ବରୁ ସରିଯିବ । ୩୦ରୁ ଅଧିକ ସାଂସଦ କରୋନରେ ଆକ୍ରାନ୍ତ ହେବା ପରେ ଏଭଳି ଆକଳନ କରାଯାଉଛି । ସଂସଦର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଚଳିତ…

ପୋଲାଭରମ ପ୍ରକଳ୍ପ: ପ୍ରଭାବିତ ରାଜ୍ୟର ଚିନ୍ତା ଦୂର ପାଇଁ ଆନ୍ଧ୍ରକୁ ଏନ୍‌ଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ଉପରେ ନିଜ ରାୟ ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏହି ପ୍ରକଳ୍ପ ସଂପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂରକରିବାକୁ ସେମାନଙ୍କ ସହ ଆଲୋଚନା କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଓ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ…

ଅଭିନେତ୍ରୀ ଯେତେ ସଫଳ ହେଲେ ମଧ୍ୟ ନିର୍ଦ୍ଦେଶକ, ହୀରୋକୁ ଖୁସି କରିବାକୁ ପଡିବ : କଙ୍ଗନା

ମୁମ୍ବାଇ: ସାରା ଦେଶରେ ଏବେ କଙ୍ଗନା ରାନାୱତଙ୍କ ବୟାନ ଉପରେ ନଜର ରହିଛି । ସୁଶାନ୍ତ ସିଂ କେସ୍ ପରେ ସେ ବଲିଉଡର ନଗ୍ନ ରୂପ ସମସ୍ତଙ୍କ ସାମ୍ନାରେ ଉଜାଗର କରୁଛନ୍ତି । ଶନିବାର ସେ କାଷ୍ଠିଂ କାଉଚ ନେଇ ବଡ ବୟାନ ଦେଇଛନ୍ତି । ଯାହା କି ଦିନେ ଦୁଇ ଦିନ ମଧ୍ୟରେ ଝଡ ସୃଷ୍ଟି କରିବ ବୋଲି ଆଶା…

ଅନୁଭବଙ୍କ ଓକିଲ କହିଲେ ‘ବର୍ଷାଙ୍କ ରହିଛି ନିଜସ୍ୱ ଆୟ’

ଭୁବନେଶ୍ୱର: ଜୋର୍ ଧରିଛି ଓଲିଉଡ ଷ୍ଟାର ଯୋଡି ଅନୁଭବ-ବର୍ଷାଙ୍କ ବିବାଦ । କଥା ଯାଇ ଏବେ ସୁପ୍ରିମକୋର୍ଟାରେ ପହଂଚିଲାଣି ।  ଦିଲ୍ଲୀ ପଟିଆଲାରେ ଅନୁଭବ କରିଥିବା ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷା ଆଜି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ…

‘ଲକ୍ଷ୍ମୀବମ’ରେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଯାଉଛି ଅକ୍ଷୟ କୁମାରଙ୍କ 'ଲକ୍ଷ୍ମୀବମ୍' । ଏଥିରେ ଶିଶୁ କଳାକାର ଭାବେ ନଜର ଆସିବେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ । ଏକ ଭିନ୍ନ ଚରିତ୍ରରେ ଏଥିରେ ଅଭିନୟ କରିଛନ୍ତି ଲୋହିତାକ୍ଷ । ଟିଜରରୁ ଯାହା ଜଣାପଡୁଛି ସେ ଏକ ପୁଅ ଭୂମିକାରେ ଥିଲେ ମଧ୍ୟ ଶାଢୀ…

ବହୁ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ…

ଭୁବନେଶ୍ୱରରୁ ଆଜି ପୁଣି ବାହାରିଲେ ୩୪୨ ପଜିଟିଭ

ଭୁବନେଶ୍ୱର: ବେଲଗାମ ହେଲାଣି କରୋନା । ଦିନକୁ ଦିନ କରୋନା ମିଟର କଂଟା ଉପରମୁହାଁ ହେଉଛି । ରାଜଧାନୀ ଭୁବନେଶ୍ୱରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୦୪ ଜଣ…