ବନ୍ୟା କ୍ଷୟକ୍ଷତି: ଆକଳନ କାରିବାକୁ ଆଜି ଆସିବେ କେନ୍ଦ୍ରୀୟ ଟିମ
ଭୁବନେଶ୍ୱର: ଗତ ମାସରେ ରାଜ୍ୟରେ ବିଭୀଷିକା ରଚିଥିଲା ବନ୍ୟା । ଏଥିରେ ଅନେକ କ୍ଷୟକ୍ଷତି ହୋଇଛି। ଚାଷବାସ ଉଜୁଡ଼ି ଯାଇଛି, କେତେଯେ ଘର ଉଜୁଡ଼ି ଯାଇଛି ତାର ହିସାବ ନାହିଁ। ଏହି ପ୍ରଳୟଙ୍କରୀ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଏକ କେନ୍ଦ୍ରୀୟ ଟିମ୍ ଆଜି ଓଡ଼ିଶା ଆସିବେ।ଗୃହ ମନ୍ତ୍ରଣାଳୟର ଯୁଗ୍ମ…