Latest Odisha News

BREAKING NEWS

Yearly Archives

2020

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବା ନେଇ ସୂଚନା ମିଳିଛି । ଏହି ବୈଠକ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ…

ଆଜି ହେଉଛି ଜାତୀୟ ଇଞ୍ଜିନିୟର ଦିବସ: ସେପ୍ଟେମ୍ବର ୧୫ ରେ କାହିଁକି ପାଳନ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଇଞ୍ଜିନିୟରିଂ ହେଉଛି ଏପରି ଏକ ବୃତ୍ତି ଯେଉଁଥିରେ ବିଜ୍ଞାନର ଜ୍ଞାନ ଏବଂ ଗଣିତର କୌଶଳ ବ୍ୟବହୃତ ହୁଏ । ଯାହା ମାନବଜାତି ପାଇଁ ଲାଭଦାୟକ ହୋଇଥାଏ, ଯାହା ବିଭିନ୍ନ କାରଣରୁ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଭବିଷ୍ୟତରେ ଇଞ୍ଜିନିୟର ମାନେ କିପରି ଭାବେ ସମାଜ ପାଇଁ…

ଫ୍ୟାକ୍ଟ ଚେକ୍: ଅକ୍ଟୋବର ୧ ରୁ ଖୋଲୁଛି ସିନେମା ହଲ !

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ସିନେମା ହଲ ଖୋଲୁଥିବା ନେଇ ସ୍ଥାନୀୟ ବକ ୱେବ ପୋର୍ଟାଲ ରେ ସେପ୍ଟେମ୍ବର ୧୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଅକ୍ଟୋବର 1 ରୁ ସାରା ଦେଶରେ ସିନେମା ହଲ୍ ଖୋଲିବାର ସମ୍ଭାବନା ରହିଛି। “ଅଲ…

ଓଡିଶା ସମାଜ ୟୁକେର ପୂର୍ବତନ ସଭାପତି ବିଷ୍ଣୁ ରାଉତରାୟଙ୍କ ପରଲୋକ

ଲଣ୍ଡନ: ଓଡିଶା ସମାଜ ୟୁନାଇଟେଡ କିଙ୍ଗଡମ୍ର ପୂର୍ବତନ ସଭାପତି ଡକ୍ଟର ବିଷ୍ଣୁ ରାଉତରାୟଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରଠାରେ ଏକ ଘରୋଇ ଡାକ୍ତରଖାନାରେ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ନିଧନ ଘଟିଛି । ୭୧ ବର୍ଷ ବୟସ୍କ ଡ. ରାଉତରାୟ ୨୦୧୨ ରୁ ୨୦୧୪ ମସିହା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୫-୦୯-୨୦୨୦ ମଙ୍ଗଳବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୫ ରିଖ ମଙ୍ଗଳବାର ସିଂହ ୩୧ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର  ଘାତ ବାର-: ମକର ରାଶିର  ଆଜି:…

ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍‌

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଏ ନେଇ ସେ ସୋସିଆଲ ମିଡିଆରେ ନିଜେ ଟ୍ୱିଟ କରିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ପରୀକ୍ଷା କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଜଣଙ୍କ ପରେ ଜଣେ ବିଧାୟକ କରୋନା…

ପ୍ରଫେସର ଡି. କେ. ରାୟଙ୍କ ପରଲୋକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ତଥା ଇଂରାଜୀ ଭାଷା ତାଲିମ କେନ୍ଦ୍ର(ଇଏଲ୍‌ଟିଆଇ)ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଡି. କେ. ରାୟଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୩୮ ମସିହା ଫେବ୍ରୁଆରୀ ୧ ତାରିଖରେ…

୨୦୨୪ ଶେଷ ସୁଦ୍ଧା ସମସ୍ତଙ୍କୁ ମିଳିନପାରେ କରୋନା ଟିକା: ସିରମ ଇନଷ୍ଟିଚୁଟ୍ ମୁଖ୍ୟ

ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ସୁଦ୍ଧା କରୋନା ଟିକା ଆସିବା ନେଇ ଯେଉଁ ଆଶା କରାଯାଉଥିବା ସେଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ସିରମ ଇନଷ୍ଟିଚୁଟ୍ ମୁଖ୍ୟ ଆଦର ପୁନାୱାଲା । ତାଙ୍କ ମତରେ ୨୦୧୪ ପୂର୍ବରୁ ସମସ୍ତଙ୍କ ପାଇଁ କରୋନା ଭ୍ୟାକସିନ୍ ଉପଲବ୍ଧ ହେବା ଅସମ୍ଭବ । ଏକ ସାକ୍ଷାତକାରରେ ସିରମ୍‌…

ସୁଗା ହେବେ ଜାପାନର ନୂତନ ପ୍ରଧାନମନ୍ତ୍ରୀ !

ଟୋକିଓ: ଜାପାନରେ ଶାସକ ଲିବେରାଲ ଡେମୋକ୍ରାଟିକ ପାର୍ଟି(ଏଲଡିପି)ର ସଭାପତି ଭାବେ ୟୋଶିହିଡେ ସୁଗା ନିର୍ବାଚିତ ହୋଇଛନ୍ତି । ଫଳରେ ସେ ଜାପାନର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ତାଙ୍କ…

ସୀମା ନିକଟରେ ଫାଇବର ଅପ୍ଟିକାଲ କେବଲ ବିଛାଉଛି ଚୀନ, ଭାରତୀୟ ଏଜେନ୍ସି ଆଲର୍ଟ !

ନୂଆଦିଲ୍ଲୀ: ଭାରତ-ଚୀନ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଡ୍ରାଗନ ଗୋଟିଏ ପରେ ଗୋଟିଏ ଭୁଲ କାର୍ଯ୍ୟ କରି ଚାଲିଛି । ରିପୋର୍ଟ ମୁତାବକ ଏଲଏସି ନିକଟରେ ଚୀନ ଫାଇବର ଅପ୍ଟିକାଲ କେବୁଲ ବିଛାଉଛି । ଭାରତୀୟ ଏଜେନ୍ସି ଏହାର ସତ୍ୟତା ପାଇଁ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିଛି । ସମସ୍ତ ପ୍ରକାର…