Latest Odisha News

BREAKING NEWS

Yearly Archives

2020

ଘୁଞ୍ଚିଲା ୟୁଜିସି ଏନ୍‌ଇଟି ପରୀକ୍ଷା

ନୂଆଦିଲ୍ଲୀ: ଘୁଂଚିଲା ସେପ୍ଟେମ୍ବର ୧୬ରେ ହେବାକୁ ଥିବା ୟୁଜିସି ଏନ୍‌ଇଟି ପରୀକ୍ଷା । ଏନେଇ ନ୍ୟାସନାଲା ଟେଷ୍ଟିଂ ଏଜେନ୍ସି ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଚଳିତ ବର୍ଷ ସେପ୍ଟେମ୍ବର ୨୪ ପରେ ଏହି ପରୀକ୍ଷା ହେବ ବୋଲି ଏନ୍‌ଇଟି ବିଜ୍ଞପ୍ତିରେ କହିଛି । ତେବେ ପରୀକ୍ଷା ତାରିଖ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୮୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୮୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସମସ୍ତ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫୦୩, କଟକରୁ ୩୪୪, ବରଗଡରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ…

‘ପଦ୍ମ ପୁରସ୍କାର’-୨୦୨୧: ଆସନ୍ତାକାଲି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବ ପଦ୍ମ ପୁରସ୍କାର । ତେବେ ଏଥିପାଇଁ ଅନଲାଇନ ଆବେଦନର ଶେଷ ତାରଖ ରହିଛି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୫ । ମେ ୧ରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହୋଇଥିଲା । ପଦ୍ମ ପୁରଷ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ…

କ୍ୟାଥେରିନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଏସପିର ପାଣ୍ଡେ ଜୀ !

ଆମ୍ବେଦକରନଗର: ଉତରପ୍ରଦେଶର ବିଏସପି ଏମପି ରିତେଶ ପାଣ୍ଡେ ଇଂଲଣ୍ଡର କ୍ୟାଥେରିନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସେ ସୋସିଆଲ ସାଇଟରେ ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଆମେ ପରସ୍ପରକୁ ଭଲ ପାଇ ଆସୁଥିଲେ । ବାକି ତକ ଜୀବନ ଏକତ୍ର କାଟିବା ପାଇଁ ଆମେ ବିବାହ…

୫ ସହରରେ ଘରୋଇ ହସ୍ପିଟାଲ ୮୦% ଆଇସିୟୁ ବେଡ୍ କୋଭିଡ ଚିକିତ୍ସା ପାଇଁ ସଂରକ୍ଷିତ ରଖିବା ବାଧ୍ୟତାମୂଳକ

ଭୁବନେଶ୍ୱର : ରାଜ୍ୟର ୫ ମହାନଗର ନିଗମରେ କୋଭିଡ ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରାଯାଇଛି । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ୩୦ ରୁ ଅଧିକ ବେଡ୍ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ…

ମିଳିଲା କ୍ଲିନ୍‌ଚିଟ୍‌, ସୁପ୍ରିମକୋର୍ଟରେ ଦୋଷମୁକ୍ତ ଆଶୀର୍ବାଦ ବେହେରା

କଟକ: ଆଶୀର୍ବାଦ ବେହେରାଙ୍କୁ ମିଳିଲା କ୍ଲିନ୍‌ଚିଟ୍ । ସୁପ୍ରିମକୋର୍ଟରେ ଦୋଷମୁକ୍ତ ହେଲେ ଆଶୀର୍ବାଦ । କଟକ ବାରବାଟୀ ପ୍ୟାଲେସ ମାମଲାରେ ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପୂର୍ବତନ ସଂପାଦକ ଅଶୀର୍ବାଦ ବେହେରା ଦୋଷମୁକ୍ତ ହୋଇଛନ୍ତି । ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ସିବିଆଇ ଫାଇନାଲ…

ଆପ୍ ନେତା ମନୀଷ ସିସୋଡିଆ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ମନୀଷ ସିସୋଡିଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସୋମବାର ଏ ସମ୍ପର୍କରେ ଟୁଇଟରରେ ସୂଚନା ଦେଇଛନ୍ତି । ଜ୍ୱର ଆସିବା ପରେ କୋଭିଡ-୧୯ ଟେଷ୍ଟ କରାଇଥିଲି ଏବଂ ଏହା ପଜିଟିଭ ଆସିଛି ବୋଲି ସେ କହିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ…

ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଭୁବନେଶ୍ୱର: ବନ୍ଦ ହେବ ରାଜ୍ୟରେ ଥିବା କୋଭିଡ କେୟାର ସେଂଟର । ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଓ ଆବଶ୍ୟକ ସଂଖ୍ୟକ ରୋଗୀ ଭର୍ତ୍ତି ହେଉ ନ ଥିବାରୁ ସମଗ୍ର ରାଜ୍ୟରେ ଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ ଓ କୋଭିଡ୍‌ କେୟାର୍ ହୋମ୍‌…

ବାଇକରେ କୁମ୍ଭୀର ନେବା ଘଟଣା: ଡେପୁଟି ଫରେଷ୍ଟ ରେଞ୍ଜର ନିଲମ୍ବିତ

ବ୍ରହ୍ମପୁର: ବାଇକରେ କୁମ୍ଭୀର ବୋହି ନେବା ଘଟଣାରେ ଦିଗପହଣ୍ଡିର ଡେପୁଟି ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ଖଡଗରାୟଙ୍କୁ ନିଲମ୍ବିତ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ) ପ୍ରଶାନ୍ତ କୁମାର ମିଶ୍ର । ବ୍ରହ୍ମପୁର…

ଟ୍ରେଣ୍ଡିଙ୍ଗ ହେଲା “#RIP #AnuragKashyap…” ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରେଣ୍ଡିଙ୍ଗ ହେଲା ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ମୃତ୍ୟୁ ନେଇ ଶ୍ରଦ୍ଧାଞ୍ଜଳୀ ର ହ୍ୟାସଟ୍ୟାଗ । କେଆରକେ ବକ୍ସ ଅଫିସ୍ - କମଲ ଆର ଖାନଙ୍କ ମନୋରଞ୍ଜନ ୱେବସାଇଟର ଯାଞ୍ଚ ହୋଇଥିବା ଟ୍ୱିଟର ଆକାଉଣ୍ଟରୁ ଏହି ଟ୍ୱିଟ କରାଯାଇଥିଲା । ଅନୁରାଗ କଶ୍ୟପ, ୪୮…