Latest Odisha News

BREAKING NEWS

Yearly Archives

2020

‘ବାପାଙ୍କ ଅନୁରୋଧ ପାଇଁ କଙ୍ଗନାଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା’

ନୂଆଦିଲ୍ଳୀ: ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ ତାଙ୍କୁ ମିଳିଛି ୱାଇ-କ୍ୟାଟେଗୋରୀ ସୁରକ୍ଷା । ତେବେ ଏହି ସୁରକ୍ଷା ତାଙ୍କୁ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.ମିଷନ ରେଡ୍ଡୀ କହିଛନ୍ତି । ସେ କହିଛନ୍ତି ଯେ କଙ୍ଗନାଙ୍କ…

ଧାନ ବିଲରେ ୬ ଫୁଟ୍ ଲମ୍ବର କୁମ୍ଭୀର

ଗଂଜାମ: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତଲାସିଙ୍ଗୀ ଗାଁର ଏକ ଧାନ ବିଲରୁ ଏକ ଛଅ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର ହୋଇଛି । ବନବିଭାଗ ଓ ପୋଲିସ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହାକୁ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ, ଗାଁର ସୀମାଞ୍ଚଳ ପାଣିଗ୍ରାହୀଙ୍କ ଧାନବିଲରେ…

୧୯ ସେପ୍ଟେମ୍ବର ରେ ହେବାକୁଥିବା ଜିଏସଟି ପରିଷଦର ବୈଠକ ସ୍ଥଗିତ !

ନୂଆଦିଲ୍ଲୀ: ଜିଏସଟି ପରିଷଦ ବୈଠକ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବରୁ ଏହି ବୈଠକ ୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାରଥିଲା | ଜାତୀୟଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ସଂସଦର ଅଧିବେଶନ ଚାଲିଥିବାରୁ ପରିଷଦର ୪୨ତମ ବୈଠକ ସ୍ଥଗିତ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଗତ…

ଆୟକର ରିଟର୍ଣ୍ଣ ଦାଖଲ କରିବା ପୂର୍ବରୁ ଏହି ୫ଟି ଡକ୍ୟୁମେଣ୍ଟ ସଂଗ୍ରହ କରନ୍ତୁ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆୟକର ରିଟର୍ଣ୍ଣ ଦାଖଲ ଆରମ୍ଭ ହୋଇଛି। ଯଦି ଆପଣ ମଧ୍ୟ ଆପଣଙ୍କର ରିଟର୍ନ ଫାଇଲ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରଥମେ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଗ୍ରହ କରନ୍ତୁ | ରିଟର୍ନ ଦାଖଲ କରିବାରେ ଏହା ଆପଣଙ୍କୁ ସାହାଯ୍ୟ କରିବ ଏବଂ ଭୁଲ୍ ହେବାର କୌଣସି…

୧୦୨.୩୯ କ୍ୟାରେଟର ହୀରା ନିଲାମ ହେବ, ସର୍ବନିମ୍ନ ମୂଲ୍ୟ ଶୁଣିଲେ ହୋସ୍ ଉଡିଯିବ !

ନ୍ୟୁୟର୍କ: ହଂକଂର ସୋଥୱାଇ ଅକ୍ସନ ହାଉସ ଶନିବାର ୧୦୨.୩୯ କ୍ୟାରେଟର ଏକ ହୀରା ନିଲାମ କରିବା ପାଇଁ ଘୋଷଣା କରିଛି । ଏହି ଅଣ୍ଡାକୃତି ହୀରାର ସର୍ବନିମ୍ନ ମୂଲ୍ୟ ୨୨୦ କୋଟି ଟଙ୍କା ଆକଳନ କରାଯାଇଛି । ଆସନ୍ତା ମାସରେ ଏହାକୁ ନିଲାମ କରାଯିବ । ୨୦୧୮ରେ କାନାଡାର ଆଟୋଂରିୟା ଅଂଚଳର ଏକ ଖଣିରୁ ୨୭୧…

ଏଚଡିଏଫସି ବ୍ୟାଙ୍କ ମାର୍ଚ୍ଚ ସୁଦ୍ଧା ୨୫,୦୦୦ ବ୍ୟାଙ୍କ ମିତ୍ର ବୃଦ୍ଧି କରିବ , କିପରି ଆବେଦନ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଉପଲବ୍ଧତା ବୃଦ୍ଧି ପାଇଁ ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଚଡିଏଫସି ବ୍ୟାଙ୍କ ଏହାର ବ୍ୟାଙ୍କ ମିତ୍ରଙ୍କ ସଂଖ୍ୟାକୁ ୨୫,୦୦ କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଶୁକ୍ରବାର ଦିନ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମ୍ପ୍ରତି, ବ୍ୟାଙ୍କ ମିତ୍ରଙ୍କ…

‘ବିନା ଭୟରେ ପରୀକ୍ଷା ଦିଅନ୍ତୁ ଛାତ୍ରଛାତ୍ରୀ’

ଭୁବନେଶ୍ୱର: ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ତେବେ ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ପରୀକ୍ଷା ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ନିଟ୍ ପରୀକ୍ଷା ହେବ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସୂଚନା ଦିଆଯାଇଛି ।…

ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପ୍ରଖ୍ୟାତ ଜଲିଉଡ କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍‌ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ…

ଭୁବନେଶ୍ୱରରେ ଆଜି ୪୮୦ ପଜିଟିଭ, ୬୪୨ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୦ ଜଣ କରୋନା ପଜିଟିଭ୍ । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୨ ଜଣ ରହିଥିବା ବେଳେ ୨୯୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୬୪୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…

ଉଦ୍‌ଘାଟିତ ହେଲା ବ୍ରହ୍ମପୁରର ରେଲୱେ ଫ୍ଲାଏଓଭର ବ୍ରିଜ

ଭୁବନେଶ୍ୱର: ଉଦ୍‌ଘାଟିତ ହେଲା ବ୍ରହ୍ମପୁର ସହରର ବହୁ ପ୍ରତିକ୍ଷିତ ରେଲୱେ ଓଭରବ୍ରିଜ ।  ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଜିପଲ୍ଲୀ-ଇଞ୍ଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ଏହି ବ୍ରିଜ ନିର୍ମିତ ହୋଇଛି । ସେହିପରି…