ଜାଣନ୍ତୁ,କେମିତି କଟିବ ଆଜିର ଦିନ
ରାଶିଫଳ
ତା ୧୩-୦୯-୨୦୨୦ ରବିବାର
ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର
ଆଜି ଦିନର ମହତ୍ତ୍ୱ.
ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୩ ରିଖ ରବିବାର ସିଂହ ୨୯ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୦ଟା ୩୯ମିନିଟ୍ ପର୍ଯ୍ୟନ୍ତ…