ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଏସଓପି ଜାରି, ୩ରୁ ଖୋଲିବ ମନ୍ଦିର
ଭୁବନେଶ୍ୱର: ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଏମସି ପକ୍ଷରୁ ଶୁକ୍ରବାର ଦିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ଜାରି କରାଯାଇଛି।
ବିଏମସିର ସୂଚନା ଅନୁଯାୟୀ, ରାଜ୍ୟ ସରକାର ଅନୁମତି ଦେବା ପରେ ଡିସେମ୍ବର ୧୫ ରେ ସମସ୍ତ ଧାର୍ମିକ ଅନୁଷ୍ଠାନର ଷ୍ଟେକହୋଲଡର ମାନଙ୍କ…