Latest Odisha News

BREAKING NEWS

Yearly Archives

2020

ଭାରତୀୟ ବାୟୁ ସେନାରେ ଗୁରୁବାର ସାମିଲ ହେବ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍

ନୂଆଦିଲ୍ଲୀ: ଅମ୍ବାଲା ସ୍ଥିତ ବାୟୁସେନା ଘାଟିଠାରେ ଗୁରୁବାର ଦିନ ଏକ ସମାରୋହରେ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ। ରାଫେଲ୍ ଲଢ଼ୁଆ ବିମାନ ଭାରତୀୟ ବାୟୁସେନାର ୧୭ତମ ସ୍କ୍ୱାର୍ଡ଼ନ “ଗୋଲଡେନ ଆରୋ”ର ଅଂଶ ଭାବେ ସାମିଲ ହେବାକୁ ଯାଉଛି।…

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧୧୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧୧୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୩୧୧୦ ଜଣଙ୍କ ମଧ୍ୟରୁ ସର୍ବାଧିକ ୧୦୨୩ ଜଣ ଖୋର୍ଦ୍ଧାରୁ, ୨୧୫ ଜଣ ପୁରୀରୁ, ୨୦୨ ଜଣ କଟକରୁ, ୧୫୪ ଜଣ…

[ଭିଡ଼ିଓ] ଠାବ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାହାଜ !

ଭୁବନେଶ୍ୱର: ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ଲଢୁଆ ପାଣିଜାହାଜ । ଆଉ ତା ପୁଣି ୮୦ ବର୍ଷ ପରେ । ଉଦ୍ଧାର ହୋଇଥିବା ଜାହାଜଟି ଜର୍ମାନୀର ବୋଲି ଜଣାପଡିଛି । ଏକ ସମୁଦ୍ର ଛାନବିନ୍ ଦଳ ଜର୍ମାନୀ ଲଢୁଆ ପାଣି ଜାହାଜର ଭଗ୍ନାବଶେଷକୁ ଠାବ କରିବାରେ ସଫଳ ହୋଇଛନ୍ତି । ପୁରୁଣା ଫଟୋ, ସୋନାର୍…

ବହୁ ପ୍ରତୀକ୍ଷାର ଅନ୍ତ ପରେ ସାନିଆ, ପୁଅ ଇଜହାନଙ୍କୁ ଭେଟିଲେ ସୋଏବ

ନୂଆଦିଲ୍ଲୀ: କରୋନା ଭାଇରସ ଏବଂ ଲକଡାଉନ କଟକଣା ଯୋଗୁ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପରସ୍ପରଠାରୁ ଦୀର୍ଘ ଦିନ ଧରି ଅଲଗା ରହିଥିଲେ । ଏହାର ମୂଖ୍ୟ କାରଣ ହେଲା ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା । ଜୁଲାଇରେ ପତ୍ନୀ ଓ ପୁତ୍ର ଇଜହାନଙ୍କୁ…

ଭାରତରେ ପାକିସ୍ତାନୀ ପତାକା ଉତ୍ତୋଳନ, ହ୍ୟାଣ୍ଡ ଗ୍ରେନେଡ ଜବତ !

ଜାମ୍ମୁ ଓ କାଶ୍ମୀର: ରହୁଛନ୍ତି ଓ ଖାଉଛନ୍ତି ଭାରତରେ । ହେଲେ ଗୁଣ ଗାଉଛନ୍ତି ପାକିସ୍ତାନର । ଏପରିକି ଭାରତ ମାଟିରେ ବି ପାକିସ୍ତାନୀ ପତାକା ଉତ୍ତୋଳନ କରିବାର ଧ୍ରୁଷ୍ଟତା କରିଥିଲେ । ହେଲେ ଖବର ପାଇ ମାମଲାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ଜାମ୍ମୁ ଓ…

ବଡ ଷଡଯନ୍ତ୍ର ଲକ୍ଷ୍ୟରେ ଚୀନ, ସୀମାରେ ଠୁଳ କଲାଣି ସୈନ୍ୟ ଓ ବମ୍ବର୍ସ

ନୂଆଦିଲ୍ଲୀ: ଚୀନ ସେନା ପିଏଲଏ କିଛି ବଡ ଧରଣର ଷଡଯନ୍ତ୍ର ରଚିବା ଆରମ୍ଭ କରୁଛି । ରିପୋର୍ଟ ମୁତାବକ ଚୀନ ଭାରତ ସୀମା ନିକଟରେ ଦେଶର ବିଭିନ୍ନ ସ୍ଥାନରୁ ସୈନ୍ୟ ଆଣି ଠୁଳ କରିବାରେ ଲାଗିଛି । ଏଥିରେ ବଡ ବଡ ଗାଡି, ବମ୍ବର୍ସ, ସ୍ପେଶାଲ ଫୋର୍ସର ସୈନ୍ୟ ଏବଂ ଅନ୍ୟ ଯୁଦ୍ଧ ସାମଗ୍ରୀ । ପଠାରୀ…

ବଜ୍ରାଘାତରେ ଗଲା ୫ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ଘଟିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଜ୍ରପାତରେ ୧୦ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଅଛନ୍ତି । ସୂଚନା…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥି ଥିଲେ ଅଜାତଶତ୍ରୁ । ଓଡ଼ିଶାର ସାମ୍ବାଦିକ ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଜଣେ ବନ୍ଧୁବତ୍ସଳ ଓ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ…

କଟକ-ଭୁବନେଶ୍ବରରେ ମୁତୟନ ହେବ ଅଧିକ ଆମ୍ବୁଲାନ୍ସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ରାଜ୍ୟରେ କୋଭିଡରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଟପି ଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।…

ବିଧାନସଭା ଉପନିର୍ବାଚନ: ଭୋଟ ଦେଇପାରିବେ କୋଭିଡ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ୍ ଅନୁସାରେ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବ । ଏଥିପାଇଁ ଆକଶ୍ୟକ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଜି ମୁଖ୍ୟ ନିର୍ବାଚନ…