Latest Odisha News
Yearly Archives

2020

ଦୁବାଇରେ ପରଫର୍ମାନ୍ସ କରିବେ ଉର୍ବଶୀ, ୧୫ ମିନିଟକୁ ୪କୋଟି

ମୁମ୍ବାଇ:ବଲିଉଡ ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତାଲାଙ୍କୁ ଦୁବାଇରେ ପରଫର୍ମାନ୍ସ କରିବା ପାଇଁ ସୁଯୋଗ ମିଳିଛି । ୩୧ ଡିସେମ୍ବର ରାତିରେ ସେ ଫାଇଭ ଷ୍ଟାର ହୋଟେଲ ପାଲାଜୋ ଭସର୍ସରେ ଏହି ଶୋ କରିବେ । ରିପୋର୍ଟ ମୁତାବକ ଉର୍ବଶୀଙ୍କ ମାତ୍ର ୧୫ ମିନିଟ ଶୋ ପାଇଁ ୪ କୋଟି ଟଙ୍କା ମିଳିବ । ମୋତେ…

୨୦୨୭ ଏସିଆନ୍ କପ୍ ଫୁଟବଲ ପାଇଁ ଭାରତର ବିଡ୍ ଦାଖଲ: ୧୧ ସହର ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ

ଭୁବନେଶ୍ୱର: ୨୦୨୭ ଏସିଆନ୍ କପ ଫୁଟବଲ ଟୁର୍ଣ୍ଣାମେଂଟ ପାଇଁ ଭାରତ ବିଡ୍ ଦାଖଲ କରିଛି । ଏସୀୟ  ଫୁଟବଲ ମହାସଂଘ ଏହା ଘୋଷଣା କରିଛି । ୧୧ ସହରର ୧୨ଟି ଷ୍ଟାଡିୟମରେ ମ୍ୟାଚଗୁଡିକର ଆୟୋଜନ ପାଇଁ ଚୟନ କରାଯାଇଛି । ଏଥିରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସ୍ଥାନ ପାଇଛି । ଟୁର୍ଣ୍ଣାମେଂଟର ଆୟୋଜନ…

ଭୁବନେଶ୍ୱର; ବାଲିପାଟଣାରେ ଅବସ୍ଥିତ ଶିଶୁମଠ ସାହି  ସ୍ଥିତ ପଞ୍ଚସଖା ଶିଶୁ ଅନନ୍ତଙ୍କ ପୀଠରେ ଶିଶୁ ଅନନ୍ତ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଉଦଘାଟନ କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ…

୩ୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ…

ଆସନ୍ତୁ ଜାଣିବା ବୋଲିଂ ଆଭରେଜରେ ବୁମ୍ ବୁମ୍ ବୁମରା କେଉଁ କେଉଁ ମହାନ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ

ସିଡନୀ: ଟିମ୍ ଇଣ୍ଡିଆର ଷ୍ଟାର ପେସର ଯଶପ୍ରୀତ ବୁମରା ବୋଲିଂ ଆଭରେଜରେ କ୍ରିକେଟ ଇତିହାସର ମହାନ ବୋଲରଙ୍କୁ ମାତ୍ ଦେଇଛନ୍ତି । ଟେଷ୍ଟ କ୍ରିକେଟର ୫୦ ବର୍ଷରେ ୭୫ରୁ ଅଧିକ ଉଇକେଟ ନେଇଥିବା ଖେଳାଳିଙ୍କ ମଧ୍ୟରେ ବୁମରାଙ୍କ ରେକର୍ଡ ଶ୍ରେଷ୍ଠ ରହିଛି । ଏପରିକି ମ୍ୟାଲକମ ମାର୍ଶାଲ, କର୍ଟଲୀ…

ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ

ଭୁବନେଶ୍ୱର: କରୋନାକୁ ଦୃ‌ଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି । ଗାଇଡଲାଇନ୍ ଅନୁଯାୟୀ କଟକ ଓ ଭୁବନେଶ୍ୱରରେ ୭୫ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ । ରାଜ୍ୟର ସମସ୍ତ ସରକାରୀ…

କେନ୍ଦ୍ର କ୍ୟାବିନେଟର ପ୍ରମୁଖ ନିଷ୍ପତ୍ତି; ତିନି ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯୋଜନା ଅନୁମୋଦିତ

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ୭,୭୨୫ କୋଟି ଟଙ୍କା ବ୍ୟୟରେ ପ୍ରାୟ ତିନି ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଏହି ଯୋଜନା ଅନୁମୋଦନ…

ଏହି ୨୦ଟି ଗାଁର ଲୋକଙ୍କୁ ଶୀତରୁ ରକ୍ଷା କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ଅସହାୟ ଲୋକଙ୍କୁ ସାହାଯ୍ୟ ଜାରି ରଖିଛନ୍ତି। ଅଭିନେତାଙ୍କ ସହାୟତା ବର୍ତ୍ତମାନ ସେହି ଅଞ୍ଚଳରେ ପହଞ୍ଚୁଛି ଯେଉଁଠାରେ ସରକାରଙ୍କ ନୀତି ମଧ୍ୟ ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ଉଭୟ ସୋନଭଦ୍ର ଏବଂ ମିର୍ଜାପୁରରେ ୨୦ ଟି ଗାଁ ଅଛି ଯେଉଁଠାରେ ପର୍ଯ୍ୟାପ୍ତ…

ଆଇଟିବିପି କମ୍ବାଟ ୟୁନିଟ କେ୯ରେ ସାମିଲ ହେଲେ ୧୬ କୁକୁର ସଦସ୍ୟ

ଲଦାଖ: ଆଇଟିବିପି କମ୍ବାଟ ୟୁନିୟନ କେ୯ରେ ବୁଧବାର ୧୬ କୁକୁର ସଦସ୍ୟ ସାମିଲ ହୋଇଛନ୍ତି । ସେମାନଙ୍କ ନାମକରଣ ଉତ୍ସବ ଆୟୋଜନ କରାଯାଇଥିଲା । ସବୁ କୁକୁର ଛୁଆ ବେଲଜିୟନ ପ୍ରଜାତିର । ଗଲୱାନ ଘାଟିରେ ଶହୀଦ ହୋଇଥିବା ସେନାର ଅଧିକାରୀଙ୍କୁ ମନେ ପକାଇବା ପାଇଁ ଏହି କୁକୁର ଛୁଆଗୁଡିକରେ ନାମ ଗଲୱାନ,…

ଦୁର୍ନୀତି ଓ ଅପାରଗ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗ ୬ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟର ଓ ୨ ଜଣ ଅବକାରୀ ବିଭାଗ ଅଧିକାରୀ ଅଛନ୍ତି । ଏହି ଅଧିକାରୀମାନେ ହେଲେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ଉପନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଦେବତା,…