Latest Odisha News

BREAKING NEWS

Yearly Archives

2020

ପ୍ଲାଜମା ଥେରାପିରୁ ସୁସ୍ଥ ହେଲେ ୧୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଆଜି ଆଉ ଏକ ବଡ଼ ସଫଳତା ମିଳିଛି। ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହେଉଥିବା ୧୦୪ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ଲାଜମା ଦାନ କରିଥିବା ବ୍ୟକ୍ତିମାନଙ୍କୁ ଶୁଭେଚ୍ଛା ଜଣାଇଛି। ଏଥି ସହିତ…

ସୋମବାର ଦିନ ପଶ୍ଚିମବଙ୍ଗରେ ସଟଡାଉନ; ବାଧାପ୍ରାପ୍ତ ହେବ ଏହିସବୁ ଟ୍ରେନ୍ ସେବା

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୩୧ ତାରିଖରେ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ସଟଡାଉନ ଲାଗୁ ହେବ। ଯାହା ଫଳରେ ପୂର୍ବ ତଟ ରେଳପଥର ଅନେକ ଟ୍ରେନ ସେବା ପ୍ରଭାବିତ ହେବ। ଟ୍ରେନ ସେବା ନିମ୍ନ ମତେ ବାତିଲ, ଆଂଶିକ ବାତିଲ ଓ ରହଣି ପ୍ରତ୍ୟାହାର କରାଯିବ- ବାତିଲ ହେଉଥିବା ଟ୍ରେନ: ଯଶୋବନ୍ତପୁରରୁ…

ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ବନ୍ୟାଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ବନ୍ୟା ଅଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହାସହ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦେଲେ କଡା ଜବାବ । ଇମ୍ରାନ ଖାନ୍‌ଙ୍କ ଟିପ୍ପଣୀ ଉପରେ ଜୟଶଙ୍କର ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତ କାହା ସହିତ ମିଶି କିମ୍ଵା କାହାରି ଇସାରାରେ କାମ କରେ…

ପୋଲିସ ଗାଡିକୁ ଧରିଲା ପୋଲିସ

ସମ୍ବଲପୁର: ବଦନାମ୍ ହେଲା ବର୍ଦି । ପୋଳିସ ଗାଡିକୁ ଗୋଡେଇ ଧରିଲା ପୋଲିସ । ପୋଲିସ ଗାଡିରେ ହେଉଥିଲା ଗଂଜେଇ ଚାଲାଣ । ଏତିକି ବେଳେ ଝାରସୁଗୁଡା ରାମପଦା ଛକରେ ରେଙ୍ଗାଳି ପୋଲିସ ଗଂଜେଇ ଚାଲାଣ ହେଉଥିବା ଗାଡିକୁ ଜବତ କରିଛି । ଏଥିରୁ ୨୧ କେଜି ଗଂଜେଇ ଜବତ ହୋଇଛି । ଜବତ ଗାଡିଟି ଜିଆର୍‌ପି…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୫୧୯ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫୧୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୫୧୯ ଜଣଙ୍କ ମଧ୍ୟରୁ ୪୧୯ ଜଣ ଖୋର୍ଦ୍ଧା, ୨୧୬ ଜଣ ଗଞ୍ଜାମରୁ, ୨୧୦ ଜଣ ପୁରୀରୁ, ୨୦୫ ଜଣ ରାୟଗଡାରୁ,…

ସେଟ୍‌କୁ ଫେରିଲେ ବିଗ୍-ବି, ଆସିଲା ‘କେବିସି-୧୨’ର ପ୍ରୋମୋ, ଦେଖନ୍ତୁ ଭିଡିଓ

ମୁୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ କୁଇଜ୍ ଶୋ’ କେବିସି ସିଜନ-୧୨ର ପ୍ରୋମୋ । ଏହି ପ୍ରମୋରେ ବିଗ୍ ବି ଅମିତାଭ ବଚ୍ଚନ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ସହ ନଜର ଆସିଛନ୍ତି । କରୋନାକୁ ମାତ୍ ଦେବା ପରେ ଏହା ହେଉଛି ବିଗ୍ ବିଙ୍କ ପ୍ରଥମ ଟିଭି ଶୋ’ । ଏହି ପ୍ରୋମୋରେ ଅମିତାଭ ବଚ୍ଚନ ଶୋ’ର…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୩ଟି ଗେଟ୍‌

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍ । ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ହୀରାକୁଦର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଡ୍ୟାମକୁ ଜଳ ପ୍ରବେଶ କମିଛି। ଏବେ ଡ୍ୟାମକୁ ୬ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ଲକ୍ଷ ୬୫…

ଜେଇଇ ମେନ୍ ପରୀକ୍ଷା: ଓଡିଶା ମୋ ପରିବାର ତରଫରୁ ହେଲ୍ପ ଡେସ୍କ

ଭୁବନେଶ୍ୱର: ଓଡିଶା ମୋ ପରିବାର ତରଫରୁ ସମସ୍ତ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଗୁଡିକରେ ‘ହେଲ୍ପ ଡେସ୍କ’ ପ୍ରସ୍ତୁତ କରାଯାଉଛି । ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ…

ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: ବଡମ୍ବା ବିଜେଡି ବିଧୟକ ଦେବୀ ପ୍ରସାଦ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ନମୁନା ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ସୁସ୍ଥ ଅଛି । ଡ୍ରାଇଭର…