Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ                ତା୩୧-୮-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୩୧ ରିଖ ସୋମବାର ସିଂହ ୧୬ ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୁର୍ଦ୍ଦଶୀ ତିଥି ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ…

ଆଜି ଆସିବ ରାଜ୍ୟର ଅନଲକ୍ ୪ ଗାଇଡଲାଇନ୍, ଏସବୁ କ୍ଷେତ୍ରକୁ ଫୋକସ

ଭୁବନେଶ୍ୱର: ଆଜି ଶେଷ ହେଉଛି ଅନଲକ୍ ୩ ସମୟସୀମା । କାଲିଠୁ ଅନଲକ୍ ୪ । କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଆଜି ଅନଲକ୍ ୪ ନେଇ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କେଉଁ କ୍ଷେତ୍ରକୁ କୋହଳ କରିବେ ତାଉପରେ ନଜର ରହିଛି । ଉଠିବ କି ସଟଡାଉନ୍ ? କରୋନା ସଂକ୍ରମଣକୁ…

ଓଡିଶାର ୫ଟି ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଓ ବରଗଡ ଆଦି…

ଖଣ୍ଡପଡା ବନ୍ୟାଞ୍ଚଳ ସ୍ଥିତି ପରଖିଲେ ପୂର୍ବତନ ବିଧାୟକ ସିଦ୍ଧାର୍ଥ ସିଂହ

ନୟାଗଡ: ରାଜ୍ୟରେ ବନ୍ୟାସ୍ଥିତି ସଂଗୀନ ହୋଇ ପଡ଼ିଥିବା ବେଳେ ପାଣି ଘେରରେ ଆଠ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି । ମହାନଦୀରେ ମଧ୍ୟ ବନ୍ୟା ଆସିଥିବା ବେଳେ ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନମଣ୍ଡଳୀ ଅଧିକ କ୍ଷତିଗ୍ରସ୍ତ ହୋଇପଡିଛି । ଏଭଳି ପରିସ୍ଥିତିରେ ଲୋକମାନଙ୍କ ନିକଟରେ ପହଂଚି…

ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍, ୩୬ ଗେଟ୍ ଖୋଲା

ସମ୍ୱଲପୁର: ଉପରମୁଣ୍ଡରେ ଛତିଶଗଡ଼ରେ କମିଛି ବର୍ଷା ପରିମାଣ । ହୀରାକୁଦ ଡ୍ୟାମକୁ ଜଳ ପ୍ରବେଶ କମିଛି । ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୩୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ହୀରାକୁଦ ଡ୍ୟାର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି । ବର୍ତ୍ତମାନ ଜଳ ପତ୍ତନ ରହିଛି…

ଜେଇଇ ମେନ୍ ପରୀକ୍ଷା; ହୋଟେଲ୍ ଲିଷ୍ଟ ଜାରି କଲା ବିଏମସି

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ଲାଗି ଶତାଧିକ ଛାତ୍ରଛାତ୍ରୀ ଅପେକ୍ଷାରତ ଥିବା ବେଳେ ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଅବସରରେ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ମାନଙ୍କୁ ସୁରକ୍ଷିତ ସ୍ଥାନ ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ପରୀକ୍ଷା କେନ୍ଦ୍ର ନିକଟରେ…

ପିଲାଙ୍କ ତୂଳୀରୁ ..

ସମୀକ୍ଷ ଆର୍ଯ୍ୟ, ଏଲ୍‌କେଜି, ଲୟୋଲା ସ୍କୁଲ, ଭୁବନେଶ୍ୱର ଆଦ୍ୟା ମହାପାତ୍ର, ଷ୍ଟାଣ୍ଡାର୍ଡ -୨, ପ୍ରଭୁଜୀ ଇଂଲିଶ ମିଡିୟମ ସ୍କୁଲ, ଭୁବନେଶ୍ୱର ଶ୍ରେୟାଂଶ ମହାପାତ୍ର, ଷ୍ଟାଣ୍ଡାର୍ଡ-୨, ଲୟୋଲା ସ୍କୁଲ, ଭୁବନେଶ୍ୱର ପ୍ରିୟାଂଶୁ କୁମାର ପଣ୍ଡା, ଷ୍ଟାଣ୍ଡାର୍ଡ-୨,…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ

"ଛଳୟସି ବିକ୍ରମଣେ ବଳିମଦଭୁତବାମନ, ପଦନଖନୀରଜନିତଜନପାବନ । କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ । " ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କ ବଳି ବାମନ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ ।…

ସମ ହସ୍ପିଟାଲରେ ଖୁବ ଶୀଘ୍ର ହେବ କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷଣ

ଭୁବନେଶ୍ୱର: ଭାରତର ନିଜସ୍ୱ କୋଭିଡ-୧୯ ଟୀକା କୋଭାକସିନର ଦ୍ଵିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବ ଶୀଘ୍ର ସମ ହସ୍ପିଟାଲରେ ଆରମ୍ବ ହେବ। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲରେ ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପ୍ରଥମ…

ଭୁବନେଶ୍ୱରରୁ ପୁଣି ୫୧୫ ପଜିଟିଭ ଚିହ୍ନଟ, ୧୦ ହଜାର ଟପିଲା ସଂକ୍ରମିତ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬୭ ୱାର୍ଡରୁ ୫୧୫ ପଜିଟିଭ ବାହାରିଛନ୍ତି । ଏଥିସହ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ଏନେଇ ବିଏମସି ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ବିଏମସିର ୪୬…