Latest Odisha News

BREAKING NEWS

Yearly Archives

2020

କାହା ପ୍ରତି ଭୟଭୀତ କଙ୍ଗନା ରଣାୱତ ?

ମୁମ୍ବାଇ: ପୁଣିଥରେ ମୁମ୍ବାଇ ପୋଲିସକୁ ନେଇ ନିଜ ମତ୍ତ ରଖିଛନ୍ତି କଙ୍ଗନା ରଣାୱତ । ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସକୁ ହିଁ ରହସ୍ୟମୟ କରିଥିଲା । ଏ କଥା କଙ୍ଗନା ବହୁବାର କହିଆସିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ଭେଦିବା ପାଇଁ କଙ୍ଗନା ପ୍ରଥମରୁ ହିଁ ସାମ୍ନାକୁ ଆସିଛନ୍ତି ।…

ବନ୍ୟା ଯୋଗୁଁ ୨୦ ଜିଲ୍ଳା ପ୍ରଭାବିତ, ୧୭ ମୃତ: ଏସ୍‌ଆର୍‌ସି

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଛି । ଏଥିଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟାରେ କ’ଣ ସବୁ କ୍ଷୟକ୍ଷତି ହୋଇଛି ସେ ନେଇ ଏସ୍‌ଆର୍‌ସି ସୂଚନା…

୩ ମାସର ଛୁଆ ବିକିଲା, ମୋବାଇଲ ଓ ଗାଡି କିଣିଲା !

କର୍ଣ୍ଣାଟକ: ନିଜ ସଉକ ପୂରଣ କରିବା ପାଇଁ ଆପଣ କଣ କରିବେ । ଚାକିରୀ କରିବେ, ବେପାର କରିବେ, ଚୋରି କରିବେ ନା ଧାର କରଜ ଟଙ୍କାରେ ମଉଜ ମସ୍ତି କରି ଲୁଚିବୁଲିବେ । ହେଲେ କେବେ ଆପଣଙ୍କ ନଜରକୁ ଆସିଛି ଯେ, ମୋବାଇଲ ଓ ଗାଡି କିଣିବା ପାଇଁ ଜଣେ ବାପା ତା ତିନି ମାସର ଛୁଆକୁ ବିକ୍ରି କରିଛି ।…

ଖୁଦୁରୁକୁଣୀ ଓଷା ହେଲା କାଳ, ଭାସିଗଲେ ୪ ନାବାଳିକା

ନୟାଗଡ: ଖୁଦୁରୁକୁଣୀ ପାଇଁ ନଦୀରେ ଗାଧୋଇବା ହେଲା କାଳ । ବନ୍ୟା ଜଳରେ ଭାସିଗଲେ ୪ ନାବାଳିକା । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ନିକଟ ଟାକରା ପଂଚାୟତ ବୁରୁ ସାହିର ବୃତ୍ତଙ୍ଗ ନଦୀରେ ଘଟିଛି ଏଭଳି ଘଟଣା…

ଜେଇଇ ଓ ନେଟ୍ ପରୀକ୍ଷା ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଜେଇଇ ଓ ନେଟ୍ ପରୀକ୍ଷାର ସୁପରିଚାଳନା କରିବ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରୀକ୍ଷା ପାଇଁ ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ରହଣୀ ପାଇଁ ୮ଟି ସ୍ଥାନରେ ବ୍ୟବସ୍ଥା…

ଦଳେଇ ଘାଇରେ ବିପଦ ସଂକେତ ଟପିଲା

ଜଗତସିଂହପୁର: ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ । ଏଠାରେ ବିପଦ ସଂକେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟରେ ଜଳ ପ୍ରବାହିତ ହେଉଛି । ସେହିପରି ମାଛ ଗାଁରେ ମଧ୍ୟ ବିପଦ ସଂକେତ ଟପିଛି ଦେବୀ ନଦୀ । ଏଠାରେ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ଉପରେ…

ମୋଦୀଙ୍କ ‘ମନ୍ କି ବାତ୍‌’କୁ ରାହୁଲଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ତେବେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ଏନ୍‌ଇଇଟ୍ ଏବଂ ଜେଇଇ ପରୀକ୍ଷା ପ୍ରସଙ୍ଗାରେ ମୋଦୀଙ୍କୁ ଟ୍ୱିଟ୍ ଜରିଆରେ…

ସନ୍ଦୀପ ସିଂଙ୍କ ସହ କ’ଣ ରହିଛି କଙ୍ଗନା ଓ ରଙ୍ଗୋଲିଙ୍କ ସଂପର୍କ ?

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରହସ୍ୟମୟ ବ୍ୟକ୍ତି ସନ୍ଦୀପ ସିଂ । ପ୍ରଥମେ ସୁଶାନ୍ତଙ୍କୁ ନିଜର ବନ୍ଧୁ ବୋଲି କହିଥିଲେ । ହେଲେ ରିୟା ଓ ସୁଶାନ୍ତଙ୍କ ପରିବାର ଲୋକେ ସନ୍ଦୀପଙ୍କୁ ଜାଣିନଥିବା କହିବା ପରେ ଘଟଣା ଭିନ୍ନ ମୋଡ ନେଇଥିଲା । ଏପରିକି ଦେବେନ୍ଦ୍ର ଫଡନାଭିସ ଓ…

ଗଞ୍ଜାମରୁ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ଗାଁରୁ ଏକ ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପକ୍ଷୀଟି ଉଡିଯାଉଥିବା ସମୟରେ କିଛି କାଉଙ୍କ ଆକ୍ରମଣର ଶିକାର ହୋଇ ଆସି ଜଣଙ୍କ ଘର ବାରଣ୍ଡାରେ ପଡିଥିଲା। ଏନେଇ ସ୍ଥାନୀୟବାସୀ ଖଲ୍ଲିକୋଟ…

ଲକଡାଉନ୍ ହଟିଲା କିନ୍ତୁ ପୋଲିସ କାଟିଲା ଫାଇନ୍‌

ଭୁବନେଶ୍ୱର: ଦେଶରେ ଲାଗୁ ହୋଇଛି ଅନ୍‌ଲକ୍‌-୪ । କେନ୍ଦ୍ର ସରକାର ଆଜିଠାରୁ ରାଜ୍ୟମାନଙ୍କରେ ଲକଡାଉପ୍ ଓ ସଟ୍‌ଡାଉନ୍ ରହିବନି ବୋଲି ଘୋଷଣା କରିଛନ୍ତି । କିନ୍ତୁ ପୋଲିସ ଏହାକୁ ମାନିବାକୁ ନାରାଜ । ଆଜି ରାଜଧାନୀ ଭୁବନେଶ୍ୱରର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଲିସ ଅଚାନକ ଚଢ଼ାଉ କରିଛି ।…