ସେନା ଏନକାଉଣ୍ଟରରେ ୭ ଆତଙ୍କବାଦୀ ନିହତ!
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ମୁତୟନ ଭାରତୀୟ ସେନାକୁ ଆତଙ୍କବାଦୀଙ୍କ ବିରୋଧରେ ସଫଳତା ମିଳିଛି । ଏପରିକି ଗତ ୨୪ ଘଣ୍ଟାରେ ପୁଲୱାମା ଓ ସୋପିଆନ୍ରେ ହୋଇଥିବା ଏନକାଉଣ୍ଟରରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
କାଶ୍ମୀର ଜୋନ୍ ପୋଲିସର ସୂଚନାନୁଯାୟୀ ଦକ୍ଷିଣ କାଶ୍ମୀର ସ୍ଥିତ ପୁଲୱାମା…