ସୁଶାନ୍ତ ସିଂ କେସ୍: ଆମ୍ବୁଲାନ୍ସ ଡ୍ରାଇଭରକୁ ୪ଥର ଫୋନ କରିଥିଲେ ସନ୍ଦୀପ
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ମଙ୍ଗଳବାର ଏକ ଟିଭି ଚ୍ୟାନେଲ ଚାଂଚଲ୍ୟକର ରିପୋର୍ଟ ପ୍ରଦାନ କରିଛି । ସନ୍ଦୀପ ସିଂ ମୋବାଇଲ କଲ ଡିଟେଲରୁ ଏହି ତଥ୍ୟ ଜଣାପଡିଛି । ସୁଶାନ୍ତଙ୍କ ମୃତ୍ୟୁ ଦିନ ଆମ୍ବୁଲାନ୍ସ ଡ୍ରାଇଭର ଅକ୍ଷୟ ୱାଡଙ୍ଗରଙ୍କୁ ସନ୍ଦୀପ ୪ଥର ଫୋନ କରିଥିଲେ । ତେବେ ସେ ଏତେ…